Shuru
Apke Nagar Ki App…
ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ। CONTACT NO: 94381 03221 / 86582 76681 / 79783 34147 ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ। CONTACT NO: 94381 03221 / 86582 76681 / 79783 34147
UD MEDIA NEWS
ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ। CONTACT NO: 94381 03221 / 86582 76681 / 79783 34147 ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ। CONTACT NO: 94381 03221 / 86582 76681 / 79783 34147
More news from ଓଡ଼ିଶା and nearby areas
- Post by Ajaya Kumar khemundu1
- ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଅଭିଭାବକମାନେ ଯୋଗାଯୋଗ କରିପାରିବେ। CONTACT NO: 94381 03221 / 86582 76681 / 79783 341471
- ସଂପ୍ରସାରଣ ପ୍ରକଳ୍ପ କାମ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।ଜନବସତି ନିକଟରେ ଚାଲିଛି ଭୟଙ୍କର ପଥର ବ୍ଲାଷ୍ଟିଂ। ବ୍ଲାଷ୍ଟିଂ ଯୋଗୁଁ ଅଞ୍ଚଳରେ ମାତ୍ରାଧିକ ଭୂକମ୍ପନ ହେଉଛି। ଥରି ଉଠୁଛି ଘରଦ୍ୱାର। ଲୋକେ ହେଉଛନ୍ତି ଭୟଭୀତ। ବଡ଼ ବଡ଼ ପଥର ଆସି ପଡୁଛି ଲୋକେ ରହୁଥିବା ଘର ଉପରେ। ଜୀବନ ଯିବାର ଭୟ ସୃଷ୍ଟି ହେଉଛି। ଏଭଳି ସଙ୍ଗୀନ ଅଭିଯୋଗ କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ମାଥାଲପୁଟ ବସଷ୍ଟାଣ୍ଡ ଅଞ୍ଚଳରୁ ଆସିଛି।ଦାମନଯୋଡିରେ ବର୍ତ୍ତମାନ ନବରତ୍ନ ନାଲକୋର ସଂପ୍ରସାରଣ ପ୍ରକଳ୍ପ କାମ ଚାଲୁ ରହିଛି। ନାଲକୋ ଠାରୁ କାମ ନେଇ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ରାଇଟସ୍ ନାମକ ଏକ ସଂସ୍ଥା ପାହାଡ଼ ବ୍ଲାଷ୍ଟିଂ କରୁଥିବା ସୂଚନା ମିଳିଛି। ତେବେ ଉକ୍ତ ସଂସ୍ଥା ଦ୍ୱାରା କରାଯାଉଥିବା ପଥର ବ୍ଲାଷ୍ଟିଂ ଲୋକଙ୍କ ନିଦ ହଜାଇ ଦେଇଛି। ସଂସ୍ଥା ପକ୍ଷରୁ ଅତି ଭୟଙ୍କର ବ୍ଲାଷ୍ଟିଂ କରାଯାଉଥିବା ବେଳେ ଗତ ଗୁରୁବାର ରାତିରେ ପଥର ଖଣ୍ଡ ଉଡି ଆସି ନିକଟରେ ଥିବା ଜନବସତି ଘର ଉପରେ ପଡ଼ିଥିଲା। ଏଥିରେ ରଞ୍ଜନ ସାମଲଙ୍କ ଛାତ ଘର କାନ୍ଥ ଭାଙ୍ଗିଥିବା ବେଳେ ଆଲେଶ୍ବରୀ ପାଢ଼ୀ ନାମକ ଜଣେ ମହିଳାଙ୍କ ବାସଗୃହ ଉପରେ ପଥର ପଡ଼ି ଟିଣ କଣା ହୋଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ସୌଭାଗ୍ୟ ବଶତଃ ଉକ୍ତ ଘରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଭାଗ୍ୟ ବଶତଃ ଯଦି ପଥର ଖଣ୍ଡ ଘରେ ଶୋଇଥିବା ଲୋକ ଉପରେ ପଡ଼ିଥାନ୍ତା ହୁଏତ ଲୋକର ଜୀବନ ଯାଇଥାନ୍ତା ବୋଲି ମହିଳା ଅଭିଯୋଗ କରିଛନ୍ତି। ଏହି ବିଷୟରେ ନାଲକୋକୁ ଜଣାଇଥିଲେ ହେଲେ ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ।1
- #ବୋବିୟାରେ_ବାଲିରୋପା_ପର୍ବ_ଅନୁଷ୍ଠିତ1
- Post by MSP TV (Reporter:-MiHiR)1
- ଆସନ୍ତୁ କାଲି ବହୁଜନ ସମାଜ ପାର୍ଟି ତରଫରୁ କଂସାରିଗୁଡା ଠାରେ ବିଶାଳ ବହୁଜନ ସମାବେଶ1
- ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ1
- ଜୟପୁର ଜଗନ୍ନାଥ ମନ୍ଦିରରୁ ବାହାରିଥିବା ବିଶାଳ ପଟୁଆର, ଭଜନ-କୀର୍ତ୍ତନ ଓ ଢୋଲ-ମୃଦଙ୍ଗର ଧ୍ୱନିରେ ସହରକୁ ମୁଗ୍ଧ କରି ଦଶହରା ପଡ଼ିଆରେ ପହଞ୍ଚିଥିଲା।1