Shuru
Apke Nagar Ki App…
ରାସୋଳ ନୂଆପାଟଣା ଗାଁ ଭିତରେ ଗୋଟିକିଆ ଦନ୍ତା ହାତୀ ଆତଙ୍କ. ଭାଙ୍ଗିଲା ପାଚେରୀ ସହ ବାଇକ. ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.
BIKRAM SAHU
ରାସୋଳ ନୂଆପାଟଣା ଗାଁ ଭିତରେ ଗୋଟିକିଆ ଦନ୍ତା ହାତୀ ଆତଙ୍କ. ଭାଙ୍ଗିଲା ପାଚେରୀ ସହ ବାଇକ. ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.
More news from ଓଡ଼ିଶା and nearby areas
- ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.1
- Post by Ranjan hota1
- ଖଣ୍ଡପଡ଼ା ଖବର1
- Post by Dipak Kumar Nayak1
- ଢେଙ୍କାନାଳ ସଦର ବ୍ଲକ ଭାପୁରଗ୍ରାମରେ ପ୍ରଭୁ ଶ୍ରୀ ରଘୁନାଥଙ୍କର ଚୈତ୍ରପୂର୍ଣ୍ଣିମୀ ଯାତ୍ରା ଅନୁଷ୍ଠିତ। ଏହି ଯାତ୍ରା ରାମନବମୀ ଠାରୁ ଆରମ୍ଭ ହୋଇ ସାତଦିନ ଧରି ସୀତା ଠାବ ଠାରୁ ଆରମ୍ଭ କରି ଲଙ୍କାପୋଡି ପର୍ଯ୍ୟନ୍ତ ଏବଂ ଚୈତ୍ରପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀ ରଘୁନାଥ ସୁସଜ୍ଜିତ ବିମାନରେ ହାତୀ ପିଠିରେ ବସି ହନୁମାନ,ଅଙ୍ଗଦ ଓ ତାଙ୍କର ସୈନ୍ୟ ସାମନ୍ତ,ପାଟପଟୁଆର ନେଇ ଭାପୁର ଗ୍ରାମପରିକ୍ରମା କରିବା ସହିତ ଭାପୁର ଗ୍ରାମର ହଡାସାହି ବରଠାରେ ରାବଣକୁ ବଧ ହୋଇଯାଇଛି । ପ୍ରଭୁଙ୍କର ଏହି ଯାତ୍ରାରେ ବାଣ,ଲାଇଟି,ଡିଜେ ସାଙ୍ଗକୁ ଲଉଡିଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହିତ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଏହି ଚୈତ୍ରପୂର୍ଣ୍ଣିମା ଦିନଟି କୈବର୍ତ୍ତ ସମାଜର ବଡପର୍ବ,କୈବର୍ତ୍ତଙ୍କ ଇଷ୍ଟ ମା ବାସେଳୀଙ୍କ ଜନ୍ମଉତ୍ସବ ପାଳନ କରିବା ସହିତ ଭାପୁର କୈବର୍ତ୍ତ ସମାଜ ପକ୍ଷରୁ କୈବର୍ତ୍ତଭାଇ ମାନଙ୍କ ଦ୍ବାରା ମା ସିଦ୍ଧ ବାସେଳୀଙ୍କ ଘୋଡ଼ାନାଚ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ଏହି ଉତ୍ସବକୁ ନେଇ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା। ପ୍ରଭୁ ଶ୍ରୀ ରଘୁନାଥଙ୍କର ଏହି ଚୈତ୍ରପୂର୍ଣ୍ଣିମୀ ଯାତ୍ରାରେ ଗ୍ରାମବାସୀମାନେ ସହଯୋଗ କରିଥିଲେ।1
- Post by Dhenkanal News1
- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ନୂତନ ପ୍ରାଣିସମ୍ପଦ ଚିକିତ୍ସାଳୟ ଗୃହ ଉଦଘାଟ #spnewstvliveodia #jagatsinghapurnews1
- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଂଗଠିତ କରିବାକୁ ଆଜି ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ବିଶାଳ କର୍ମୀ ସମିଳନୀ ଅନୁଷ୍ଠିତ. ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାକୁ ଆହ୍ୱାନ.1