ନାରୀ ଶକ୍ତି ବନ୍ଦନା ଅଧିନିୟମକୁ ସମର୍ଥନରେ ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ ସଭା। ପୁରୀର ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ନାରୀ ଶକ୍ତି ବନ୍ଦନା ଅଧିନିୟମ ବିଲ୍କୁ ସମର୍ଥନ ଜଣାଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବିରୋଧୀ ଦଳମାନଙ୍କ ବିରୋଧକୁ ନେଇ ଏହି ସଭାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ଆଶ୍ରିତ ପଟନାୟକ, ଜୟନ୍ତ ଷଡଙ୍ଗୀ, ବାଇଧର ମାଲିକ ଓ ଡ଼ଃ ଦେବେନ୍ଦ୍ର ନାଥ ତରେଇ ଉପସ୍ଥିତ ଥିଲେ। ବକ୍ତା ରୂପେ ରାଜଲକ୍ଷ୍ମୀ ଦାସ, ବିଷ୍ଣୁପ୍ରିୟା ବରାଳ, ମିନଲତା ମହାନ୍ତି, ଜ୍ୟୋତି ମହାପାତ୍ର ଓ ସୌମ୍ୟା ମିଶ୍ର ଉଦବୋଧନ ଦେଇଥିଲେ। ବକ୍ତାମାନେ କହିଥିଲେ ଯେ, ଏହି ବିଲ୍ ନାରୀମାନଙ୍କୁ ରାଜନୀତିରେ ଅଧିକ ସଶକ୍ତ କରିବା ସହିତ ସମାଜରେ ସମାନ ଅଧିକାର ସୁନିଶ୍ଚିତ କରିବ। ସଭାରେ ଅନେକ ମହିଳା ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟମାନେ ମଧ୍ୟ ଯୋଗଦେଇ ନିଜମତ ପ୍ରକାଶ କରିଥିଲେ। ସମଗ୍ର କାର୍ଯ୍ୟକ୍ରମରେ ନାରୀ ସଶକ୍ତିକରଣ ନେଇ ଜୋରଦାର ସ୍ୱର ଉଠିଥିଲା।ଡ଼ଃ ମନୋଜ କୁମାର ବଳିଆରସିଂ

- Post by Manoj kumar baliyarsingh4
- Post by Rajesh Samantaray1
- Post by ଡେଲାଙ୍ଗ ଖବର1
- Post by ମନୋଜ କୁମାର ପୁଣ୍ଟିଆ1
- ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।1
- #ନିଆଳି #ଓଡ଼ିଆ ନିୟୁଜ1
- Post by NEWS MANORANJAN1
- Post by Manoj kumar baliyarsingh4