Shuru
Apke Nagar Ki App…
JSW ସଭାରେ ପଶ୍ଚିମ ଓଡ଼ିଶାର ବିଧାୟକ ହେଉ ଅବା ମନ୍ତ୍ରୀଙ୍କୁ ଅସମ୍ମାନ କରାଗଲା ତାହା ଅତ୍ୟନ୍ତ ଦୁର୍ଭଗ୍ୟଜନକ:ବିଜେଡି
NEWS MANORANJAN
JSW ସଭାରେ ପଶ୍ଚିମ ଓଡ଼ିଶାର ବିଧାୟକ ହେଉ ଅବା ମନ୍ତ୍ରୀଙ୍କୁ ଅସମ୍ମାନ କରାଗଲା ତାହା ଅତ୍ୟନ୍ତ ଦୁର୍ଭଗ୍ୟଜନକ:ବିଜେଡି
More news from Khordha and nearby areas
- ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।1
- ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଖଣ୍ଡିଆ ବଜାର ସ୍ଥିତ ଯକୋଟି ପାଟଣା ଠାରେ ଶ୍ରୀ ଶ୍ରୀ ଶନିଶ୍ଚର ପୂଜା କମିଟି ପକ୍ଷରୁ ଜଳାଭିଷେକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି #apanankakhabara #LatestNews #UpdateNews #OdishaNews #Odisha #jagatsinghpur Apananka Khabara1
- ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ଏହି ଭଳି କିଛି ଲୋକ ଆଜି ରବିବାର ବଡି ଭୋରରୁ ବାଇକ ଡିକି ରେ ଗୋମାଂସ ନେଇ କଟକ ସହରକୁ ଯାଉଥିବା ବେଳେ ପୋଲ ଉପରେ ମାଡ଼ି ବସିଲେ ସ୍ଥାନୀୟ ଲୋକେ।1
- Post by ମନୋଜ କୁମାର ପୁଣ୍ଟିଆ1
- #Niali_ନର୍ଦମା_ପାଣିରେ_ଭାସୁଛି_ପ୍ରାଣୀ_ଚିକିତ୍ସାଳୟ #niali_news_ #jindabadniali #nialiblock #LatestNews #odia1
- Post by Rajesh Kumar Bhoi3
- Post by NEWS MANORANJAN1
- ପେଟିଏମ୍ ଲାଇସେନ୍ସ ରଦ୍ଧ କଲେ RBI ଜାଣନ୍ତୁ UPI ଇଉଜର ମାନଙ୍କ ଉପରେ କଣ ପ୍ରଭାବ ପଡ଼ିବ #LatestNews #UpdateNews #apanankakhabara #news #OdishaNews #Odisha1
- ଆମେରିକାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ସୁରକ୍ଷିତ ଦେଶ କୁହାଯାଏ। କିନ୍ତୁ ଏବେ ନିଜ ଦେଶରେ ହିଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସୁରକ୍ଷିତ ଅନୁଭବ କରୁଛନ୍ତି। ନିକଟରେ ଘଟିଥିବା କିଛି ଆକ୍ରମଣ ଆଶଙ୍କା ଏବଂ ସୁରକ୍ଷା ତ୍ରୁଟି ତାଙ୍କୁ ଭୟଭୀତ କରିଛି। କଡ଼ା ସୁରକ୍ଷା ବଳୟ ଭିତରେ ଥାଇ ମଧ୍ୟ ଦୁନିଆର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିଙ୍କ ଏହି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ସ୍ପଷ୍ଟ କରୁଛି ଯେ ଆଜିର ରାଜନୈତିକ ପରିବେଶରେ କେହି ବି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହଁନ୍ତି।1