Shuru
Apke Nagar Ki App…
କଲ୍ୟାଣପୁର ଗାଁ ହୋଇଛି ପୁରୁଷ ଶୂନ୍ୟ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ଆଜି ପୁରୁଷ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି
ଡେଲାଙ୍ଗ ଖବର
କଲ୍ୟାଣପୁର ଗାଁ ହୋଇଛି ପୁରୁଷ ଶୂନ୍ୟ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ଆଜି ପୁରୁଷ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି
More news from ଓଡ଼ିଶା and nearby areas
- Post by Manoj kumar baliyarsingh4
- ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।1
- Post by Gagan Bhoi1
- #ନିଆଳି #ଓଡ଼ିଆ ନିୟୁଜ1
- Post by SOUMYA RANJAN1
- ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଭଞ୍ଜନଗର ଠାରେ ଆୟୋଜିତ "ଜନ ଆକ୍ରୋଶ ମହିଳା ପଦଯାତ୍ରା ଏବଂ ମହିଳା ସମାବେଶରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହୋଇ ନାରୀ ଶକ୍ତିକୁ ଦୃଢ ସମର୍ଥନ ଜଣାଇଲେ |1
- ଆମେରିକାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ସୁରକ୍ଷିତ ଦେଶ କୁହାଯାଏ। କିନ୍ତୁ ଏବେ ନିଜ ଦେଶରେ ହିଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସୁରକ୍ଷିତ ଅନୁଭବ କରୁଛନ୍ତି। ନିକଟରେ ଘଟିଥିବା କିଛି ଆକ୍ରମଣ ଆଶଙ୍କା ଏବଂ ସୁରକ୍ଷା ତ୍ରୁଟି ତାଙ୍କୁ ଭୟଭୀତ କରିଛି। କଡ଼ା ସୁରକ୍ଷା ବଳୟ ଭିତରେ ଥାଇ ମଧ୍ୟ ଦୁନିଆର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିଙ୍କ ଏହି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସ୍ପଷ୍ଟ କରୁଛି ଯେ ଆଜିର ରାଜନୈତିକ ପରିବେଶରେ କେହି ବି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହଁନ୍ତି।1
- Post by ମନୋଜ କୁମାର ପୁଣ୍ଟିଆ1
- Post by Gagan Bhoi1