Shuru
Apke Nagar Ki App…
ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ପରିସଂଖରିଶାହି ଗ୍ରାମ ଅଞ୍ଚଳ ରେ ବେଆଇନ ବାଲି ଚୋରା ଚାଲାଣ ,
Rajesh Kumar Bhoi
ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ପରିସଂଖରିଶାହି ଗ୍ରାମ ଅଞ୍ଚଳ ରେ ବେଆଇନ ବାଲି ଚୋରା ଚାଲାଣ ,
- Ashish Kumar patraବିରିଡି, ଜଗତସିଂହପୁର, ଓଡ଼ିଶାgood 👍21 hrs ago
More news from ଓଡ଼ିଶା and nearby areas
- Post by Rajesh Kumar Bhoi3
- Post by Ashish Kumar patra4
- ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।1
- ଓଡିଶ ପଂଚାୟତ ଗୋପନ୍ଧୁ ସେବା ସମବାୟ ସମିତି ମଣ୍ଡି ଓ ମିଲର ମିଳିତ ହୋଇ ଚାଷୀର ଧାନ ଭଲ ଥିଲେ ମଧ୍ୟ କୁଇଣ୍ଟାଲ କୁ ଛଅ କେଜି କାଟ ନେଉଛନ୍ତି ଚାଷୀଙ୍କ ଠାରୁ ଲୋଡିଙ୍ଗ ପଇସା ଆଦାୟ ମଧ୍ୟ କରାଯାଉଛି ବାସ୍ତଙ୍କୁ 20ଟଙ୍କା, ଆଖି ଟେଷ୍ଟ ଓ RCM 200 ଟଙ୍କା, ଚାଷୀଙ୍କୁ ତାଙ୍କ ଅଖା ପଇସା ଦିୟା ଯାଉ ନାହିଁ, ସୋସାଇଟି ଅଡିଟର ଏକଥା ମଧ୍ୟ ତା ଅଡିଟ ରିପୋଟରେ ଉଲେଖ କରୁନାହିଁ, ଏ ଯେଉଁ ଫଟୋ ମୂଁ ଆଟାଚ କରିଛି ଏ ଚାଷୀର ରୂପ ଦେଖ ଭେକ ଦେଖ କଣ ଲାଭ କରୁଥିବ ଏ ମଧ୍ୟ ନିସ୍ତାର ପାଇନାହିଁ ମିଲର ଓ ମଣ୍ଡି ମିଲିଭଗତ ଦ୍ୱାରା ଦୁଃଖ ଲାଗେ ସରକାରଙ୍କ ଭିଜିଲାସନ୍ସ ଓ ସିଭିଲ ସପ୍ଲାଇ ଏଜେସି କଣ କରୁଛନ୍ତି.... ଏହା ହେଉଛି ସରକାରଙ୍କ ଦୁର୍ବଳତା, ଯେଉଁ ସରକାର ଚାଷୀଙ୍କୁ ଅନାଇ ପାରୁନାହିଁ ରାଜ୍ୟ ରେ ରହିବା କେତେ ସମିଚୀନ, ଏ କଥା ଚାଷୀ କୁଳ ନିଷ୍ପତି ନେବେ. ସରକାର ଗଦିରେ ସୋଇଛନ୍ତି କିନ୍ତୁ ଚାଷୀ ମିଲର ଓ ମଣ୍ଡି ପରିଚାଳକଙ୍କ ଦ୍ୱାରା ଲୁଣ୍ଠିତ ହେଉଛି1
- Post by ମନୋଜ କୁମାର ପୁଣ୍ଟିଆ1
- Post by SOUMYA RANJAN1
- ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଭଞ୍ଜନଗର ଠାରେ ଆୟୋଜିତ "ଜନ ଆକ୍ରୋଶ ମହିଳା ପଦଯାତ୍ରା ଏବଂ ମହିଳା ସମାବେଶରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହୋଇ ନାରୀ ଶକ୍ତିକୁ ଦୃଢ ସମର୍ଥନ ଜଣାଇଲେ |1