Shuru
Apke Nagar Ki App…
ମା ସମଲେଶ୍ବରୀଙ୍କ ଗଡ଼କଣ୍ଟୁନିଆ ନଦୀ ବନ୍ଦ କଡ଼ରେ ଥିବା ମନ୍ଦିର ନିର୍ମାଣ ପାଇଁ ଜାଗାର ତାର ବାଡ ଭାଙ୍ଗିଲେ ଦୁର୍ବୃତ୍ତ ।
Gagan Bhoi
ମା ସମଲେଶ୍ବରୀଙ୍କ ଗଡ଼କଣ୍ଟୁନିଆ ନଦୀ ବନ୍ଦ କଡ଼ରେ ଥିବା ମନ୍ଦିର ନିର୍ମାଣ ପାଇଁ ଜାଗାର ତାର ବାଡ ଭାଙ୍ଗିଲେ ଦୁର୍ବୃତ୍ତ ।
More news from ଓଡ଼ିଶା and nearby areas
- Post by NEWS MANORANJAN1
- Post by Gagan Bhoi1
- Post by SOUMYA RANJAN1
- Post by ମନୋଜ କୁମାର ପୁଣ୍ଟିଆ1
- ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।1
- ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠାନିକ ଜିଲ୍ଲା ତରଫରୁ ଭଞ୍ଜନଗର ଠାରେ ଆୟୋଜିତ "ଜନ ଆକ୍ରୋଶ ମହିଳା ପଦଯାତ୍ରା ଏବଂ ମହିଳା ସମାବେଶରେ ମାନ୍ୟବର ବିଧାୟକ ସୋରଡ଼ା ଶ୍ରୀ ନୀଳମଣି ବିଷୋୟୀ ସାମିଲ୍ ହୋଇ ନାରୀ ଶକ୍ତିକୁ ଦୃଢ ସମର୍ଥନ ଜଣାଇଲେ |1
- ବାପ ପୁଅ ୨୫ ବର୍ଷ ହେଲାଣି ବାଙ୍କୀକୁ ଲୁଟିଛନ୍ତି। ବାଙ୍କୀ ବିଜେପି ପକ୍ଷରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିରୋଧ କରି କଣ କହୁଛନ୍ତି ଶୁଣନ୍ତୁ। ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ।1
- Post by Gagan Bhoi1