logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ମୁହାଁମୁହିଁ

12 hrs ago
user_TV5ODIA 9556605993
TV5ODIA 9556605993
ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
12 hrs ago

୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ମୁହାଁମୁହିଁ

More news from ଓଡ଼ିଶା and nearby areas
  • ୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ମୁହାଁମୁହିଁ
    1
    ୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ମୁହାଁମୁହିଁ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    12 hrs ago
  • କୁଇକୂଳ ଆଦିବାସୀ ମୂଳନୀବାସୀ ଜ ଏ ଜୁହାର 🙏
    1
    କୁଇକୂଳ ଆଦିବାସୀ ମୂଳନୀବାସୀ  ଜ ଏ ଜୁହାର 🙏
    user_ମମନ୍ତ ମାଝୀ
    ମମନ୍ତ ମାଝୀ
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    15 hrs ago
  • 🌹🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    20 hrs ago
  • ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ନିମାପଡା ବ୍ଲକ ର 
ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା  ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି।
ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    14 hrs ago
  • ଗତ ତା ୧୯.୦୪.୨୦୨୬ ରିଖ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ନାସିଗାଁ ସାହୁପଡ଼ା ଗୋଷ୍ଠୀ କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନୂତନ ଗ୍ରାମ୍ୟ କମିଟି ଗଠନ କରିବା ପାଇଁ ଶ୍ରୀ ସୁଶାନ୍ତ କୁମାର ସାହୁ ପ୍ରସ୍ଥାବ ଆଗତ କରିଥିଲେ। ତାପରେ ଉପସ୍ଥିତି ସମସ୍ତ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ ଗ୍ରାମ୍ୟ କମିଟି ଗଠନ କରାଗଲା। ସଭାପତି ଶ୍ରୀ ଆନନ୍ଦ କୁମାର ପାତ୍ର, ଉପ ସଭାପତି ଶ୍ରୀ ମୁରଲୀଧର ସାହୁ, ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ସାହୁ, ସହ ସମ୍ପାଦକ ଶ୍ରୀ ବୈରାଗୀ ଭୂଷଣ ପାତ୍ର ଓ କୋଷାଧ୍ୟକ୍ଷ ଭାବରେ ଶ୍ରୀ ଭିକରାମ ସାହୁ ମନୋନୀତ ହୋଇଥିଲେ।
    1
    ଗତ ତା ୧୯.୦୪.୨୦୨୬ ରିଖ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ନାସିଗାଁ ସାହୁପଡ଼ା ଗୋଷ୍ଠୀ କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନୂତନ ଗ୍ରାମ୍ୟ କମିଟି ଗଠନ କରିବା ପାଇଁ ଶ୍ରୀ ସୁଶାନ୍ତ କୁମାର ସାହୁ ପ୍ରସ୍ଥାବ ଆଗତ କରିଥିଲେ। ତାପରେ ଉପସ୍ଥିତି ସମସ୍ତ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ ଗ୍ରାମ୍ୟ କମିଟି ଗଠନ କରାଗଲା। ସଭାପତି ଶ୍ରୀ ଆନନ୍ଦ କୁମାର ପାତ୍ର, ଉପ ସଭାପତି ଶ୍ରୀ ମୁରଲୀଧର ସାହୁ, ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ସାହୁ, ସହ ସମ୍ପାଦକ ଶ୍ରୀ ବୈରାଗୀ ଭୂଷଣ ପାତ୍ର ଓ କୋଷାଧ୍ୟକ୍ଷ ଭାବରେ ଶ୍ରୀ ଭିକରାମ ସାହୁ ମନୋନୀତ ହୋଇଥିଲେ।
    user_Ananda Patra
    Ananda Patra
    Kesinga, Kalahandi•
    19 hrs ago
  • ଟ୍ରେନ ରୁ ପଡ଼ି ଶଶୁର ଜ୍ବାଇଁ ମୃତ୍ୟୁ ।ଦୁଇ ପୃଥକ ଜାଗାରୁ ମୃତ୍ୟଦେହ କୁ ନେଇ ବଢୁଛି ସନ୍ଦେହ ।ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଫେରୁଥିଲେ ଶଶୁର ଜ୍ବାଇଁ ।ହେଲେ ଦୁଇ ପୃଥକ ଜାଗାରୁ ମିଳିଛି ଶଶୁର, ଜ୍ବାଇଁଙ୍କ ମୃତ ଦେହ, ଜଣକର ମୃତଦେହ ଦେହ ରାୟଗଡା ନିକଟ ରେଳଧାରଣାରୁ ମିଳିଥିବା ବେଳେ ଅନ୍ୟଜଣକର ମୃତ ଦେହ ଦହିଖାଲ ନିକଟରେ ମିଳିଛି । ରାୟଗଡ଼ା ରେଲଓ୍ବେ ପୋଲିସ ଶବ ଉଦ୍ଧାର କରିବା ପରେ ଶୁକ୍ରବାର ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛନ୍ତି ।ଦୁଇ ମୃତକ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କିକିଆ ଗ୍ରାମରେ ଜ୍ୱାଇଁ ସୁଦାମ ନାୟକ(60) ଓ ଶଶୁର ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗ୍ରାମର ଲିଙ୍ଗରାଜ ସାହା(80) ବୋଲି ଜଣାପଡିଥିଲା । ଅଲଗା ଅଲଗା ସ୍ଥାନରୁ ମୃତ ଦେହ ମିଳିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେମାନଙ୍କ ପରିବାରବର୍ଗ ଅଭିଯୋଗ କହିଛନ୍ତି। ସେମାନଙ୍କର କାହା ସହିତ କୌଣସି ଗଣ୍ଡଗୋଳ ନଥିଲା । ହେଲେ କିଏ ଓ କାହିଁକି ହତ୍ୟା କରିବ ,ଦୁହିଁଙ୍କର ମୃତ ଦେହ ଦୁଇ ପୃଥକ ଅନ୍ୟ ସ୍ଥାନରୁ ମିଳିଥିବାରୁ ସନ୍ଦେହ ବଢ଼ିଛି। ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ରାୟଗଡ଼ା ରେଲଓ୍ବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ,ପରିବାର ଲୋକେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ।
    1
    ଟ୍ରେନ ରୁ ପଡ଼ି ଶଶୁର ଜ୍ବାଇଁ ମୃତ୍ୟୁ ।ଦୁଇ ପୃଥକ ଜାଗାରୁ ମୃତ୍ୟଦେହ କୁ ନେଇ ବଢୁଛି ସନ୍ଦେହ ।ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଫେରୁଥିଲେ  ଶଶୁର ଜ୍ବାଇଁ ।ହେଲେ ଦୁଇ ପୃଥକ ଜାଗାରୁ ମିଳିଛି ଶଶୁର, ଜ୍ବାଇଁଙ୍କ ମୃତ ଦେହ, ଜଣକର ମୃତଦେହ ଦେହ ରାୟଗଡା ନିକଟ ରେଳଧାରଣାରୁ ମିଳିଥିବା ବେଳେ ଅନ୍ୟଜଣକର ମୃତ ଦେହ ଦହିଖାଲ ନିକଟରେ ମିଳିଛି । ରାୟଗଡ଼ା ରେଲଓ୍ବେ ପୋଲିସ ଶବ ଉଦ୍ଧାର କରିବା ପରେ ଶୁକ୍ରବାର ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛନ୍ତି ।ଦୁଇ ମୃତକ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କିକିଆ ଗ୍ରାମରେ ଜ୍ୱାଇଁ ସୁଦାମ ନାୟକ(60) ଓ ଶଶୁର ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗ୍ରାମର  ଲିଙ୍ଗରାଜ ସାହା(80) ବୋଲି ଜଣାପଡିଥିଲା । ଅଲଗା ଅଲଗା ସ୍ଥାନରୁ ମୃତ ଦେହ ମିଳିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେମାନଙ୍କ ପରିବାରବର୍ଗ ଅଭିଯୋଗ କହିଛନ୍ତି। ସେମାନଙ୍କର କାହା ସହିତ କୌଣସି ଗଣ୍ଡଗୋଳ ନଥିଲା । ହେଲେ କିଏ ଓ କାହିଁକି ହତ୍ୟା କରିବ ,ଦୁହିଁଙ୍କର ମୃତ ଦେହ ଦୁଇ ପୃଥକ ଅନ୍ୟ ସ୍ଥାନରୁ ମିଳିଥିବାରୁ ସନ୍ଦେହ ବଢ଼ିଛି।  ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ରାୟଗଡ଼ା ରେଲଓ୍ବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ,ପରିବାର ଲୋକେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    20 hrs ago
  • Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    1
    Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    13 hrs ago
  • ସମୂହ ଦୀପଦାନ
    1
    ସମୂହ ଦୀପଦାନ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.