Shuru
Apke Nagar Ki App…
ନାସିଗାଁ ଗ୍ରାମର ଦକ୍ଷିଣ ଶୌଣ୍ଢିକ ସମାଜର ଗ୍ରାମ୍ୟ କମିଟି ଗଠନ ପାଇଁ ଏକ ବୈଠକ ଆୟୋଜନ କରାଯାଇ ଥିଲା। ଗତ ତା ୧୯.୦୪.୨୦୨୬ ରିଖ ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ନାସିଗାଁ ସାହୁପଡ଼ା ଗୋଷ୍ଠୀ କେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନୂତନ ଗ୍ରାମ୍ୟ କମିଟି ଗଠନ କରିବା ପାଇଁ ଶ୍ରୀ ସୁଶାନ୍ତ କୁମାର ସାହୁ ପ୍ରସ୍ଥାବ ଆଗତ କରିଥିଲେ। ତାପରେ ଉପସ୍ଥିତି ସମସ୍ତ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ ଗ୍ରାମ୍ୟ କମିଟି ଗଠନ କରାଗଲା। ସଭାପତି ଶ୍ରୀ ଆନନ୍ଦ କୁମାର ପାତ୍ର, ଉପ ସଭାପତି ଶ୍ରୀ ମୁରଲୀଧର ସାହୁ, ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ସାହୁ, ସହ ସମ୍ପାଦକ ଶ୍ରୀ ବୈରାଗୀ ଭୂଷଣ ପାତ୍ର ଓ କୋଷାଧ୍ୟକ୍ଷ ଭାବରେ ଶ୍ରୀ ଭିକରାମ ସାହୁ ମନୋନୀତ ହୋଇଥିଲେ।
Ananda Patra

More news from Nuapada and nearby areas
- ଖଡ଼ିଆଳ ସହରର କଳାକାର ପରିବାର, କହିଲେ ଜୟସିଂହ ଥପାଙ୍କ ପରିବାରକୁ ବୁଝାଇଥାଏ।1
- ବରଗଡ ଜିଲ୍ଲାପାଳଙ୍କ ଅଫିସରେ ଚାଷୀ ସଂଗଠନ,ବିରୋଧୀ ପାର୍ଟି ନେତା ଓ ଶାସନ ପାର୍ଟି ନେତା ଆଲୋଚନା1
- Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir1
- ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ1
- ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ମହିଳା ଶକ୍ତି ବନ୍ଦନ୍ ବିଲକୁ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନେ ରାଜରାସ୍ତାରେ I1
- Post by Sonepur news khulasa1
- ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର1
- କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ3
- #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।5