Shuru
Apke Nagar Ki App…
ଆଜି ଭୁବନେଶ୍ବର ସ୍ଥିତ ଲୋହିଆ ଏକାଡ଼େମୀ ଠାରେ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶା ତରଫରୁ 'ରାଜ୍ୟ ଯୁବ ସମ୍ମିଳନୀ' ଅନୁଷ୍ଠିତ ହୋଇଯାଇଅଛି 🔥 ରାଜ୍ୟ ଯୁବ ସଭାପତି ଶ୍ରୀ ରୁଚିର୍ ରୁଦ୍ର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଅଂଶଗ୍ରହଣ କରିଥିଲେ । ଏହି ସଭାରେ ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ Nishikanta Mohapatra ମୁଖ୍ୟ ଅତିଥି ରୂପେ ଏବଂ ରାଜ୍ୟ ସାଙ୍ଗଠନିକ ସମ୍ପାଦକ, ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତି ଓ ରାଜ୍ୟ ନେତୃବୃନ୍ଦ ଯୋଗଦେଇ ଯୁବ ସଙ୍ଗଠନର ଉତ୍ସାହବର୍ଦ୍ଧନ କରିଥିଲେ । Aam Aadmi Party Arvind Kejriwal Virender Singh Kadian Nishikanta Mohapatra
Tapasdas

More news from Boudh and nearby areas
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ।1
- Post by Subrat Behera1
- dance1
- jiripada waterpraal1
- ବୁଗୁଡ଼ା ର ଖୋଳଖାଳି ଗ୍ରାମର ପାଞ୍ଚଘନିଆ ବିଲ ମାଳରେ ଏକ କଳାବଉଦିଆ କୃଷ୍ଣ ସାର ମୃଗ ଅସୁସ୍ଥ ହୋଇଥିବା ଖବର ପାଇ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ନିର୍ଦ୍ଦେଶ କ୍ରମେ ବନକର୍ମଚାରୀ ମାନେ ଖୋଳଖାଳି ଗ୍ରାମବାସୀ ଙ୍କ ସହାୟତା ରେ ଉଦ୍ଧାର କରିଛନ୍ତି।1
- ବାଲେଶ୍ବର: ମୀରାମ୍ୱିକା ଆବାସିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ।4
- ଜଗତସିଂହପୁର ସର୍ବ ଧର୍ମ ସମୋନୟର ଦେଶ ହେଉଛି ଭାରତ।ସବୁ ଧର୍ମର ପରମ୍ପରାକୁ ସମସ୍ତେ ଏକାଠି ହୋଇ ପାଳନ କରିଥାନ୍ତି।ଡିସେମ୍ବର ମାସ ୨୫ ତାରିଖକୁ ବଡଦିନ ଭାବରେ ସମସ୍ତେ ଜାଣନ୍ତି ହେଲେ ଏହି ଦିନ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ଖ୍ରୀଷ୍ଟ ଧର୍ମାଲମ୍ବି ମାନେ ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ଚର୍ଚ୍ଚ ରେ ପାଳନ କରିଥାନ୍ତି।ଏହି ଖ୍ରୀଷ୍ଟ ମାସକୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଜୟବଡ ସ୍ଥିତ ସାଇଜ୍ଞାନ ପ୍ଲେ ସ୍କୁଲ ରେ ବେଶ ଧୁମଧାମରେ ପାଳନ କରିଛନ୍ତି। ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପରମିତା ଚୌଧୁରୀ ଏହି ଖ୍ରୀଷ୍ଟ ମାସକୁ କୋମଳ ମତି ପିଲାମାନଙ୍କ ସହିତ ବେସ ଧୁମଧାମରେ ପାଳନ କରିଛନ୍ତି।ଖ୍ରୀଷ୍ଟ ମାସ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିଛବି ରାଖୀ ବେସ ସାଜସଜ୍ଜା କରି ଅତି ଆକର୍ଷଣୀୟ ଭାବରେ ପିଲା ମାନଙ୍କ ସହିତ କେକ୍ କାଟି ଖ୍ରୀଷ୍ଟ ମାସ ପାଳନ କରିଥିଲେ।ଏହି ଅବସରରେ ସ୍କୁଲ ପକ୍ଷରୁ ପିଲାମାନଙ୍କୁ ମିଠା ଓ ଚକ୍ଲେଟ ବଣ୍ଟନ କରାଯାଇଥିଲା।ଯୀଶୁ ଖ୍ରୀଷ୍ଟ କିଏ ଓ ଏହି ଖ୍ରୀଷ୍ଟ ମାସ କାହିଁକି ପାଳନ କରାଯାଏ ସେହି ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ ଏହାର ଉଦ୍ଦେଶ୍ୟ ବୋଲି ସ୍କୁଲର ଅଧ୍ୟକ୍ଷା ପ୍ରକାଶ କରିଥିଲେ।ସାଇ ଜ୍ଞାନ ପ୍ଲେ ସ୍କୁଲରେ ପଢୁଥିବା କୋମଳ ମତି ଶିଶୁ ମାନଙ୍କୁ ଭାରତ ବର୍ଷର ବିଭିନ୍ନ ସଂସ୍କୃତି ପର୍ବ ପର୍ବାଣୀ ଗୁଡିକ ଭୁଲି ଯାଉଥିବା ବେଳେ ପ୍ଲେ ସ୍କୁଲର ଏଭଳି ଏକ ପରମ୍ପରା କୁ ମନେ ପକାଇ ପିଲାମାନଙ୍କ ମନଭିତରେ ଆଗ୍ରହ ଜାଗ୍ରତ କରିଥିବାରୁ ଅନୁଷ୍ଠାନକୁ ବହୁତ ବହୁତ ଧନ୍ୟବାଦ୍ ଦେଇଥିଲେ ଅଭିଭାବକ ମାନେ।ଏହି କାର୍ଯ୍ୟକ୍ରମକୁ ପ୍ଲେ ସ୍କୁଲର ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ,ଲିପ୍ସା ମହାନ୍ତି, ସୋନମ ପ୍ରିୟଦର୍ଶିନୀ,ସୌଭାଗ୍ୟ ଲକ୍ଷ୍ମୀ ପାତ୍ର,ଶକ୍ତି ସୋରୁପା ପଟ୍ଟନାୟକ,ଶ୍ରିଲେଖା ପାଢ଼ୀ, ଦିବ୍ୟାଭାରତି ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।1
- ଚାଷୀଙ୍କ ବିକାଶ ପାଇଁ FPO ପକ୍ଷରୁ ନୀତି ନିର୍ଦ୍ଧାରଣ ବୈଠକ I Boudh News I @ranjankumardash1
- ଚନ୍ଦ୍ରମଣିଙ୍କ ଦେହାନ୍ତ ପରେ ଗରିବର ବନ୍ଧୁ ଟ୍ରଷ୍ଟ ପକ୍ଷରୁ ମହମବତୀ ଶୋଭା ଯାତ୍ରା।1