logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଟ୍ରେନ ରୁ ପଡ଼ି ଶଶୁର ଜ୍ବାଇଁ ମୃତ୍ୟୁ ।ଦୁଇ ପୃଥକ ଜାଗାରୁ ମୃତ୍ୟଦେହ କୁ ନେଇ ବଢୁଛି ସନ୍ଦେହ ।ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଫେରୁଥିଲେ ଶଶୁର ଜ୍ବାଇଁ ।ହେଲେ ଦୁଇ ପୃଥକ ଜାଗାରୁ ମିଳିଛି ଶଶୁର, ଜ୍ବାଇଁଙ୍କ ମୃତ ଦେହ, ଜଣକର ମୃତଦେହ ଦେହ ରାୟଗଡା ନିକଟ ରେଳଧାରଣାରୁ ମିଳିଥିବା ବେଳେ ଅନ୍ୟଜଣକର ମୃତ ଦେହ ଦହିଖାଲ ନିକଟରେ ମିଳିଛି । ରାୟଗଡ଼ା ରେଲଓ୍ବେ ପୋଲିସ ଶବ ଉଦ୍ଧାର କରିବା ପରେ ଶୁକ୍ରବାର ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛନ୍ତି ।ଦୁଇ ମୃତକ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କିକିଆ ଗ୍ରାମରେ ଜ୍ୱାଇଁ ସୁଦାମ ନାୟକ(60) ଓ ଶଶୁର ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗ୍ରାମର ଲିଙ୍ଗରାଜ ସାହା(80) ବୋଲି ଜଣାପଡିଥିଲା । ଅଲଗା ଅଲଗା ସ୍ଥାନରୁ ମୃତ ଦେହ ମିଳିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେମାନଙ୍କ ପରିବାରବର୍ଗ ଅଭିଯୋଗ କହିଛନ୍ତି। ସେମାନଙ୍କର କାହା ସହିତ କୌଣସି ଗଣ୍ଡଗୋଳ ନଥିଲା । ହେଲେ କିଏ ଓ କାହିଁକି ହତ୍ୟା କରିବ ,ଦୁହିଁଙ୍କର ମୃତ ଦେହ ଦୁଇ ପୃଥକ ଅନ୍ୟ ସ୍ଥାନରୁ ମିଳିଥିବାରୁ ସନ୍ଦେହ ବଢ଼ିଛି। ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ରାୟଗଡ଼ା ରେଲଓ୍ବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ,ପରିବାର ଲୋକେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ।

22 hrs ago
user_Bharat Bishi
Bharat Bishi
ସଦର, କଳାହାଣ୍ଡି, ଓଡ଼ିଶା•
22 hrs ago

ଟ୍ରେନ ରୁ ପଡ଼ି ଶଶୁର ଜ୍ବାଇଁ ମୃତ୍ୟୁ ।ଦୁଇ ପୃଥକ ଜାଗାରୁ ମୃତ୍ୟଦେହ କୁ ନେଇ ବଢୁଛି ସନ୍ଦେହ ।ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଫେରୁଥିଲେ ଶଶୁର ଜ୍ବାଇଁ ।ହେଲେ ଦୁଇ ପୃଥକ ଜାଗାରୁ ମିଳିଛି ଶଶୁର, ଜ୍ବାଇଁଙ୍କ ମୃତ ଦେହ, ଜଣକର ମୃତଦେହ ଦେହ ରାୟଗଡା ନିକଟ ରେଳଧାରଣାରୁ ମିଳିଥିବା ବେଳେ ଅନ୍ୟଜଣକର ମୃତ ଦେହ ଦହିଖାଲ ନିକଟରେ ମିଳିଛି । ରାୟଗଡ଼ା ରେଲଓ୍ବେ ପୋଲିସ ଶବ ଉଦ୍ଧାର କରିବା ପରେ ଶୁକ୍ରବାର ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛନ୍ତି ।ଦୁଇ ମୃତକ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କିକିଆ ଗ୍ରାମରେ ଜ୍ୱାଇଁ ସୁଦାମ ନାୟକ(60) ଓ ଶଶୁର ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗ୍ରାମର ଲିଙ୍ଗରାଜ ସାହା(80) ବୋଲି ଜଣାପଡିଥିଲା । ଅଲଗା ଅଲଗା ସ୍ଥାନରୁ ମୃତ ଦେହ ମିଳିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେମାନଙ୍କ ପରିବାରବର୍ଗ ଅଭିଯୋଗ କହିଛନ୍ତି। ସେମାନଙ୍କର କାହା ସହିତ କୌଣସି ଗଣ୍ଡଗୋଳ ନଥିଲା । ହେଲେ କିଏ ଓ କାହିଁକି ହତ୍ୟା କରିବ ,ଦୁହିଁଙ୍କର ମୃତ ଦେହ ଦୁଇ ପୃଥକ ଅନ୍ୟ ସ୍ଥାନରୁ ମିଳିଥିବାରୁ ସନ୍ଦେହ ବଢ଼ିଛି। ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ରାୟଗଡ଼ା ରେଲଓ୍ବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ,ପରିବାର ଲୋକେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ।

More news from ଓଡ଼ିଶା and nearby areas
  • 🌹🌹🌹🌹🌹🌹🌹🌹🌹🌹
    1
    🌹🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    22 hrs ago
  • ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ନିମାପଡା ବ୍ଲକ ର 
ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା  ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି।
ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    15 hrs ago
  • ଖଡ଼ିଆଳ ସହରର କଳାକାର ପରିବାର, କହିଲେ ଜୟସିଂହ ଥପାଙ୍କ ପରିବାରକୁ ବୁଝାଇଥାଏ।
    1
    ଖଡ଼ିଆଳ ସହରର କଳାକାର ପରିବାର, କହିଲେ ଜୟସିଂହ ଥପାଙ୍କ ପରିବାରକୁ ବୁଝାଇଥାଏ।
    user_HEMANTA KUMAR BEHERA
    HEMANTA KUMAR BEHERA
    Video Creator Khariar, Nuapada•
    22 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Dabugan, Nabarangpur, Odisha, India ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    13 hrs ago
  • Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    1
    Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ
    3
    କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ
    user_Magal nayak
    Magal nayak
    ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    11 hrs ago
  • ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ମହିଳା ଶକ୍ତି ବନ୍ଦନ୍ ବିଲକୁ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନେ ରାଜରାସ୍ତାରେ I
    1
    ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ମହିଳା ଶକ୍ତି ବନ୍ଦନ୍  ବିଲକୁ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନେ ରାଜରାସ୍ତାରେ I
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    20 hrs ago
  • କିରିକୁଟି ଦାରିଙ୍ଗବାଡ଼ି କନ୍ଧମାଳ ଓଡ଼ିଶା
    3
    କିରିକୁଟି ଦାରିଙ୍ଗବାଡ଼ି କନ୍ଧମାଳ ଓଡ଼ିଶା
    user_Magal nayak
    Magal nayak
    ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    23 hrs ago
  • ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।
    1
    ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଶ୍ଵ ବୌଦ୍ଧିକ ସମ୍ପତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଚାଟିକଣା ସ୍ଥିତ ଡ଼ଙ୍ଗରିଆ କନ୍ଧ ମାନେ ଯୋଗଦେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାଲ୍ ପ୍ରଦର୍ଶନ କରିଥିଲେ । ଏବଂ ଏହି ଅବସରରେ ଫୁଟାସିଂ ଅଞ୍ଚଳର ଲାଞ୍ଜିଆ ସଉରା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଇଡିତାଲ୍ ପ୍ରଦର୍ଶିତ ହୋଇଥିଲା ।
    user_ବିଭୁ ପ୍ରସାଦ ଶତପଥୀ
    ବିଭୁ ପ୍ରସାଦ ଶତପଥୀ
    ଗୁଣୁପୁର, ରାୟଗଡା, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.