logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାପ ପୁଅ ୨୫ ବର୍ଷ ହେଲାଣି ବାଙ୍କୀକୁ ଲୁଟିଛନ୍ତି। ବାଙ୍କୀ ବିଜେପି ପକ୍ଷରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିରୋଧ କରି କଣ କହୁଛନ୍ତି ଶୁଣନ୍ତୁ। ବାପ ପୁଅ ୨୫ ବର୍ଷ ହେଲାଣି ବାଙ୍କୀକୁ ଲୁଟିଛନ୍ତି। ବାଙ୍କୀ ବିଜେପି ପକ୍ଷରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିରୋଧ କରି କଣ କହୁଛନ୍ତି ଶୁଣନ୍ତୁ। ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ।

5 hrs ago
user_Amrit Prasad Das
Amrit Prasad Das
Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
5 hrs ago

ବାପ ପୁଅ ୨୫ ବର୍ଷ ହେଲାଣି ବାଙ୍କୀକୁ ଲୁଟିଛନ୍ତି। ବାଙ୍କୀ ବିଜେପି ପକ୍ଷରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିରୋଧ କରି କଣ କହୁଛନ୍ତି ଶୁଣନ୍ତୁ। ବାପ ପୁଅ ୨୫ ବର୍ଷ ହେଲାଣି ବାଙ୍କୀକୁ ଲୁଟିଛନ୍ତି। ବାଙ୍କୀ ବିଜେପି ପକ୍ଷରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିରୋଧ କରି କଣ କହୁଛନ୍ତି ଶୁଣନ୍ତୁ। ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ।

More news from ଓଡ଼ିଶା and nearby areas
  • ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ଏହି ଭଳି କିଛି ଲୋକ ଆଜି ରବିବାର ବଡି ଭୋରରୁ ବାଇକ ଡିକି ରେ ଗୋମାଂସ ନେଇ କଟକ ସହରକୁ ଯାଉଥିବା ବେଳେ ପୋଲ ଉପରେ ମାଡ଼ି ବସିଲେ ସ୍ଥାନୀୟ ଲୋକେ।
    1
    ମଟନ୍ ଖାଉଥିବା ଲୋକ ସାବଧାନ୍ ! ମଟନ ସହିତ ଗୋ-ମାଂସ ମିଶା। କଟକ ୪୨-ମୌଜା ରାଉତରାପୁର ଅଞ୍ଚଳର ଦୃଶ୍ୟ। ଏହି ଭଳି କିଛି ଲୋକ ଆଜି ରବିବାର ବଡି ଭୋରରୁ ବାଇକ ଡିକି ରେ ଗୋମାଂସ ନେଇ କଟକ ସହରକୁ ଯାଉଥିବା ବେଳେ ପୋଲ ଉପରେ ମାଡ଼ି ବସିଲେ ସ୍ଥାନୀୟ ଲୋକେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    5 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।
    1
    ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ  ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।
    user_The Indcell
    The Indcell
    Balipatna, Khordha•
    55 min ago
  • ଓଡିଶ ପଂଚାୟତ ଗୋପନ୍ଧୁ ସେବା ସମବାୟ ସମିତି ମଣ୍ଡି ଓ ମିଲର ମିଳିତ ହୋଇ ଚାଷୀର ଧାନ ଭଲ ଥିଲେ ମଧ୍ୟ କୁଇଣ୍ଟାଲ କୁ ଛଅ କେଜି କାଟ ନେଉଛନ୍ତି ଚାଷୀଙ୍କ ଠାରୁ ଲୋଡିଙ୍ଗ ପଇସା ଆଦାୟ ମଧ୍ୟ କରାଯାଉଛି ବାସ୍ତଙ୍କୁ 20ଟଙ୍କା, ଆଖି ଟେଷ୍ଟ ଓ RCM 200 ଟଙ୍କା, ଚାଷୀଙ୍କୁ ତାଙ୍କ ଅଖା ପଇସା ଦିୟା ଯାଉ ନାହିଁ, ସୋସାଇଟି ଅଡିଟର ଏକଥା ମଧ୍ୟ ତା ଅଡିଟ ରିପୋଟରେ ଉଲେଖ କରୁନାହିଁ, ଏ ଯେଉଁ ଫଟୋ ମୂଁ ଆଟାଚ କରିଛି ଏ ଚାଷୀର ରୂପ ଦେଖ ଭେକ ଦେଖ କଣ ଲାଭ କରୁଥିବ ଏ ମଧ୍ୟ ନିସ୍ତାର ପାଇନାହିଁ ମିଲର ଓ ମଣ୍ଡି ମିଲିଭଗତ ଦ୍ୱାରା ଦୁଃଖ ଲାଗେ ସରକାରଙ୍କ ଭିଜିଲାସନ୍ସ ଓ ସିଭିଲ ସପ୍ଲାଇ ଏଜେସି କଣ କରୁଛନ୍ତି.... ଏହା ହେଉଛି ସରକାରଙ୍କ ଦୁର୍ବଳତା, ଯେଉଁ ସରକାର ଚାଷୀଙ୍କୁ ଅନାଇ ପାରୁନାହିଁ ରାଜ୍ୟ ରେ ରହିବା କେତେ ସମିଚୀନ, ଏ କଥା ଚାଷୀ କୁଳ ନିଷ୍ପତି ନେବେ. ସରକାର ଗଦିରେ ସୋଇଛନ୍ତି କିନ୍ତୁ ଚାଷୀ ମିଲର ଓ ମଣ୍ଡି ପରିଚାଳକଙ୍କ ଦ୍ୱାରା ଲୁଣ୍ଠିତ ହେଉଛି
    1
    ଓଡିଶ ପଂଚାୟତ ଗୋପନ୍ଧୁ ସେବା ସମବାୟ ସମିତି ମଣ୍ଡି ଓ ମିଲର ମିଳିତ ହୋଇ ଚାଷୀର ଧାନ ଭଲ ଥିଲେ ମଧ୍ୟ କୁଇଣ୍ଟାଲ କୁ ଛଅ କେଜି କାଟ ନେଉଛନ୍ତି ଚାଷୀଙ୍କ ଠାରୁ ଲୋଡିଙ୍ଗ ପଇସା ଆଦାୟ ମଧ୍ୟ କରାଯାଉଛି ବାସ୍ତଙ୍କୁ 20ଟଙ୍କା,  ଆଖି ଟେଷ୍ଟ ଓ RCM 200 ଟଙ୍କା, ଚାଷୀଙ୍କୁ ତାଙ୍କ ଅଖା ପଇସା ଦିୟା ଯାଉ ନାହିଁ, ସୋସାଇଟି ଅଡିଟର ଏକଥା ମଧ୍ୟ ତା ଅଡିଟ ରିପୋଟରେ ଉଲେଖ କରୁନାହିଁ, ଏ ଯେଉଁ ଫଟୋ ମୂଁ ଆଟାଚ କରିଛି ଏ ଚାଷୀର ରୂପ ଦେଖ ଭେକ ଦେଖ କଣ ଲାଭ କରୁଥିବ ଏ ମଧ୍ୟ ନିସ୍ତାର ପାଇନାହିଁ ମିଲର ଓ ମଣ୍ଡି ମିଲିଭଗତ ଦ୍ୱାରା ଦୁଃଖ ଲାଗେ ସରକାରଙ୍କ ଭିଜିଲାସନ୍ସ ଓ ସିଭିଲ ସପ୍ଲାଇ ଏଜେସି କଣ କରୁଛନ୍ତି.... ଏହା ହେଉଛି ସରକାରଙ୍କ ଦୁର୍ବଳତା, ଯେଉଁ ସରକାର ଚାଷୀଙ୍କୁ ଅନାଇ ପାରୁନାହିଁ ରାଜ୍ୟ ରେ ରହିବା କେତେ ସମିଚୀନ, ଏ କଥା ଚାଷୀ କୁଳ ନିଷ୍ପତି ନେବେ.
ସରକାର ଗଦିରେ ସୋଇଛନ୍ତି କିନ୍ତୁ ଚାଷୀ ମିଲର ଓ ମଣ୍ଡି ପରିଚାଳକଙ୍କ ଦ୍ୱାରା ଲୁଣ୍ଠିତ ହେଉଛି
    user_ସଂଜୀବ ସ୍ୱାଇଁ
    ସଂଜୀବ ସ୍ୱାଇଁ
    Lawyer ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    5 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    9 hrs ago
  • ପେଟିଏମ୍ ଲାଇସେନ୍ସ ରଦ୍ଧ କଲେ RBI ଜାଣନ୍ତୁ UPI ଇଉଜର ମାନଙ୍କ ଉପରେ କଣ ପ୍ରଭାବ ପଡ଼ିବ #LatestNews #UpdateNews #apanankakhabara #news #OdishaNews #Odisha
    1
    ପେଟିଏମ୍ ଲାଇସେନ୍ସ ରଦ୍ଧ କଲେ RBI ଜାଣନ୍ତୁ UPI ଇଉଜର ମାନଙ୍କ ଉପରେ କଣ ପ୍ରଭାବ ପଡ଼ିବ #LatestNews #UpdateNews #apanankakhabara #news #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    3 hrs ago
  • ଯାତ୍ରୀଙ୍କ ଜୀବନ ସହିତ ଖେଳ ! ଦ୍ରୁତ ଗତିରେ ଯାତ୍ରୀବାହୀ ବସ ନେଇ ଯାଉଥିବା ବସ ସହିତ ଡ୍ରାଇଭର ଥାନାରେ ଅଟକ, ଯାତ୍ରୀ ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ବସକୁ ଗୋଡେଇ ଗୋଡେଇ ଧରିଲେ ସ୍ଥାନୀୟ ଲୋକେ, ଉତ୍ତେଜନା, ବସ ଚାଳକ ନିଶା ସେବନ କରୁଥିବା ରୁ ଏଭଳି ଦ୍ରୁତ ଗତିରେ ଗାଡି ଚଳାଉଥ‌ିବା ଅଭିଯୋଗ, ପିପିଏଲ ନିକଟରେ ଘଟିଛି ଘଟଣା, ଆଦର୍ଶ ଥାନା ପୋଲିସ ବିଜୟା ବସ କୁ ଥାନାକୁ ଆଣିବା ବେଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥ‌ିବା ସୂଚନା
    1
    ଯାତ୍ରୀଙ୍କ ଜୀବନ ସହିତ ଖେଳ ! ଦ୍ରୁତ ଗତିରେ ଯାତ୍ରୀବାହୀ ବସ ନେଇ ଯାଉଥିବା ବସ ସହିତ ଡ୍ରାଇଭର ଥାନାରେ ଅଟକ, ଯାତ୍ରୀ ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ବସକୁ ଗୋଡେଇ ଗୋଡେଇ ଧରିଲେ ସ୍ଥାନୀୟ ଲୋକେ, ଉତ୍ତେଜନା, ବସ ଚାଳକ ନିଶା ସେବନ କରୁଥିବା ରୁ ଏଭଳି ଦ୍ରୁତ ଗତିରେ ଗାଡି ଚଳାଉଥ‌ିବା ଅଭିଯୋଗ, ପିପିଏଲ ନିକଟରେ ଘଟିଛି ଘଟଣା, ଆଦର୍ଶ ଥାନା ପୋଲିସ ବିଜୟା ବସ କୁ ଥାନାକୁ ଆଣିବା ବେଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥ‌ିବା ସୂଚନା
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    8 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.