Shuru
Apke Nagar Ki App…
#ଦାନା_ବାନ୍ଧିଲାଣି_ଆନ୍ଦୋଳନ କନ୍ଧମାଳ ଜିଲ୍ଲା ରାଇକିଆରେ ବର୍ତ୍ତମାନର ବସ ଷ୍ଟାଣ୍ଡକୁ ଆଧୁନିକ ବସ ଷ୍ଟାଣ୍ଡ ଭାବେ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା । କିନ୍ତୁ କେତେ ଜଣ ସ୍ୱାର୍ଥ ବାଦୀ ନିଜ ସ୍ୱାର୍ଥ ହାସଲ କରିବାପାଇଁ ଅନ୍ୟତ୍ର ଏକ ସ୍ଥାନରେ ଉକ୍ତ ବସ ଷ୍ଟାଣ୍ଡକୁ ନିର୍ମାଣ କରିବାପାଇଁ ଚେଷ୍ଟା ଚଲେଇଛନ୍ତି । ଉନ୍ନତି ମୂଳକ କାର୍ଯ୍ୟକୁ ଅଟକାଇବା ପାଇଁ ଉଚ୍ଚ ନ୍ୟାୟାଳୟକୁ ଯାଇଥିବା ଶୁଣିବାକୁ ମିଳିଛି । ଏହିପରି ଚକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ସମ୍ପୂର୍ଣ ଭାବରେ ସହଯୋଗ କରୁଛନ୍ତି ବୋଲି ରାଇକିଆ କ୍ରିୟା ଅନୁଷ୍ଠାନ କମିଟିର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।
Bijay tandi

More news from Raikia and nearby areas
- ରାଇକିଆ ରେ ନୂତନ ବସଷ୍ଟାଣ୍ଡ କରିବାନିମନ୍ତେ ଜନ ସାଧାରଣ ରାଜରାସ୍ତାରେ | LATEST #Kandhamal #odisha news1
- ରାଇକିଆ ରେ ନୂଆ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଜନ ଆନ୍ଦୋଳନ1
- କନ୍ଧମାଳ ଜିଲ୍ଲା ରାଇକିଆ ରେ ଆଧୁନିକ ବସଷ୍ଟାଣ୍ଡ ନିର୍ମାଣ କାମରେ ହଜାର ହଜାର ଲୋକଙ୍କ ଦାବୀ ! ମାନିନିଅ ସରପଞ୍ଚ ଓ ୧୭ ନମ୍ବର ଜୁନ ଜିଲ୍ଲାପରିଷଦ !1
- Post by Nakhil Don1
- #ଦାନା_ବାନ୍ଧିଲାଣି_ଆନ୍ଦୋଳନ କନ୍ଧମାଳ ଜିଲ୍ଲା ରାଇକିଆରେ ବର୍ତ୍ତମାନର ବସ ଷ୍ଟାଣ୍ଡକୁ ଆଧୁନିକ ବସ ଷ୍ଟାଣ୍ଡ ଭାବେ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା । କିନ୍ତୁ କେତେ ଜଣ ସ୍ୱାର୍ଥ ବାଦୀ ନିଜ ସ୍ୱାର୍ଥ ହାସଲ କରିବାପାଇଁ ଅନ୍ୟତ୍ର ଏକ ସ୍ଥାନରେ ଉକ୍ତ ବସ ଷ୍ଟାଣ୍ଡକୁ ନିର୍ମାଣ କରିବାପାଇଁ ଚେଷ୍ଟା ଚଲେଇଛନ୍ତି । ଉନ୍ନତି ମୂଳକ କାର୍ଯ୍ୟକୁ ଅଟକାଇବା ପାଇଁ ଉଚ୍ଚ ନ୍ୟାୟାଳୟକୁ ଯାଇଥିବା ଶୁଣିବାକୁ ମିଳିଛି । ଏହିପରି ଚକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟ ସମ୍ପୂର୍ଣ ଭାବରେ ସହଯୋଗ କରୁଛନ୍ତି ବୋଲି ରାଇକିଆ କ୍ରିୟା ଅନୁଷ୍ଠାନ କମିଟିର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।1
- ଅନ୍ଧାରରେ ୫ ପରିବାର, ବିଦ୍ୟୁତ୍ ସଂଯୋଗ ହେବ କେବେ ? https://youtu.be/TFhp5B7jBkM2
- List of Badis in Kandhamal…1
- ଏଥର Cuttack ବାଲିଯାତ୍ରା ରେ କନ୍ଧମାଳ ରୁ ଗୁଡୁ ଲାଇନ୍ ପଡ଼ା1