Shuru
Apke Nagar Ki App…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍ ଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ କରାଯାଇଛି, ଅଳ୍ପ କେ ବର୍ତିଲେ ଡୋନାଲ୍ଟ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ: ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ସନ୍ଦିଗ୍ଧ ଅଟକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ କରାଯାଇଛି। ଶନିବାର ରାତିରେ (ଏପ୍ରିଲ ୨୫, ୨୦୨୬) ୱାଶିଂଟନର ହିଲଟନ୍ ହୋଟେଲରେ ଆୟୋଜିତ 'ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର' କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ସୁରକ୍ଷା କର୍ମୀଙ୍କ ତତ୍ପରତା ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।
User9947

More news from ଓଡ଼ିଶା and nearby areas
- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ: ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ସନ୍ଦିଗ୍ଧ ଅଟକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ କରାଯାଇଛି। ଶନିବାର ରାତିରେ (ଏପ୍ରିଲ ୨୫, ୨୦୨୬) ୱାଶିଂଟନର ହିଲଟନ୍ ହୋଟେଲରେ ଆୟୋଜିତ 'ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର' କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ସୁରକ୍ଷା କର୍ମୀଙ୍କ ତତ୍ପରତା ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।1
- ଗଞ୍ଜାମ ଜିଲ୍ଲା ବଡଭାଇ ର ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ, ଯୁବକ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର ପୋଲସରା ୨୬/୦୪/୨୬ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ ହୋଇଛି l ଆକ୍ରମଣ ରେ ଗ୍ରାମର ଆକାଶ ଜେନା ନାମକ ଯୁବକ ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ଗତ ରାତିରେ ଆକାଶ ଙ୍କ ବଡ଼ ଭାଇଙ୍କ ବାହାଘର ପ୍ରୋସେନ ଗ୍ରାମରେ ବୁଲୁଥିଲା l ସମସ୍ତେ ନାଚରେ ମସଗୁଲ ଥିବା ବେଳେ କୌଣସି କାରଣକୁ ନେଇ ଆକାଶଙ୍କ ସହ ଗ୍ରାମର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ହୋଇଥିଲା l ପରେ ଘଟଣା ଉଗ୍ରରୂପ ନେଇ ଆକାଶ ଙ୍କୁ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଆକାଶ ଙ୍କ ଅନ୍ତ ପୁଟୁଳି ବାହାରକୁ ଆସିଯାଇଥିବା ବେଳେ ଗରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Ansubhai Pandey1
- Post by Rabindra Mandal1
- ramesh Kumar chandapura1
- Post by Sureshlima1
- କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ3
- ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ: କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ୍, ଗୁମର ଖୋଲିଲା ମୁଖ୍ୟ ଅଭିଯୁକ୍ତ ଗୋପାଳପୁରର ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଆଜି ମୁଖ୍ୟ ଅଭିଯୁକ୍ତ କାଳୁ ପ୍ରଧାନ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଗୋପାଳପୁର ପୋଲିସ୍। ରିମାଣ୍ଡରେ ଥିବା ଅଭିଯୁକ୍ତମାନେ କିପରି ସୁଧୀରଙ୍କୁ ଅପହରଣ କରିଥିଲେ ଏବଂ କେଉଁଠାରେ ହତ୍ୟା କରିଥିଲେ, ସେ ନେଇ ସମସ୍ତ ତଥ୍ୟ ପୋଲିସ ଆଗରେ ବଖାଣିଛନ୍ତି। ଆଜି ଭୋର ସମୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ସେହି ପଡ଼ିଆକୁ ନିଆଯାଇଥିଲା, ଯେଉଁଠାରେ ସୁଧୀର ପ୍ରତିଦିନ ଭଲିବଲ୍ ଖେଳନ୍ତି। ସେଠାରୁ ତାଙ୍କୁ କିପରି ଏକ କାର୍ରେ ଜବରଦସ୍ତ ଉଠାଇ ନିଆଯାଇଥିଲା, ତାର ଡେମୋ ଦେଖାଇଛି ଅଭିଯୁକ୍ତ। ଏହାପରେ ହତ୍ୟାକାଣ୍ଡ ଘଟାଯାଇଥିବା ସ୍ଥାନ ଓ ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନରେ ମଧ୍ୟ ପୋଲିସ୍ ତଦନ୍ତ କରିଛି।1