Shuru
Apke Nagar Ki App…
କିରିକୁଟି ଗ୍ରାମ ଅନୁଷ୍ଟିତ ହେଉଅଛ ଚବିଶି ପ୍ରହରୀ ନାମଯଜ୍ଞ ତା ୨୬ /୨୮/୨୯/୩୦ କିରିକୁଟି ଦାରିଙ୍ଗବାଡ଼ି କନ୍ଧମାଳ ଓଡ଼ିଶା
Magal nayak
କିରିକୁଟି ଗ୍ରାମ ଅନୁଷ୍ଟିତ ହେଉଅଛ ଚବିଶି ପ୍ରହରୀ ନାମଯଜ୍ଞ ତା ୨୬ /୨୮/୨୯/୩୦ କିରିକୁଟି ଦାରିଙ୍ଗବାଡ଼ି କନ୍ଧମାଳ ଓଡ଼ିଶା
More news from ଓଡ଼ିଶା and nearby areas
- କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ3
- ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସାହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- ଗଞ୍ଜାମ ଜିଲ୍ଲା ବଡଭାଇ ର ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ, ଯୁବକ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର ପୋଲସରା ୨୬/୦୪/୨୬ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ ହୋଇଛି l ଆକ୍ରମଣ ରେ ଗ୍ରାମର ଆକାଶ ଜେନା ନାମକ ଯୁବକ ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ଗତ ରାତିରେ ଆକାଶ ଙ୍କ ବଡ଼ ଭାଇଙ୍କ ବାହାଘର ପ୍ରୋସେନ ଗ୍ରାମରେ ବୁଲୁଥିଲା l ସମସ୍ତେ ନାଚରେ ମସଗୁଲ ଥିବା ବେଳେ କୌଣସି କାରଣକୁ ନେଇ ଆକାଶଙ୍କ ସହ ଗ୍ରାମର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ହୋଇଥିଲା l ପରେ ଘଟଣା ଉଗ୍ରରୂପ ନେଇ ଆକାଶ ଙ୍କୁ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଆକାଶ ଙ୍କ ଅନ୍ତ ପୁଟୁଳି ବାହାରକୁ ଆସିଯାଇଥିବା ବେଳେ ଗରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Ansubhai Pandey1
- #♥️🥰♥️♥️🥰♥️♥️♥️🥰♥️1
- ୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ମୁହାଁମୁହିଁ1
- କୁଇକୂଳ ଆଦିବାସୀ ମୂଳନୀବାସୀ ଜ ଏ ଜୁହାର 🙏1
- Post by Rabindra Mandal1