logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋଇଲାଖଣିରେ କ୍ଷତିଗ୍ରସ୍ତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶାନ୍ତି ପୂର୍ଣ୍ଣ ଗଣଧାରଣା ଦ୍ଭୁବନେଶ୍ଵରୀ କୋଇଲାଖଣିରେ କ୍ଷତିଗ୍ରସ୍ତ ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗତ ୧ ମାସ ୨୭ ଦିନ ହେଲା ଶାନ୍ତି ପୂର୍ଣ୍ଣ ଗଣଧାରଣା ଚାଲୁଅଛି l କ୍ଷତିଗ୍ରସ୍ତଙ୍କୁ କୋଇଲାଖଣି କର୍ତ୍ତୃପକ୍ଷ ନିଯୁକ୍ତି ନଦେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ ବୋଲି ବେକାର ଯୁବକ ମାନେ ନିଜ ଜିଦ ରେ ଅଟଳ ଅଛନ୍ତି l ଗଣଧାରଣା ସ୍ଥଳରେ କ୍ଷତିଗ୍ରସ୍ତ ଯୁବକମାନେ ବିଭିନ୍ନ ସ୍ଲୋଗାନ ମାନେ ଦେଇ ପ୍ରତିବାଦ ଜଣାଇଛନ୍ତି l

on 16 February
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
on 16 February

କୋଇଲାଖଣିରେ କ୍ଷତିଗ୍ରସ୍ତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶାନ୍ତି ପୂର୍ଣ୍ଣ ଗଣଧାରଣା ଦ୍ଭୁବନେଶ୍ଵରୀ କୋଇଲାଖଣିରେ କ୍ଷତିଗ୍ରସ୍ତ ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗତ ୧ ମାସ ୨୭ ଦିନ ହେଲା ଶାନ୍ତି ପୂର୍ଣ୍ଣ ଗଣଧାରଣା ଚାଲୁଅଛି l କ୍ଷତିଗ୍ରସ୍ତଙ୍କୁ କୋଇଲାଖଣି କର୍ତ୍ତୃପକ୍ଷ ନିଯୁକ୍ତି ନଦେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ ବୋଲି ବେକାର ଯୁବକ ମାନେ ନିଜ ଜିଦ ରେ ଅଟଳ ଅଛନ୍ତି l ଗଣଧାରଣା ସ୍ଥଳରେ କ୍ଷତିଗ୍ରସ୍ତ ଯୁବକମାନେ ବିଭିନ୍ନ ସ୍ଲୋଗାନ ମାନେ ଦେଇ ପ୍ରତିବାଦ ଜଣାଇଛନ୍ତି l

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.
    1
    ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    23 hrs ago
  • ନରସିଂହପୁର ଓକିଲ ସଂଘ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଯେଉଁଥିରେ ବହୁ ଓକିଲ ଓ ସ୍ଥାନୀୟ ବିଧାୟକ ବିଜୟ ଦଳ ବେହେରା ଉପସ୍ଥିତ ଥିଲେ। କଟକ ଓଡିଶା ବାର କାଉନ୍ସିଲ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ନରସିଂହପୁର ଓକିଲ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    1
    ନରସିଂହପୁର ଓକିଲ ସଂଘ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଯେଉଁଥିରେ ବହୁ ଓକିଲ ଓ ସ୍ଥାନୀୟ ବିଧାୟକ ବିଜୟ ଦଳ ବେହେରା ଉପସ୍ଥିତ ଥିଲେ। କଟକ ଓଡିଶା ବାର କାଉନ୍ସିଲ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ନରସିଂହପୁର ଓକିଲ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    user_Narasinghpur News
    Narasinghpur News
    Local News Reporter ନରସିଂହପୁର, କଟକ, ଓଡ଼ିଶା•
    7 hrs ago
  • ସେକ୍ସୁଆଲ ଫେବର ମାଗୁଛି ଭରତପୁର ପୋଲିସ୍ ! ମୋ ରେପ୍ ଭିଡ଼ିଓ ଦେଖି ମଧ୍ୟ ମୋ କେଶ୍ ରଖିଲେ ନାହିଁ | ଭୁବନେଶ୍ବର, ଓଡ଼ିଶା #bhubaneswar #odisha
    1
    ସେକ୍ସୁଆଲ ଫେବର ମାଗୁଛି ଭରତପୁର ପୋଲିସ୍ ! ମୋ ରେପ୍ ଭିଡ଼ିଓ ଦେଖି ମଧ୍ୟ ମୋ କେଶ୍ ରଖିଲେ ନାହିଁ |
ଭୁବନେଶ୍ବର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • Post by Devi prasad Das
    1
    Post by Devi prasad Das
    user_Devi prasad Das
    Devi prasad Das
    ଗାନ୍ଧିଆ, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ଛାଟିଆ ଗ୍ରାମରେ ବର୍ତମାନ ର ସବୁଠୁ ବଡ଼ ଖବର ଦୁଇ ମାସେ ତଳେ ଚୋରି ହୋଇଥିବା ପାଣି ଟାଙ୍କି ସହ ମିଚର ମେସିନୀ କୁ ଠାବ କଲା ଯୋରନ୍ଦା ଫାଣ୍ଡି ଅଧିକାରୀ ସହ ଷ୍ଟାପ ଧାରା ପଡିଲା ଚୋର ରାକେସେ ରାଉତ (ରିଙ୍କୁ) ବୟସ 28ହୋଇଥିବା ବେଳେ ପାଣି ଟାଙ୍କି ମିଚର ମେସିନ କୁ ଗଜମରା କୋରଙ୍ଗା ନିକଟରେ ଏକ ଜଙ୍ଗଲ ଭିତରେ ଦୁଇ ମାସେ ହେଲା ଲୁଚେଇ ରଖିଥିଲା ଚୋର ରାକେଶ ଯୋରନ୍ଦା ପାଣ୍ଡୀ ଅଧିକାରୀ ସହ ଷ୍ଟାପ ଙ୍କ ଚେଷ୍ଟାରେ ଧାରା ପଡିଲା ଚୋର ସୂଚନା
    1
    ଛାଟିଆ ଗ୍ରାମରେ ବର୍ତମାନ ର ସବୁଠୁ ବଡ଼ ଖବର  ଦୁଇ ମାସେ ତଳେ ଚୋରି ହୋଇଥିବା ପାଣି ଟାଙ୍କି ସହ ମିଚର ମେସିନୀ କୁ ଠାବ କଲା ଯୋରନ୍ଦା ଫାଣ୍ଡି ଅଧିକାରୀ ସହ ଷ୍ଟାପ ଧାରା ପଡିଲା ଚୋର ରାକେସେ ରାଉତ (ରିଙ୍କୁ) ବୟସ 28ହୋଇଥିବା ବେଳେ ପାଣି ଟାଙ୍କି ମିଚର ମେସିନ କୁ ଗଜମରା କୋରଙ୍ଗା ନିକଟରେ ଏକ ଜଙ୍ଗଲ ଭିତରେ ଦୁଇ ମାସେ ହେଲା ଲୁଚେଇ ରଖିଥିଲା ଚୋର ରାକେଶ ଯୋରନ୍ଦା ପାଣ୍ଡୀ ଅଧିକାରୀ ସହ ଷ୍ଟାପ ଙ୍କ ଚେଷ୍ଟାରେ ଧାରା ପଡିଲା ଚୋର ସୂଚନା
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    12 hrs ago
  • Post by Kumuda Nayak
    5
    Post by Kumuda Nayak
    user_Kumuda Nayak
    Kumuda Nayak
    ଗଣିଆ, ନୟାଗଡ଼, ଓଡ଼ିଶା•
    16 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.