Shuru
Apke Nagar Ki App…
ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଭଞ୍ଜନଗର ଠାରେ ଆୟୋଜିତ "ଜନ ଆକ୍ରୋଶ ମହିଳା ପଦଯାତ୍ରା ଏବଂ ମହିଳା ସମାବେଶରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହୋଇ ନାରୀ ଶକ୍ତିକୁ ଦୃଢ ସମର୍ଥନ ଜଣାଇଲେ | ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଭଞ୍ଜନଗର ଠାରେ ଆୟୋଜିତ "ଜନ ଆକ୍ରୋଶ ମହିଳା ପଦଯାତ୍ରା ଏବଂ ମହିଳା ସମାବେଶରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହୋଇ ନାରୀ ଶକ୍ତିକୁ ଦୃଢ ସମର୍ଥନ ଜଣାଇଲେ |
Apananka Khabara

More news from ଓଡ଼ିଶା and nearby areas
- ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ଏହି ଭଳି କିଛି ଲୋକ ଆଜି ରବିବାର ବଡି ଭୋରରୁ ବାଇକ ଡିକି ରେ ଗୋମାଂସ ନେଇ କଟକ ସହରକୁ ଯାଉଥିବା ବେଳେ ପୋଲ ଉପରେ ମାଡ଼ି ବସିଲେ ସ୍ଥାନୀୟ ଲୋକେ।1
- Post by NEWS MANORANJAN1
- ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।1
- ଓଡିଶ ପଂଚାୟତ ଗୋପନ୍ଧୁ ସେବା ସମବାୟ ସମିତି ମଣ୍ଡି ଓ ମିଲର ମିଳିତ ହୋଇ ଚାଷୀର ଧାନ ଭଲ ଥିଲେ ମଧ୍ୟ କୁଇଣ୍ଟାଲ କୁ ଛଅ କେଜି କାଟ ନେଉଛନ୍ତି ଚାଷୀଙ୍କ ଠାରୁ ଲୋଡିଙ୍ଗ ପଇସା ଆଦାୟ ମଧ୍ୟ କରାଯାଉଛି ବାସ୍ତଙ୍କୁ 20ଟଙ୍କା, ଆଖି ଟେଷ୍ଟ ଓ RCM 200 ଟଙ୍କା, ଚାଷୀଙ୍କୁ ତାଙ୍କ ଅଖା ପଇସା ଦିୟା ଯାଉ ନାହିଁ, ସୋସାଇଟି ଅଡିଟର ଏକଥା ମଧ୍ୟ ତା ଅଡିଟ ରିପୋଟରେ ଉଲେଖ କରୁନାହିଁ, ଏ ଯେଉଁ ଫଟୋ ମୂଁ ଆଟାଚ କରିଛି ଏ ଚାଷୀର ରୂପ ଦେଖ ଭେକ ଦେଖ କଣ ଲାଭ କରୁଥିବ ଏ ମଧ୍ୟ ନିସ୍ତାର ପାଇନାହିଁ ମିଲର ଓ ମଣ୍ଡି ମିଲିଭଗତ ଦ୍ୱାରା ଦୁଃଖ ଲାଗେ ସରକାରଙ୍କ ଭିଜିଲାସନ୍ସ ଓ ସିଭିଲ ସପ୍ଲାଇ ଏଜେସି କଣ କରୁଛନ୍ତି.... ଏହା ହେଉଛି ସରକାରଙ୍କ ଦୁର୍ବଳତା, ଯେଉଁ ସରକାର ଚାଷୀଙ୍କୁ ଅନାଇ ପାରୁନାହିଁ ରାଜ୍ୟ ରେ ରହିବା କେତେ ସମିଚୀନ, ଏ କଥା ଚାଷୀ କୁଳ ନିଷ୍ପତି ନେବେ. ସରକାର ଗଦିରେ ସୋଇଛନ୍ତି କିନ୍ତୁ ଚାଷୀ ମିଲର ଓ ମଣ୍ଡି ପରିଚାଳକଙ୍କ ଦ୍ୱାରା ଲୁଣ୍ଠିତ ହେଉଛି1
- Post by ମନୋଜ କୁମାର ପୁଣ୍ଟିଆ1
- Post by Dhenkanal News1
- ପେଟିଏମ୍ ଲାଇସେନ୍ସ ରଦ୍ଧ କଲେ RBI ଜାଣନ୍ତୁ UPI ଇଉଜର ମାନଙ୍କ ଉପରେ କଣ ପ୍ରଭାବ ପଡ଼ିବ #LatestNews #UpdateNews #apanankakhabara #news #OdishaNews #Odisha1
- ଯାତ୍ରୀଙ୍କ ଜୀବନ ସହିତ ଖେଳ ! ଦ୍ରୁତ ଗତିରେ ଯାତ୍ରୀବାହୀ ବସ ନେଇ ଯାଉଥିବା ବସ ସହିତ ଡ୍ରାଇଭର ଥାନାରେ ଅଟକ, ଯାତ୍ରୀ ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ବସକୁ ଗୋଡେଇ ଗୋଡେଇ ଧରିଲେ ସ୍ଥାନୀୟ ଲୋକେ, ଉତ୍ତେଜନା, ବସ ଚାଳକ ନିଶା ସେବନ କରୁଥିବା ରୁ ଏଭଳି ଦ୍ରୁତ ଗତିରେ ଗାଡି ଚଳାଉଥିବା ଅଭିଯୋଗ, ପିପିଏଲ ନିକଟରେ ଘଟିଛି ଘଟଣା, ଆଦର୍ଶ ଥାନା ପୋଲିସ ବିଜୟା ବସ କୁ ଥାନାକୁ ଆଣିବା ବେଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିବା ସୂଚନା1
- Post by NEWS MANORANJAN1