ଜମି ବ୍ୟବସାୟୀ ସୁଧୀର ପାତ୍ର ଙ୍କ ଅପହରଣ ଓ ହତ୍ୟା ଘଟଣା ଆଜି ସିନ ରିକ୍ରେଏସନ କରିଛି ପୋଲିସ୍। ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ: କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ୍, ଗୁମର ଖୋଲିଲା ମୁଖ୍ୟ ଅଭିଯୁକ୍ତ ଗୋପାଳପୁରର ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଆଜି ମୁଖ୍ୟ ଅଭିଯୁକ୍ତ କାଳୁ ପ୍ରଧାନ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଗୋପାଳପୁର ପୋଲିସ୍। ରିମାଣ୍ଡରେ ଥିବା ଅଭିଯୁକ୍ତମାନେ କିପରି ସୁଧୀରଙ୍କୁ ଅପହରଣ କରିଥିଲେ ଏବଂ କେଉଁଠାରେ ହତ୍ୟା କରିଥିଲେ, ସେ ନେଇ ସମସ୍ତ ତଥ୍ୟ ପୋଲିସ ଆଗରେ ବଖାଣିଛନ୍ତି। ଆଜି ଭୋର ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ସେହି ପଡ଼ିଆକୁ ନିଆଯାଇଥିଲା, ଯେଉଁଠାରେ ସୁଧୀର ପ୍ରତିଦିନ ଭଲିବଲ୍ ଖେଳନ୍ତି। ସେଠାରୁ ତାଙ୍କୁ କିପରି ଏକ କାର୍ରେ ଜବରଦସ୍ତ ଉଠାଇ ନିଆଯାଇଥିଲା, ତାର ଡେମୋ ଦେଖାଇଛି ଅଭିଯୁକ୍ତ। ଏହାପରେ ହତ୍ୟାକାଣ୍ଡ ଘଟାଯାଇଥିବା ସ୍ଥାନ ଓ ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନରେ ମଧ୍ୟ ପୋଲିସ୍ ତଦନ୍ତ କରିଛି।

- କିରିକୁଟି ଦାରିଙ୍ଗବାଡ଼ି କନ୍ଧମାଳ ଓଡ଼ିଶା3
- ଜାତୀୟ ପଞ୍ଚାୟତରାଜ ଦିବସରେ ବାଙ୍କୀ ବିଧାୟକ ଙ୍କ ମାରାଥନ ଶିଳାନ୍ୟାସ #spnewstvliveodia #bankinews1
- ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସାହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- ଭାଇ ମାନେ ଆପଣଙ୍କର ମତାମତ ଜିଲ୍ଲା ଅଧିକାରୀ କୁ ଜଣାନ୍ତୁ କମେଣ୍ଟ ମାଧ୍ୟ୍ୟମରେ ଜଣାନ୍ତୁ 🙏🙏🙏🙏🙏1
- Post by Manoj kumar baliyarsingh4
- Post by Rajesh Samantaray1
- Post by Manoj kumar baliyarsingh4
- Post by ଡେଲାଙ୍ଗ ଖବର1
- #♥️🥰♥️♥️🥰♥️♥️♥️🥰♥️1