ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟ ର ସପ୍ତଦଶ ତମ ବାର୍ଷିକ ଉତ୍ସବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟ ର ସପ୍ତଦଶ ତମ ବାର୍ଷିକ ଉତ୍ସବ ଏପ୍ରିଲ ୨୪ ତାରିଖ ଶୁକ୍ରବାର ଦିନ ପାଳିତ ହୋଇଛି। ଏଥିରେ ନାଲକୋ ଚିପ୍ ଜେନେରାଲ ମ୍ୟାନେଜର ବିଛନ୍ଦ ଚରଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେବଳ ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀ ବନେଇ ନ ଥାଏ ବରଂ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ଶିକ୍ଷାଦାନ କରି ଜଣେ ଉତ୍ତମ ନାଗରିକ ମଧ୍ୟ ଗଠନ କରିଥାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାଙ୍ଗେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ ନାୟକ ମତବ୍ୟକ୍ତ କରିଥିଲେ। ସେହିପରି ନାଲକୋର ପୂର୍ବତନ ଡିଜିଏମ ରମେଶ ଚନ୍ଦ୍ର ଦାଶ, ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ସଦାନନ୍ଦ ସାହୁ,ସମ୍ପାଦକ ଆକୁଳ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ବିଷୋୟୀ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ,ପୂର୍ବତନ ଛାତ୍ରଛାତ୍ରୀ,ଅଭିଭାବକ,ଗୁରୁଜୀ ଓ ଗୁରୁମା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଲୋକନାଥ ବେହେରା ଏବଂ ଗୁରୁମା ତପସ୍ୱିନୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲା ବେଳେ ପରିଚାଳନା କମିଟି କୋଷାଧ୍ୟକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କର୍ମଚାରୀ ଏବଂ ଭାଲେଣ୍ଟିଅର ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

- ସଂପ୍ରସାରଣ ପ୍ରକଳ୍ପ କାମ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।ଜନବସତି ନିକଟରେ ଚାଲିଛି ଭୟଙ୍କର ପଥର ବ୍ଲାଷ୍ଟିଂ। ବ୍ଲାଷ୍ଟିଂ ଯୋଗୁଁ ଅଞ୍ଚଳରେ ମାତ୍ରାଧିକ ଭୂକମ୍ପନ ହେଉଛି। ଥରି ଉଠୁଛି ଘରଦ୍ୱାର। ଲୋକେ ହେଉଛନ୍ତି ଭୟଭୀତ। ବଡ଼ ବଡ଼ ପଥର ଆସି ପଡୁଛି ଲୋକେ ରହୁଥିବା ଘର ଉପରେ। ଜୀବନ ଯିବାର ଭୟ ସୃଷ୍ଟି ହେଉଛି। ଏଭଳି ସଙ୍ଗୀନ ଅଭିଯୋଗ କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ମାଥାଲପୁଟ ବସଷ୍ଟାଣ୍ଡ ଅଞ୍ଚଳରୁ ଆସିଛି।ଦାମନଯୋଡିରେ ବର୍ତ୍ତମାନ ନବରତ୍ନ ନାଲକୋର ସଂପ୍ରସାରଣ ପ୍ରକଳ୍ପ କାମ ଚାଲୁ ରହିଛି। ନାଲକୋ ଠାରୁ କାମ ନେଇ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ରାଇଟସ୍ ନାମକ ଏକ ସଂସ୍ଥା ପାହାଡ଼ ବ୍ଲାଷ୍ଟିଂ କରୁଥିବା ସୂଚନା ମିଳିଛି। ତେବେ ଉକ୍ତ ସଂସ୍ଥା ଦ୍ୱାରା କରାଯାଉଥିବା ପଥର ବ୍ଲାଷ୍ଟିଂ ଲୋକଙ୍କ ନିଦ ହଜାଇ ଦେଇଛି। ସଂସ୍ଥା ପକ୍ଷରୁ ଅତି ଭୟଙ୍କର ବ୍ଲାଷ୍ଟିଂ କରାଯାଉଥିବା ବେଳେ ଗତ ଗୁରୁବାର ରାତିରେ ପଥର ଖଣ୍ଡ ଉଡି ଆସି ନିକଟରେ ଥିବା ଜନବସତି ଘର ଉପରେ ପଡ଼ିଥିଲା। ଏଥିରେ ରଞ୍ଜନ ସାମଲଙ୍କ ଛାତ ଘର କାନ୍ଥ ଭାଙ୍ଗିଥିବା ବେଳେ ଆଲେଶ୍ବରୀ ପାଢ଼ୀ ନାମକ ଜଣେ ମହିଳାଙ୍କ ବାସଗୃହ ଉପରେ ପଥର ପଡ଼ି ଟିଣ କଣା ହୋଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ସୌଭାଗ୍ୟ ବଶତଃ ଉକ୍ତ ଘରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଭାଗ୍ୟ ବଶତଃ ଯଦି ପଥର ଖଣ୍ଡ ଘରେ ଶୋଇଥିବା ଲୋକ ଉପରେ ପଡ଼ିଥାନ୍ତା ହୁଏତ ଲୋକର ଜୀବନ ଯାଇଥାନ୍ତା ବୋଲି ମହିଳା ଅଭିଯୋଗ କରିଛନ୍ତି। ଏହି ବିଷୟରେ ନାଲକୋକୁ ଜଣାଇଥିଲେ ହେଲେ ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ।1
- Post by Ajaya Kumar khemundu1
- ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ। CONTACT NO: 94381 03221 / 86582 76681 / 79783 341471
- ଆସନ୍ତୁ କାଲି ବହୁଜନ ସମାଜ ପାର୍ଟି ତରଫରୁ କଂସାରିଗୁଡା ଠାରେ ବିଶାଳ ବହୁଜନ ସମାବେଶ1
- #ବୋବିୟାରେ_ବାଲିରୋପା_ପର୍ବ_ଅନୁଷ୍ଠିତ1
- ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ1
- Post by MSP TV (Reporter:-MiHiR)1
- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଥାଲପୁଟ ର ସପ୍ତଦଶ ତମ ବାର୍ଷିକ ଉତ୍ସବ ଏପ୍ରିଲ ୨୪ ତାରିଖ ଶୁକ୍ରବାର ଦିନ ପାଳିତ ହୋଇଛି। ଏଥିରେ ନାଲକୋ ଚିପ୍ ଜେନେରାଲ ମ୍ୟାନେଜର ବିଛନ୍ଦ ଚରଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେବଳ ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀ ବନେଇ ନ ଥାଏ ବରଂ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ଶିକ୍ଷାଦାନ କରି ଜଣେ ଉତ୍ତମ ନାଗରିକ ମଧ୍ୟ ଗଠନ କରିଥାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାଙ୍ଗେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ ନାୟକ ମତବ୍ୟକ୍ତ କରିଥିଲେ। ସେହିପରି ନାଲକୋର ପୂର୍ବତନ ଡିଜିଏମ ରମେଶ ଚନ୍ଦ୍ର ଦାଶ, ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ସଦାନନ୍ଦ ସାହୁ,ସମ୍ପାଦକ ଆକୁଳ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ବିଷୋୟୀ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ,ପୂର୍ବତନ ଛାତ୍ରଛାତ୍ରୀ,ଅଭିଭାବକ,ଗୁରୁଜୀ ଓ ଗୁରୁମା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁରୁଜୀ ଲୋକନାଥ ବେହେରା ଏବଂ ଗୁରୁମା ତପସ୍ୱିନୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲା ବେଳେ ପରିଚାଳନା କମିଟି କୋଷାଧ୍ୟକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କର୍ମଚାରୀ ଏବଂ ଭାଲେଣ୍ଟିଅର ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।1