logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ

11 hrs ago
user_Baleswar Naik
Baleswar Naik
Thuamul Rampur, Kalahandi•
11 hrs ago

ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ

More news from ଓଡ଼ିଶା and nearby areas
  • କୋଟପାଡ଼ ବନାଞ୍ଚଳ ଅନ୍ତର୍ଗତ ଅଣ୍ଡିରାମୁଣ୍ଡା ନିକଟରେ ଥିବା ଜଙ୍ଗଲରେ ଲାଗିଲା ନିଆଁ #kotpad
    1
    କୋଟପାଡ଼ ବନାଞ୍ଚଳ ଅନ୍ତର୍ଗତ ଅଣ୍ଡିରାମୁଣ୍ଡା ନିକଟରେ ଥିବା ଜଙ୍ଗଲରେ ଲାଗିଲା ନିଆଁ  #kotpad
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    9 hrs ago
  • ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ। CONTACT NO: 94381 03221 / 86582 76681 / 79783 34147
    1
    ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ।
CONTACT NO: 94381 03221 / 86582 76681 / 79783 34147
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    11 hrs ago
  • ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟ ର ସପ୍ତଦଶ ତମ ବାର୍ଷିକ ଉତ୍ସବ ଏପ୍ରିଲ ୨୪ ତାରିଖ ଶୁକ୍ରବାର ଦିନ ପାଳିତ ହୋଇଛି। ଏଥିରେ ନାଲକୋ ଚିପ୍ ଜେନେରାଲ ମ୍ୟାନେଜର ବିଛନ୍ଦ ଚରଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେବଳ ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀ ବନେଇ ନ ଥାଏ ବରଂ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ଶିକ୍ଷାଦାନ କରି ଜଣେ ଉତ୍ତମ ନାଗରିକ ମଧ୍ୟ ଗଠନ କରିଥାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାଙ୍ଗେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ ନାୟକ ମତବ୍ୟକ୍ତ କରିଥିଲେ। ସେହିପରି ନାଲକୋର ପୂର୍ବତନ ଡିଜିଏମ ରମେଶ ଚନ୍ଦ୍ର ଦାଶ, ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ସଦାନନ୍ଦ ସାହୁ,ସମ୍ପାଦକ ଆକୁଳ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ବିଷୋୟୀ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ,ପୂର୍ବତନ ଛାତ୍ରଛାତ୍ରୀ,ଅଭିଭାବକ,ଗୁରୁଜୀ ଓ ଗୁରୁମା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଲୋକନାଥ ବେହେରା ଏବଂ ଗୁରୁମା ତପସ୍ୱିନୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲା ବେଳେ ପରିଚାଳନା କମିଟି କୋଷାଧ୍ୟକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କର୍ମଚାରୀ ଏବଂ ଭାଲେଣ୍ଟିଅର ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
    1
    ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟ ର ସପ୍ତଦଶ ତମ ବାର୍ଷିକ ଉତ୍ସବ ଏପ୍ରିଲ ୨୪ ତାରିଖ ଶୁକ୍ରବାର ଦିନ ପାଳିତ ହୋଇଛି। ଏଥିରେ ନାଲକୋ ଚିପ୍ ଜେନେରାଲ ମ୍ୟାନେଜର ବିଛନ୍ଦ ଚରଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେବଳ ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀ ବନେଇ ନ ଥାଏ ବରଂ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ଶିକ୍ଷାଦାନ କରି ଜଣେ ଉତ୍ତମ ନାଗରିକ ମଧ୍ୟ ଗଠନ କରିଥାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାଙ୍ଗେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ ନାୟକ ମତବ୍ୟକ୍ତ କରିଥିଲେ। ସେହିପରି ନାଲକୋର ପୂର୍ବତନ ଡିଜିଏମ ରମେଶ ଚନ୍ଦ୍ର ଦାଶ, ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ସଦାନନ୍ଦ ସାହୁ,ସମ୍ପାଦକ ଆକୁଳ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ବିଷୋୟୀ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ,ପୂର୍ବତନ ଛାତ୍ରଛାତ୍ରୀ,ଅଭିଭାବକ,ଗୁରୁଜୀ ଓ ଗୁରୁମା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଲୋକନାଥ ବେହେରା ଏବଂ ଗୁରୁମା ତପସ୍ୱିନୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲା ବେଳେ ପରିଚାଳନା କମିଟି କୋଷାଧ୍ୟକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କର୍ମଚାରୀ ଏବଂ ଭାଲେଣ୍ଟିଅର ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    20 hrs ago
  • ଖଡ଼ିଆଳ ସହରର କଳାକାର ପରିବାର, କହିଲେ ଜୟସିଂହ ଥପାଙ୍କ ପରିବାରକୁ ବୁଝାଇଥାଏ।
    1
    ଖଡ଼ିଆଳ ସହରର କଳାକାର ପରିବାର, କହିଲେ ଜୟସିଂହ ଥପାଙ୍କ ପରିବାରକୁ ବୁଝାଇଥାଏ।
    user_HEMANTA KUMAR BEHERA
    HEMANTA KUMAR BEHERA
    Video Creator Khariar, Nuapada•
    22 hrs ago
  • #♥️🥰♥️♥️🥰♥️♥️♥️🥰♥️
    1
    #♥️🥰♥️♥️🥰♥️♥️♥️🥰♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    32 min ago
  • ୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ମୁହାଁମୁହିଁ
    1
    ୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ମୁହାଁମୁହିଁ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • ଜୟପୁର ଜଗନ୍ନାଥ ମନ୍ଦିରରୁ ବାହାରିଥିବା ବିଶାଳ ପଟୁଆର, ଭଜନ-କୀର୍ତ୍ତନ ଓ ଢୋଲ-ମୃଦଙ୍ଗର ଧ୍ୱନିରେ ସହରକୁ ମୁଗ୍ଧ କରି ଦଶହରା ପଡ଼ିଆରେ ପହଞ୍ଚିଥିଲା।
    1
    ଜୟପୁର ଜଗନ୍ନାଥ ମନ୍ଦିରରୁ ବାହାରିଥିବା ବିଶାଳ ପଟୁଆର, ଭଜନ-କୀର୍ତ୍ତନ ଓ ଢୋଲ-ମୃଦଙ୍ଗର ଧ୍ୱନିରେ ସହରକୁ ମୁଗ୍ଧ କରି ଦଶହରା ପଡ଼ିଆରେ ପହଞ୍ଚିଥିଲା।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    15 hrs ago
  • ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ନିମାପଡା ବ୍ଲକ ର 
ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା  ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି।
ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    15 hrs ago
  • କୁଇକୂଳ ଆଦିବାସୀ ମୂଳନୀବାସୀ ଜ ଏ ଜୁହାର 🙏
    1
    କୁଇକୂଳ ଆଦିବାସୀ ମୂଳନୀବାସୀ  ଜ ଏ ଜୁହାର 🙏
    user_ମମନ୍ତ ମାଝୀ
    ମମନ୍ତ ମାଝୀ
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.