logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ବୋବିୟାରେ_ବାଲି_ରୋପା_ପର୍ବ _ଅନୁଷ୍ଠିତ ବାଲିଯାତ୍ରା ପାଇଁ ଉତ୍ସବ ମୁଖର ବୋବେୟା ଅଞ୍ଚଳ,13 ବର୍ଷ ପରେ ଚାରି ଗ୍ରାମକୁ ନେଇ 3 ମାସ ଧରି ଅନୁଷ୍ଠିତ ହେଉଛି ବାଲିଯାତ୍ରା l #ବୋବିୟାରେ_ବାଲିରୋପା_ପର୍ବ_ଅନୁଷ୍ଠିତ

8 hrs ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
8 hrs ago

#ବୋବିୟାରେ_ବାଲି_ରୋପା_ପର୍ବ _ଅନୁଷ୍ଠିତ ବାଲିଯାତ୍ରା ପାଇଁ ଉତ୍ସବ ମୁଖର ବୋବେୟା ଅଞ୍ଚଳ,13 ବର୍ଷ ପରେ ଚାରି ଗ୍ରାମକୁ ନେଇ 3 ମାସ ଧରି ଅନୁଷ୍ଠିତ ହେଉଛି ବାଲିଯାତ୍ରା l #ବୋବିୟାରେ_ବାଲିରୋପା_ପର୍ବ_ଅନୁଷ୍ଠିତ

More news from ଓଡ଼ିଶା and nearby areas
  • #ବୋବିୟାରେ_ବାଲିରୋପା_ପର୍ବ_ଅନୁଷ୍ଠିତ
    1
    #ବୋବିୟାରେ_ବାଲିରୋପା_ପର୍ବ_ଅନୁଷ୍ଠିତ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    8 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Dabugan, Nabarangpur, Odisha, India ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    13 hrs ago
  • ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ। CONTACT NO: 94381 03221 / 86582 76681 / 79783 34147
    1
    ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ।
CONTACT NO: 94381 03221 / 86582 76681 / 79783 34147
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    11 hrs ago
  • ସଂପ୍ରସାରଣ ପ୍ରକଳ୍ପ କାମ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।ଜନବସତି ନିକଟରେ ଚାଲିଛି ଭୟଙ୍କର ପଥର ବ୍ଲାଷ୍ଟିଂ। ବ୍ଲାଷ୍ଟିଂ ଯୋଗୁଁ ଅଞ୍ଚଳରେ ମାତ୍ରାଧିକ ଭୂକମ୍ପନ ହେଉଛି। ଥରି ଉଠୁଛି ଘରଦ୍ୱାର। ଲୋକେ ହେଉଛନ୍ତି ଭୟଭୀତ। ବଡ଼ ବଡ଼ ପଥର ଆସି ପଡୁଛି ଲୋକେ ରହୁଥିବା ଘର ଉପରେ। ଜୀବନ ଯିବାର ଭୟ ସୃଷ୍ଟି ହେଉଛି। ଏଭଳି ସଙ୍ଗୀନ ଅଭିଯୋଗ କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ମାଥାଲପୁଟ ବସଷ୍ଟାଣ୍ଡ ଅଞ୍ଚଳରୁ ଆସିଛି।ଦାମନଯୋଡିରେ ବର୍ତ୍ତମାନ ନବରତ୍ନ ନାଲକୋର ସଂପ୍ରସାରଣ ପ୍ରକଳ୍ପ କାମ ଚାଲୁ ରହିଛି। ନାଲକୋ ଠାରୁ କାମ ନେଇ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ରାଇଟସ୍ ନାମକ ଏକ ସଂସ୍ଥା ପାହାଡ଼ ବ୍ଲାଷ୍ଟିଂ କରୁଥିବା ସୂଚନା ମିଳିଛି। ତେବେ ଉକ୍ତ ସଂସ୍ଥା ଦ୍ୱାରା କରାଯାଉଥିବା ପଥର ବ୍ଲାଷ୍ଟିଂ ଲୋକଙ୍କ ନିଦ ହଜାଇ ଦେଇଛି। ସଂସ୍ଥା ପକ୍ଷରୁ ଅତି ଭୟଙ୍କର ବ୍ଲାଷ୍ଟିଂ କରାଯାଉଥିବା ବେଳେ ଗତ ଗୁରୁବାର ରାତିରେ ପଥର ଖଣ୍ଡ ଉଡି ଆସି ନିକଟରେ ଥିବା ଜନବସତି ଘର ଉପରେ ପଡ଼ିଥିଲା। ଏଥିରେ ରଞ୍ଜନ ସାମଲଙ୍କ ଛାତ ଘର କାନ୍ଥ ଭାଙ୍ଗିଥିବା ବେଳେ ଆଲେଶ୍ବରୀ ପାଢ଼ୀ ନାମକ ଜଣେ ମହିଳାଙ୍କ ବାସଗୃହ ଉପରେ ପଥର ପଡ଼ି ଟିଣ କଣା ହୋଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ସୌଭାଗ୍ୟ ବଶତଃ ଉକ୍ତ ଘରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଭାଗ୍ୟ ବଶତଃ ଯଦି ପଥର ଖଣ୍ଡ ଘରେ ଶୋଇଥିବା ଲୋକ ଉପରେ ପଡ଼ିଥାନ୍ତା ହୁଏତ ଲୋକର ଜୀବନ ଯାଇଥାନ୍ତା ବୋଲି ମହିଳା ଅଭିଯୋଗ କରିଛନ୍ତି। ଏହି ବିଷୟରେ ନାଲକୋକୁ ଜଣାଇଥିଲେ ହେଲେ ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ।
    1
    ସଂପ୍ରସାରଣ ପ୍ରକଳ୍ପ କାମ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।ଜନବସତି ନିକଟରେ ଚାଲିଛି ଭୟଙ୍କର ପଥର ବ୍ଲାଷ୍ଟିଂ। ବ୍ଲାଷ୍ଟିଂ ଯୋଗୁଁ ଅଞ୍ଚଳରେ ମାତ୍ରାଧିକ ଭୂକମ୍ପନ ହେଉଛି। ଥରି ଉଠୁଛି ଘରଦ୍ୱାର। ଲୋକେ ହେଉଛନ୍ତି ଭୟଭୀତ। ବଡ଼ ବଡ଼ ପଥର ଆସି ପଡୁଛି ଲୋକେ ରହୁଥିବା ଘର ଉପରେ। ଜୀବନ ଯିବାର ଭୟ ସୃଷ୍ଟି ହେଉଛି। ଏଭଳି ସଙ୍ଗୀନ ଅଭିଯୋଗ କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ମାଥାଲପୁଟ ବସଷ୍ଟାଣ୍ଡ ଅଞ୍ଚଳରୁ ଆସିଛି।ଦାମନଯୋଡିରେ ବର୍ତ୍ତମାନ ନବରତ୍ନ ନାଲକୋର ସଂପ୍ରସାରଣ ପ୍ରକଳ୍ପ କାମ ଚାଲୁ ରହିଛି। ନାଲକୋ ଠାରୁ କାମ ନେଇ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ରାଇଟସ୍ ନାମକ ଏକ ସଂସ୍ଥା ପାହାଡ଼ ବ୍ଲାଷ୍ଟିଂ କରୁଥିବା ସୂଚନା ମିଳିଛି। ତେବେ ଉକ୍ତ ସଂସ୍ଥା ଦ୍ୱାରା କରାଯାଉଥିବା ପଥର ବ୍ଲାଷ୍ଟିଂ ଲୋକଙ୍କ ନିଦ ହଜାଇ ଦେଇଛି। ସଂସ୍ଥା ପକ୍ଷରୁ ଅତି ଭୟଙ୍କର ବ୍ଲାଷ୍ଟିଂ କରାଯାଉଥିବା ବେଳେ ଗତ ଗୁରୁବାର ରାତିରେ ପଥର ଖଣ୍ଡ ଉଡି ଆସି ନିକଟରେ ଥିବା ଜନବସତି ଘର ଉପରେ ପଡ଼ିଥିଲା। ଏଥିରେ ରଞ୍ଜନ ସାମଲଙ୍କ ଛାତ ଘର କାନ୍ଥ ଭାଙ୍ଗିଥିବା ବେଳେ ଆଲେଶ୍ବରୀ ପାଢ଼ୀ ନାମକ ଜଣେ ମହିଳାଙ୍କ ବାସଗୃହ ଉପରେ ପଥର ପଡ଼ି ଟିଣ କଣା ହୋଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ସୌଭାଗ୍ୟ ବଶତଃ ଉକ୍ତ ଘରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଭାଗ୍ୟ ବଶତଃ ଯଦି ପଥର ଖଣ୍ଡ ଘରେ ଶୋଇଥିବା ଲୋକ ଉପରେ ପଡ଼ିଥାନ୍ତା ହୁଏତ ଲୋକର ଜୀବନ ଯାଇଥାନ୍ତା ବୋଲି ମହିଳା ଅଭିଯୋଗ କରିଛନ୍ତି। ଏହି ବିଷୟରେ ନାଲକୋକୁ ଜଣାଇଥିଲେ ହେଲେ ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    8 hrs ago
  • ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ
    1
    ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ
    user_Baleswar Naik
    Baleswar Naik
    Thuamul Rampur, Kalahandi•
    10 hrs ago
  • ମାଲକାନଗିରି ୨୬-୦୪-୨୦୨୬ (ରାମ କୃଷ୍ଣ ଚୌଧୁରୀ) ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିଥିବା କଂଗ୍ରେସ ଓ ବିଜେଡି ନେତାଙ୍କ ବିରୋଧରେ ମାଲକାନଗିରିରେ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ଓ କୁଶ ପୁତଳିକା ଦାହ କରାଯାଇଛି। ମାଲକାନଗିରି:ଗତ ସନ୍ଧ୍ୟାରେ ଜିଲ୍ଲାରେ ପ୍ରାୟ ୧୦୦୦ରୁ ଅଧିକ ମହିଳାଙ୍କ ସହଭାଗିତାରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ବ୍ଲକ ପଡ଼ିଆ ଠାରୁ ଆରମ୍ଭ ହୋଇ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ମହିଳା ପଦଯାତ୍ରା ଆୟୋଜିତ ହୋଇଥିଲା। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂତୋଷିନୀ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ମାଝୀ**, ବିଜେପି ନେତ୍ରୀ ଦେବୀ ମାଢି, ମହିଳା ମୋର୍ଚ୍ଚା ସମ୍ପାଦିକା ବେନି କାର୍ତୁଲ, ଜିଲ୍ଲା ସମ୍ପାଦିକା ସବିତା ମିଶ୍ର, ସୌଦାମିନୀ ଆଚାର୍ଯ୍ୟ, ମମତାମୟୀ ମହାନ୍ତି, ଲକ୍ଷ୍ମୀପ୍ରିୟା ବାରିକ ଓ ଦ୍ରୌପଦୀ ପଟ୍ଟନାୟକ ପ୍ରମୁଖ ମହିଳା ନେତ୍ରୀମାନେ ଏହି ସମାବେଶରେ ଉପସ୍ଥିତ ଥିଲେ। ସମାବେଶରେ ବକ୍ତାମାନେ କହିଥିଲେ, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଗତ କରି ମାତୃଶକ୍ତିଙ୍କୁ ସମସ୍ତ କ୍ଷେତ୍ରରେ ୩୩% ଆରକ୍ଷଣ ପ୍ରଦାନ କରିବାକୁ ଚାହୁଁଛନ୍ତି। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଓ ବିଜେଡି ମିଳିମିଶି ଏହି ଐତିହାସିକ ବିଲ୍‌କୁ ବାଧା ଦେଇ ମାଆମାନଙ୍କ ସହଭାଗିତାକୁ ତୁଚ୍ଛ କରିଛନ୍ତି। ଏହା ସ୍ପଷ୍ଟ ମହିଳା ବିରୋଧୀ ଆଭିମୁଖ୍ୟ। ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟକୁ ଆମେ ତୀବ୍ର ନିନ୍ଦା କରୁଛୁ। ଆଗାମୀ ନିର୍ବାଚନରେ ମହିଳାମାନେ ଏହି ବିରୋଧୀ ଦଳଗୁଡ଼ିକୁ ଉଚିତ୍ ଜବାବ ଦେବେ। ପରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ଭବନ ସମ୍ମୁଖରେ ପହଞ୍ଚି ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ମହିଳାମାନେ ଚେତାବନୀ ଦେଇଛନ୍ତି ଯେ, ନାରୀ ସଶକ୍ତିକରଣ ବିରୋଧୀ ଶକ୍ତିଗୁଡ଼ିକୁ ସେମାନେ କେବେ ମାଫ କରିବେ ନାହିଁ।
    4
    ମାଲକାନଗିରି ୨୬-୦୪-୨୦୨୬ (ରାମ କୃଷ୍ଣ ଚୌଧୁରୀ)
ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିଥିବା କଂଗ୍ରେସ ଓ ବିଜେଡି ନେତାଙ୍କ ବିରୋଧରେ ମାଲକାନଗିରିରେ ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ ଓ କୁଶ ପୁତଳିକା ଦାହ କରାଯାଇଛି।
ମାଲକାନଗିରି:ଗତ ସନ୍ଧ୍ୟାରେ ଜିଲ୍ଲାରେ ପ୍ରାୟ ୧୦୦୦ରୁ ଅଧିକ ମହିଳାଙ୍କ ସହଭାଗିତାରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ବ୍ଲକ ପଡ଼ିଆ ଠାରୁ ଆରମ୍ଭ ହୋଇ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ମହିଳା ପଦଯାତ୍ରା ଆୟୋଜିତ ହୋଇଥିଲା।
ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂତୋଷିନୀ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ମାଝୀ**, ବିଜେପି ନେତ୍ରୀ ଦେବୀ ମାଢି, ମହିଳା ମୋର୍ଚ୍ଚା ସମ୍ପାଦିକା ବେନି କାର୍ତୁଲ, ଜିଲ୍ଲା ସମ୍ପାଦିକା ସବିତା ମିଶ୍ର, ସୌଦାମିନୀ ଆଚାର୍ଯ୍ୟ, ମମତାମୟୀ ମହାନ୍ତି, ଲକ୍ଷ୍ମୀପ୍ରିୟା ବାରିକ ଓ ଦ୍ରୌପଦୀ ପଟ୍ଟନାୟକ ପ୍ରମୁଖ ମହିଳା ନେତ୍ରୀମାନେ ଏହି ସମାବେଶରେ ଉପସ୍ଥିତ ଥିଲେ।
ସମାବେଶରେ ବକ୍ତାମାନେ କହିଥିଲେ,  
ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଗତ କରି ମାତୃଶକ୍ତିଙ୍କୁ ସମସ୍ତ କ୍ଷେତ୍ରରେ ୩୩% ଆରକ୍ଷଣ ପ୍ରଦାନ କରିବାକୁ ଚାହୁଁଛନ୍ତି। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଓ ବିଜେଡି ମିଳିମିଶି ଏହି ଐତିହାସିକ ବିଲ୍‌କୁ ବାଧା ଦେଇ ମାଆମାନଙ୍କ ସହଭାଗିତାକୁ ତୁଚ୍ଛ କରିଛନ୍ତି। ଏହା ସ୍ପଷ୍ଟ ମହିଳା ବିରୋଧୀ ଆଭିମୁଖ୍ୟ। ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟକୁ ଆମେ ତୀବ୍ର ନିନ୍ଦା କରୁଛୁ। ଆଗାମୀ ନିର୍ବାଚନରେ ମହିଳାମାନେ ଏହି ବିରୋଧୀ ଦଳଗୁଡ଼ିକୁ ଉଚିତ୍ ଜବାବ ଦେବେ।
ପରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ଭବନ ସମ୍ମୁଖରେ ପହଞ୍ଚି ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ମହିଳାମାନେ ଚେତାବନୀ ଦେଇଛନ୍ତି ଯେ, ନାରୀ ସଶକ୍ତିକରଣ ବିରୋଧୀ ଶକ୍ତିଗୁଡ଼ିକୁ ସେମାନେ କେବେ ମାଫ କରିବେ ନାହିଁ।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    13 hrs ago
  • କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।
    1
    କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    56 min ago
  • କୋଟପାଡ଼ ବନାଞ୍ଚଳ ଅନ୍ତର୍ଗତ ଅଣ୍ଡିରାମୁଣ୍ଡା ନିକଟରେ ଥିବା ଜଙ୍ଗଲରେ ଲାଗିଲା ନିଆଁ #kotpad
    1
    କୋଟପାଡ଼ ବନାଞ୍ଚଳ ଅନ୍ତର୍ଗତ ଅଣ୍ଡିରାମୁଣ୍ଡା ନିକଟରେ ଥିବା ଜଙ୍ଗଲରେ ଲାଗିଲା ନିଆଁ  #kotpad
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.