logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ramesh Kumar chandapura

2 hrs ago
user_Remasha Sethi
Remasha Sethi
ବଣପୁର, ଖୋର୍ଦ୍ଧା, ଓଡ଼ିଶା•
2 hrs ago

ramesh Kumar chandapura

More news from ଓଡ଼ିଶା and nearby areas
  • ramesh Kumar chandapura
    1
    ramesh Kumar chandapura
    user_Remasha Sethi
    Remasha Sethi
    ବଣପୁର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଭାଇ ମାନେ ଆପଣଙ୍କର ମତାମତ ଜିଲ୍ଲା ଅଧିକାରୀ କୁ ଜଣାନ୍ତୁ କମେଣ୍ଟ ମାଧ୍ୟ୍ୟମରେ ଜଣାନ୍ତୁ 🙏🙏🙏🙏🙏
    1
    ଭାଇ ମାନେ ଆପଣଙ୍କର ମତାମତ 
ଜିଲ୍ଲା ଅଧିକାରୀ କୁ ଜଣାନ୍ତୁ କମେଣ୍ଟ ମାଧ୍ୟ୍ୟମରେ 
ଜଣାନ୍ତୁ 🙏🙏🙏🙏🙏
    user_Santosh pradhan
    Santosh pradhan
    ଫତେଗଡ଼, ନୟାଗଡ଼, ଓଡ଼ିଶା•
    12 hrs ago
  • ଗଞ୍ଜାମ ଜିଲ୍ଲା ବଡଭାଇ ର ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ, ଯୁବକ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର ପୋଲସରା ୨୬/୦୪/୨୬ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ ହୋଇଛି l ଆକ୍ରମଣ ରେ ଗ୍ରାମର ଆକାଶ ଜେନା ନାମକ ଯୁବକ ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ଗତ ରାତିରେ ଆକାଶ ଙ୍କ ବଡ଼ ଭାଇଙ୍କ ବାହାଘର ପ୍ରୋସେନ ଗ୍ରାମରେ ବୁଲୁଥିଲା l ସମସ୍ତେ ନାଚରେ ମସଗୁଲ ଥିବା ବେଳେ କୌଣସି କାରଣକୁ ନେଇ ଆକାଶଙ୍କ ସହ ଗ୍ରାମର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ହୋଇଥିଲା l ପରେ ଘଟଣା ଉଗ୍ରରୂପ ନେଇ ଆକାଶ ଙ୍କୁ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଆକାଶ ଙ୍କ ଅନ୍ତ ପୁଟୁଳି ବାହାରକୁ ଆସିଯାଇଥିବା ବେଳେ ଗରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ବଡଭାଇ ର ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ, ଯୁବକ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର 
ପୋଲସରା ୨୬/୦୪/୨୬  ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବାହାଘର ପ୍ରୋସେସନ ବେଳେ ସାନଭାଇ କୁ ସଂଘବଧ ଆକ୍ରମଣ ହୋଇଛି l ଆକ୍ରମଣ ରେ ଗ୍ରାମର ଆକାଶ ଜେନା ନାମକ ଯୁବକ ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ଗତ ରାତିରେ ଆକାଶ ଙ୍କ ବଡ଼ ଭାଇଙ୍କ ବାହାଘର ପ୍ରୋସେନ ଗ୍ରାମରେ ବୁଲୁଥିଲା l ସମସ୍ତେ ନାଚରେ ମସଗୁଲ ଥିବା ବେଳେ କୌଣସି କାରଣକୁ ନେଇ ଆକାଶଙ୍କ ସହ ଗ୍ରାମର ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ହୋଇଥିଲା l ପରେ ଘଟଣା ଉଗ୍ରରୂପ ନେଇ ଆକାଶ ଙ୍କୁ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଆକାଶ ଙ୍କ ଅନ୍ତ ପୁଟୁଳି ବାହାରକୁ ଆସିଯାଇଥିବା ବେଳେ ଗରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    14 hrs ago
  • Post by ଡେଲାଙ୍ଗ ଖବର
    1
    Post by ଡେଲାଙ୍ଗ ଖବର
    user_ଡେଲାଙ୍ଗ ଖବର
    ଡେଲାଙ୍ଗ ଖବର
    ଡେଲାଙ୍ଗ, ପୁରୀ, ଓଡ଼ିଶା•
    17 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    17 hrs ago
  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ: ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ସନ୍ଦିଗ୍ଧ ଅଟକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ କରାଯାଇଛି। ଶନିବାର ରାତିରେ (ଏପ୍ରିଲ ୨୫, ୨୦୨୬) ୱାଶିଂଟନର ହିଲଟନ୍ ହୋଟେଲରେ ଆୟୋଜିତ 'ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର' କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ସୁରକ୍ଷା କର୍ମୀଙ୍କ ତତ୍ପରତା ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।
    1
    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ: ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ସନ୍ଦିଗ୍ଧ ଅଟକ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ କରାଯାଇଛି। ଶନିବାର ରାତିରେ (ଏପ୍ରିଲ ୨୫, ୨୦୨୬) ୱାଶିଂଟନର ହିଲଟନ୍ ହୋଟେଲରେ ଆୟୋଜିତ 'ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର' କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ସୁରକ୍ଷା କର୍ମୀଙ୍କ ତତ୍ପରତା ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।
    user_User9947
    User9947
    Social worker ନୂଆଗାଁ, ଗଞ୍ଜାମ, ଓଡ଼ିଶା•
    4 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    16 min ago
  • ramesh
    1
    ramesh
    user_Remasha Sethi
    Remasha Sethi
    ବଣପୁର, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.