logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ଏହି ଭଳି କିଛି ଲୋକ ଆଜି ରବିବାର ବଡି ଭୋରରୁ ବାଇକ ଡିକି ରେ ଗୋମାଂସ ନେଇ କଟକ ସହରକୁ ଯାଉଥିବା ବେଳେ ପୋଲ ଉପରେ ମାଡ଼ି ବସିଲେ ସ୍ଥାନୀୟ ଲୋକେ।

7 hrs ago
user_Amrit Prasad Das
Amrit Prasad Das
Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
7 hrs ago

ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ଏହି ଭଳି କିଛି ଲୋକ ଆଜି ରବିବାର ବଡି ଭୋରରୁ ବାଇକ ଡିକି ରେ ଗୋମାଂସ ନେଇ କଟକ ସହରକୁ ଯାଉଥିବା ବେଳେ ପୋଲ ଉପରେ ମାଡ଼ି ବସିଲେ ସ୍ଥାନୀୟ ଲୋକେ।

More news from Odisha and nearby areas
  • ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଭଞ୍ଜନଗର ଠାରେ ଆୟୋଜିତ "ଜନ ଆକ୍ରୋଶ ମହିଳା ପଦଯାତ୍ରା ଏବଂ ମହିଳା ସମାବେଶରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହୋଇ ନାରୀ ଶକ୍ତିକୁ ଦୃଢ ସମର୍ଥନ ଜଣାଇଲେ |
    1
    ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା 
ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଭଞ୍ଜନଗର ଠାରେ ଆୟୋଜିତ "ଜନ ଆକ୍ରୋଶ ମହିଳା ପଦଯାତ୍ରା ଏବଂ ମହିଳା ସମାବେଶରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହୋଇ ନାରୀ ଶକ୍ତିକୁ ଦୃଢ ସମର୍ଥନ ଜଣାଇଲେ |
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    4 hrs ago
  • ବାପ ପୁଅ ୨୫ ବର୍ଷ ହେଲାଣି ବାଙ୍କୀକୁ ଲୁଟିଛନ୍ତି। ବାଙ୍କୀ ବିଜେପି ପକ୍ଷରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିରୋଧ କରି କଣ କହୁଛନ୍ତି ଶୁଣନ୍ତୁ। ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ।
    1
    ବାପ ପୁଅ ୨୫ ବର୍ଷ ହେଲାଣି ବାଙ୍କୀକୁ ଲୁଟିଛନ୍ତି। ବାଙ୍କୀ ବିଜେପି ପକ୍ଷରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିରୋଧ କରି କଣ କହୁଛନ୍ତି ଶୁଣନ୍ତୁ। ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    7 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    17 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • Post by Rajesh Kumar Bhoi
    3
    Post by Rajesh Kumar Bhoi
    user_Rajesh Kumar Bhoi
    Rajesh Kumar Bhoi
    ବିରିଡି, ଜଗତସିଂହପୁର, ଓଡ଼ିଶା•
    21 hrs ago
  • Post by Ashish Kumar patra
    4
    Post by Ashish Kumar patra
    user_Ashish Kumar patra
    Ashish Kumar patra
    ବିରିଡି, ଜଗତସିଂହପୁର, ଓଡ଼ିଶା•
    23 hrs ago
  • ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।
    1
    ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ  ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।
    user_The Indcell
    The Indcell
    Balipatna, Khordha•
    2 hrs ago
  • ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଖଣ୍ଡିଆ ବଜାର ସ୍ଥିତ ଯକୋଟି ପାଟଣା ଠାରେ ଶ୍ରୀ ଶ୍ରୀ ଶନିଶ୍ଚର ପୂଜା କମିଟି ପକ୍ଷରୁ ଜଳାଭିଷେକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି #apanankakhabara #LatestNews #UpdateNews #OdishaNews #Odisha #jagatsinghpur Apananka Khabara
    1
    ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଖଣ୍ଡିଆ ବଜାର ସ୍ଥିତ ଯକୋଟି ପାଟଣା ଠାରେ ଶ୍ରୀ ଶ୍ରୀ ଶନିଶ୍ଚର ପୂଜା କମିଟି ପକ୍ଷରୁ ଜଳାଭିଷେକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି
#apanankakhabara #LatestNews #UpdateNews #OdishaNews #Odisha #jagatsinghpur Apananka Khabara
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.