logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପଡିଗଲା ଗରମ ତରକାରୀ ନାବାଳିକା ଗୁରୁତର ମୋହନା, ) ଗଜପତି ଜିଲ୍ଲା ଅଡବା ଥାନା ବାଡେଗୁଡା ପଞ୍ଚାୟତ ପଦେର୍ମl ଗାଁରେ ଗରମ ତରକାରୀ ପଡି ଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି l ଗୁରୁତର ନାବାଳିକା ହେଲେ ଇସlନୀ ବର୍ଦ୍ଧନ (9) l ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲ ଆଣିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ମିଳିଥିବା ସୂଚନା ପ୍ରକାରେ ଶନିବାର ରାତି ପ୍ରାୟ 7 ଟାରେ ଘରେ ରୋଷେଇ କରୁଥିବା ବେଳେ ଅଚାନକ ନାବାଳିକା ଙ୍କ ଉପରେ ଗରମ ତରକାରୀ ପଡିଯାଇଥିଲା l ଫଳରେ ନାବାଳିକା ଙ୍କ ଅଣ୍ଟା ଠାରୁ ତଳକୁ ସମ୍ପୂର୍ଣ ପୋଡି ଯାଇଛି l

14 hrs ago
user_Ansubhai Pandey
Ansubhai Pandey
ମୋହନା, ଗଜପତି, ଓଡ଼ିଶା•
14 hrs ago

ପଡିଗଲା ଗରମ ତରକାରୀ ନାବାଳିକା ଗୁରୁତର ମୋହନା, ) ଗଜପତି ଜିଲ୍ଲା ଅଡବା ଥାନା ବାଡେଗୁଡା ପଞ୍ଚାୟତ ପଦେର୍ମl ଗାଁରେ ଗରମ ତରକାରୀ ପଡି ଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି l ଗୁରୁତର ନାବାଳିକା ହେଲେ ଇସlନୀ ବର୍ଦ୍ଧନ (9) l ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲ ଆଣିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ମିଳିଥିବା ସୂଚନା ପ୍ରକାରେ ଶନିବାର ରାତି ପ୍ରାୟ 7 ଟାରେ ଘରେ ରୋଷେଇ କରୁଥିବା ବେଳେ ଅଚାନକ ନାବାଳିକା ଙ୍କ ଉପରେ ଗରମ ତରକାରୀ ପଡିଯାଇଥିଲା l ଫଳରେ ନାବାଳିକା ଙ୍କ ଅଣ୍ଟା ଠାରୁ ତଳକୁ ସମ୍ପୂର୍ଣ ପୋଡି ଯାଇଛି l

More news from ଓଡ଼ିଶା and nearby areas
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    14 hrs ago
  • ଗଞ୍ଜାମ ଜିଲ୍ଲା ବଡଭାଇ ର ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ, ଯୁବକ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର ପୋଲସରା ୨୬/୦୪/୨୬ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ ହୋଇଛି l ଆକ୍ରମଣ ରେ ଗ୍ରାମର ଆକାଶ ଜେନା ନାମକ ଯୁବକ ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ଗତ ରାତିରେ ଆକାଶ ଙ୍କ ବଡ଼ ଭାଇଙ୍କ ବାହାଘର ପ୍ରୋସେନ ଗ୍ରାମରେ ବୁଲୁଥିଲା l ସମସ୍ତେ ନାଚରେ ମସଗୁଲ ଥିବା ବେଳେ କୌଣସି କାରଣକୁ ନେଇ ଆକାଶଙ୍କ ସହ ଗ୍ରାମର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ହୋଇଥିଲା l ପରେ ଘଟଣା ଉଗ୍ରରୂପ ନେଇ ଆକାଶ ଙ୍କୁ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଆକାଶ ଙ୍କ ଅନ୍ତ ପୁଟୁଳି ବାହାରକୁ ଆସିଯାଇଥିବା ବେଳେ ଗରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ବଡଭାଇ ର ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ, ଯୁବକ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର 
ପୋଲସରା ୨୬/୦୪/୨୬  ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ ହୋଇଛି l ଆକ୍ରମଣ ରେ ଗ୍ରାମର ଆକାଶ ଜେନା ନାମକ ଯୁବକ ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ଗତ ରାତିରେ ଆକାଶ ଙ୍କ ବଡ଼ ଭାଇଙ୍କ ବାହାଘର ପ୍ରୋସେନ ଗ୍ରାମରେ ବୁଲୁଥିଲା l ସମସ୍ତେ ନାଚରେ ମସଗୁଲ ଥିବା ବେଳେ କୌଣସି କାରଣକୁ ନେଇ ଆକାଶଙ୍କ ସହ ଗ୍ରାମର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ହୋଇଥିଲା l ପରେ ଘଟଣା ଉଗ୍ରରୂପ ନେଇ ଆକାଶ ଙ୍କୁ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଆକାଶ ଙ୍କ ଅନ୍ତ ପୁଟୁଳି ବାହାରକୁ ଆସିଯାଇଥିବା ବେଳେ ଗରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    9 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    14 hrs ago
  • ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ: କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ୍, ଗୁମର ଖୋଲିଲା ମୁଖ୍ୟ ଅଭିଯୁକ୍ତ ଗୋପାଳପୁରର ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଆଜି ମୁଖ୍ୟ ଅଭିଯୁକ୍ତ କାଳୁ ପ୍ରଧାନ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଗୋପାଳପୁର ପୋଲିସ୍। ରିମାଣ୍ଡରେ ଥିବା ଅଭିଯୁକ୍ତମାନେ କିପରି ସୁଧୀରଙ୍କୁ ଅପହରଣ କରିଥିଲେ ଏବଂ କେଉଁଠାରେ ହତ୍ୟା କରିଥିଲେ, ସେ ନେଇ ସମସ୍ତ ତଥ୍ୟ ପୋଲିସ ଆଗରେ ବଖାଣିଛନ୍ତି। ​ଆଜି ଭୋର ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ସେହି ପଡ଼ିଆକୁ ନିଆଯାଇଥିଲା, ଯେଉଁଠାରେ ସୁଧୀର ପ୍ରତିଦିନ ଭଲିବଲ୍ ଖେଳନ୍ତି। ସେଠାରୁ ତାଙ୍କୁ କିପରି ଏକ କାର୍‌ରେ ଜବରଦସ୍ତ ଉଠାଇ ନିଆଯାଇଥିଲା, ତାର ଡେମୋ ଦେଖାଇଛି ଅଭିଯୁକ୍ତ। ଏହାପରେ ହତ୍ୟାକାଣ୍ଡ ଘଟାଯାଇଥିବା ସ୍ଥାନ ଓ ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନରେ ମଧ୍ୟ ପୋଲିସ୍ ତଦନ୍ତ କରିଛି।
    1
    ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ: କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ୍, ଗୁମର ଖୋଲିଲା ମୁଖ୍ୟ ଅଭିଯୁକ୍ତ
ଗୋପାଳପୁରର ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଆଜି ମୁଖ୍ୟ ଅଭିଯୁକ୍ତ କାଳୁ ପ୍ରଧାନ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଗୋପାଳପୁର ପୋଲିସ୍। ରିମାଣ୍ଡରେ ଥିବା ଅଭିଯୁକ୍ତମାନେ କିପରି ସୁଧୀରଙ୍କୁ ଅପହରଣ କରିଥିଲେ ଏବଂ କେଉଁଠାରେ ହତ୍ୟା କରିଥିଲେ, ସେ ନେଇ ସମସ୍ତ ତଥ୍ୟ ପୋଲିସ ଆଗରେ ବଖାଣିଛନ୍ତି।
​ଆଜି ଭୋର ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ସେହି ପଡ଼ିଆକୁ ନିଆଯାଇଥିଲା, ଯେଉଁଠାରେ ସୁଧୀର ପ୍ରତିଦିନ ଭଲିବଲ୍ ଖେଳନ୍ତି। ସେଠାରୁ ତାଙ୍କୁ କିପରି ଏକ କାର୍‌ରେ ଜବରଦସ୍ତ ଉଠାଇ ନିଆଯାଇଥିଲା, ତାର ଡେମୋ ଦେଖାଇଛି ଅଭିଯୁକ୍ତ। ଏହାପରେ ହତ୍ୟାକାଣ୍ଡ ଘଟାଯାଇଥିବା ସ୍ଥାନ ଓ ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନରେ ମଧ୍ୟ ପୋଲିସ୍ ତଦନ୍ତ କରିଛି।
    user_User9947
    User9947
    Social worker ନୂଆଗାଁ, ଗଞ୍ଜାମ, ଓଡ଼ିଶା•
    8 hrs ago
  • କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ
    3
    କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ
    user_Magal nayak
    Magal nayak
    ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    11 hrs ago
  • ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।
    1
    ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।
    user_ବିଭୁ ପ୍ରସାଦ ଶତପଥୀ
    ବିଭୁ ପ୍ରସାଦ ଶତପଥୀ
    ଗୁଣୁପୁର, ରାୟଗଡା, ଓଡ଼ିଶା•
    16 hrs ago
  • ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ନିମାପଡା ବ୍ଲକ ର 
ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା  ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି।
ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    15 hrs ago
  • ୩୩ ବର୍ଷ ପରେ ପୁଣି ଫେରୁଛି 'ବଲ୍ଲୁ' : ସଞ୍ଜୟ ଦତ୍ତଙ୍କ 'ଖଳନାୟକ ୨'ର ବଡ଼ ଘୋଷଣା ​ 'ବାବା' ତଥା ସଞ୍ଜୁ ବାବାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ୧୯୯୩ ମସିହାରେ ବଡ଼ ପରଦାରେ ଧମାଲ କରିଥିବା ସୁପରହିଟ୍ ଚଳଚ୍ଚିତ୍ର 'ଖଳନାୟକ'ର ଦ୍ୱିତୀୟ ଭାଗ ବା 'Khalnayak Returns' ଖୁବଶୀଘ୍ର ଆସିବାକୁ ଯାଉଛି। ନିକଟରେ ସଞ୍ଜୟ ଦତ୍ତ ନିଜେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଟିଜର ଉନ୍ମୋଚନ କରି ଏହି ମେଗା ମୁଭି ବିଷୟରେ ସୂଚନା ଦେଇଛନ୍ତି।
    1
    ୩୩ ବର୍ଷ ପରେ ପୁଣି ଫେରୁଛି 'ବଲ୍ଲୁ' : ସଞ୍ଜୟ ଦତ୍ତଙ୍କ 'ଖଳନାୟକ ୨'ର ବଡ଼ ଘୋଷଣା
​ 'ବାବା' ତଥା ସଞ୍ଜୁ ବାବାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ୧୯୯୩ ମସିହାରେ ବଡ଼ ପରଦାରେ ଧମାଲ କରିଥିବା ସୁପରହିଟ୍ ଚଳଚ୍ଚିତ୍ର 'ଖଳନାୟକ'ର ଦ୍ୱିତୀୟ ଭାଗ ବା 'Khalnayak Returns' ଖୁବଶୀଘ୍ର ଆସିବାକୁ ଯାଉଛି। ନିକଟରେ ସଞ୍ଜୟ ଦତ୍ତ ନିଜେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଟିଜର ଉନ୍ମୋଚନ କରି ଏହି ମେଗା ମୁଭି ବିଷୟରେ ସୂଚନା ଦେଇଛନ୍ତି।
    user_User9947
    User9947
    Social worker ନୂଆଗାଁ, ଗଞ୍ଜାମ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.