Shuru
Apke Nagar Ki App…
କୁଷୁପଦା ଗ୍ରାମ ସରକାରୀ ଜମି ଉଛେଦ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଙ୍କଡପାଳ ଗ୍ରାମ ପଞ୍ଚାୟତ ଅଧିନ କୁଷୁପଦା ଗ୍ରାମରେ ଥିବା ଏକ ସରକାରୀ ଜମିକୁ ଉଛେଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗ୍ରାମ ନିକଟରେ ଥିବା ଏକ ସରକାରୀ ଜମି ଯେଉଁଥିରେ ଗ୍ରାମବାସୀମାନେ ସ୍ମଂଶାନ କରିଥିଲେ । ସେହି ଜମିକୁ ଜଣେ ବ୍ୟକ୍ତି ନିଜର କହି ଅନ୍ୟ ଜଣଙ୍କୁ ବିକ୍ରୟ କରି ଦେଇଛନ୍ତି । କିଣିଥିବା ବ୍ୟକ୍ତି ଜଣକ ସେହି ଜମିରେ ତାରବାଡ ଦେଇଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ପ୍ରତିକାର ତଥା ସରକାରୀ ଜମିକୁ ଉଛେଦ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
Amani Sahoo

More news from Odisha and nearby areas
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଙ୍କଡପାଳ ଗ୍ରାମ ପଞ୍ଚାୟତ ଅଧିନ କୁଷୁପଦା ଗ୍ରାମରେ ଥିବା ଏକ ସରକାରୀ ଜମିକୁ ଉଛେଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗ୍ରାମ ନିକଟରେ ଥିବା ଏକ ସରକାରୀ ଜମି ଯେଉଁଥିରେ ଗ୍ରାମବାସୀମାନେ ସ୍ମଂଶାନ କରିଥିଲେ । ସେହି ଜମିକୁ ଜଣେ ବ୍ୟକ୍ତି ନିଜର କହି ଅନ୍ୟ ଜଣଙ୍କୁ ବିକ୍ରୟ କରି ଦେଇଛନ୍ତି । କିଣିଥିବା ବ୍ୟକ୍ତି ଜଣକ ସେହି ଜମିରେ ତାରବାଡ ଦେଇଥିବାରୁ ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ପ୍ରତିକାର ତଥା ସରକାରୀ ଜମିକୁ ଉଛେଦ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |1
- Post by News odia odisha1
- ଜଳସେଚନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ତଥା କେନ୍ଦ୍ରୀୟ ଜଳସେଚନ ସର୍କଲ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ଘରେ ଭିଜିଲାନ୍ସ ରେଡ || ଢେଙ୍କାନାଳ ସମେତ କଟକ, ଭୁବନେଶ୍ୱର ଓ ଯାଜପୁର ସମେତ ୬ଟି ଜାଗାରେ ଚାଲିଛି ରେଡ | ଢେଙ୍କାନାଳ ଫାର୍ମ ହାଉସ1
- ଓଡ଼ିଶାର ଦଣ୍ଡନାଚ ପରମ୍ପରାକୁ ବଜାୟ ରଖିବା ପାଇଁ ସିନେମା ନିର୍ମାଣ | ଗାଁ ର କାହଣୀ ପରଦାରେ ହେବ ପ୍ରଦର୍ଶିତ | ବଡ଼ ବଜେଟ୍ ବଡ଼ କଳାକାରଙ୍କ ସିନେମା | ଭୁବନେଶ୍ବର, ଓଡ଼ିଶା #bhubabeswar #odisha1
- Cuttack jila re barsha start1
- କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ କଟକ ବିଜେଡ଼ି ପକ୍ଷରୁ ବିକ୍ଷୋଭ। ବିଜେପି ସରକାର ମେଟ୍ରୋ ପ୍ରକଳ୍ପ ବନ୍ଦ କରି ଭୁବନେଶ୍ୱର-କଟକର ସ୍ୱପ୍ନକୁ ଧୂଳିସାତ କରିଛି: ବିଜେଡି କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ସରକାର ବାତିଲ କରିବା ପରିପ୍ରେକ୍ଷୀରେ କଟକ ବିଜେଡ଼ି ପକ୍ଷରୁ ପ୍ରତିବାଦ।1
- କେନ୍ଦ୍ରିୟ ଜଳସେଚନ ସର୍କଲ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ୍ ଚଢାଉ କରାଯାଇଛି I ଢେଙ୍କାନାଳ ସହରର ଦେଉଳ ସାହିଠାରେ ଥିବା ଘର ଏବଂ ଭାପୁର ବିମ୍ବୋଳ ଗ୍ରାମ ନିକଟରେ ଥିବା ଫାର୍ମ ହାଉସ ଏହି ୨ଟି ସ୍ଥାନରେ ଚଢାଉ ଆଜି ଢେଙ୍କାନାଳ ଭିଜିଲାନ୍ସ ଟିମ ଚଢାଉ କରାଯାଇଛି। ଏହା ସହିତ କଟକ ଘର, ଭୁବନେଶ୍ଵର ଅଫିସ ଚାମ୍ବର, ଜାଜପୁର ଅଞ୍ଚଳରେ ଥିବା ଘର ଏବଂ ଭୁବନେଶ୍ଵର ଅଞ୍ଚଳରେ ଥିବା ଘର ଉପରେ ଏକ କାଳିନ ଚଢାଉ କରାଯାଇଥିବା ଜଣା ପଡ଼ିଛି।1