logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ସ୍ଥାନରେ ଜନଗଣନା କାର୍ଯ୍ୟର ପ୍ରଗତି ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ସମେତ ଜିଲ୍ଲା ଜନଗଣନା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଜନଗଣନା କାର୍ଯ୍ୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଉପ ଜିଲ୍ଲା ଜନଗଣନା ଅଧିକାରୀ ଏବଂ ଭୁବନେଶ୍ୱର ଡିସିଓ ପକ୍ଷରୁ ଜିଲ୍ଲା ଇନ୍‌ଚାର୍ଜ ସେନ୍ସସ୍ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଗଣନାଧିକାରୀ ଓ ସୁପରଭାଇଜରମାନଙ୍କ ସହିତ ଆଲୋଚନା କରି ଜନଗଣନା କାର୍ଯ୍ୟର ପ୍ରଗତି ସମୀକ୍ଷା କରିଥିଲେ।ପରିଦର୍ଶନ ବେଳେ ଗଣନା କାର୍ଯ୍ୟରେ ଆସିଥିବା ଅସୁବିଧା, କର୍ମୀମାନଙ୍କ ସମସ୍ୟା ଏବଂ ମାନ୍ୟତା ପ୍ରଦାନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଅଧିକାରୀମାନେ ସମସ୍ତ କର୍ମୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୁଣବତ୍ତା ସହିତ ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସଂଧ୍ୟା ପ୍ରାୟ ୭ ଟାରେ ସୋସିଆଲ ମିଡିଆ X ଯୋଗେ ସୂଚନା ଦିଆଯାଇଛି।

1 hr ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
1 hr ago
a13d2dd4-bd99-468d-af63-fd5a72382dd3

ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ସ୍ଥାନରେ ଜନଗଣନା କାର୍ଯ୍ୟର ପ୍ରଗତି ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ସମେତ ଜିଲ୍ଲା ଜନଗଣନା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଜନଗଣନା

8ab51960-b1d6-4ed9-a08b-788fc444f355

କାର୍ଯ୍ୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଉପ ଜିଲ୍ଲା ଜନଗଣନା ଅଧିକାରୀ ଏବଂ ଭୁବନେଶ୍ୱର ଡିସିଓ ପକ୍ଷରୁ ଜିଲ୍ଲା ଇନ୍‌ଚାର୍ଜ ସେନ୍ସସ୍ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଗଣନାଧିକାରୀ ଓ

ce559db6-ea77-452d-b917-2ce9cf87e4e7

ସୁପରଭାଇଜରମାନଙ୍କ ସହିତ ଆଲୋଚନା କରି ଜନଗଣନା କାର୍ଯ୍ୟର ପ୍ରଗତି ସମୀକ୍ଷା କରିଥିଲେ।ପରିଦର୍ଶନ ବେଳେ ଗଣନା କାର୍ଯ୍ୟରେ ଆସିଥିବା ଅସୁବିଧା, କର୍ମୀମାନଙ୍କ ସମସ୍ୟା ଏବଂ ମାନ୍ୟତା ପ୍ରଦାନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଅଧିକାରୀମାନେ ସମସ୍ତ କର୍ମୀଙ୍କୁ ନିର୍ଦ୍ଧାରିତ ସମୟ

7c52d6cc-f0aa-4477-852b-9f1062cb9ebd

ମଧ୍ୟରେ ଗୁଣବତ୍ତା ସହିତ ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସଂଧ୍ୟା ପ୍ରାୟ ୭ ଟାରେ ସୋସିଆଲ ମିଡିଆ X ଯୋଗେ ସୂଚନା ଦିଆଯାଇଛି।

More news from ଓଡ଼ିଶା and nearby areas
  • ବାରିପଦା ଠାରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
    1
    ବାରିପଦା ଠାରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ସ୍ୱଚ୍ଛ ପିଇବା ପାଣି ପାଇ ଡହଳ ବିକଳ ଗ୍ରାମବାସୀ (ଗାଁ କୁ ନାହଁ ରାସ୍ତା - ପଲିଥିନ ତଳେ ବିତୁଛି ଜୀବନ) ସ୍ୱଚ୍ଛ ପିଇବା ପାଣି ପାଇ ଡହଳ ବିକଳ ଗ୍ରାମବାସୀ (ଗାଁ କୁ ନାହଁ ରାସ୍ତା - ପଲିଥିନ ତଳେ ବିତୁଛି ଜୀବନ) ମୋରଡ - ଅବିନାଶ ମହାନ୍ତି ଙ୍କ ରିପୋର୍ଟ -ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ସରକାରୀ ସୁବିଧାରୁ ବଞ୍ଚିତ ମୋରଡା ବ୍ଲକ ପଳାଶମୁଣ୍ଡଳି ପଞ୍ଚାୟତ ଅଧୀନ କୁସୁମକୁଟି ଗ୍ରାମବାସୀ । ମୌଳିକ ସୁବିଧାରୁ ବଞ୍ଚିତ ରହି ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଉକ୍ତ ଆଦିବାସୀ ଗାଁ । ତେବେ ଗାମର ୧୪ ନମ୍ବର ୱାର୍ଡ ରେ ଅଛି ଏକ ମାତ୍ର ନଳକୂପ କିନ୍ତୁ ପାଣି ବାହାରୁନଥିବା ରୁ ବାଧ୍ୟ ହୋଇ ଗାଁ ରେ ଏକ କୂଅ ପାଣି ଉପରେ ନିର୍ଭର କରୁଛନ୍ତି । ତେବେ ଉକ୍ତ କୂଳ ପାଣି ଅତିରିକ୍ତ ଗୁଳିଆ ପାଣି ହୋଇଥିବା ସତ୍ତ୍ୱେ ବାଧ୍ୟ ହୋଇ ତାହାକୁ ବ୍ୟବହାର କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଗ୍ରାମ କୁ ବସୁଧା ପାଣି ପାଇପ ର ବ୍ୟବସ୍ଥା ଅଛି କିନ୍ତୁ ଦୀର୍ଘ ମାସ ଉକ୍ତ ୱାର୍ଡ କୁ ପାଣି ଆସିପାରୁନାହିଁ । ରକ୍ଷଣା ବେକ୍ଷଣ ଅଭାବରୁ ଚାରି ପଟେ ପାଇପ ଲାଇନ ଫାଟି ଯାଉଛି । ଗ୍ରାମବାସୀ ମାନେ ଅଭିଯୋଗ କଲେ ସୁଦ୍ଧା କେହି କିଛି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ବ୍ୟବହାର କରୁଥିବା କୂଳ ପାଣି ଗୁଳିଆ ସହିତ ଅପରିଷ୍କାର ପାଣି କୁ ବାଧ୍ୟ ହୋଇ ବ୍ୟବହାର କରିଥିବା ବେଳେ ମଝିରେ ମଝିରେ ଅନେକ ଲୋକ ବିଭିନ୍ନ ରୋଗ ରେ ପଢୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ କୁସୁମକୁଟି ଗ୍ରାମବାସୀ ଙ୍କ ଦୁଃଖ ବୁଝିବାକୁ କେହି ଚେଷ୍ଟା କରୁନଥିବା ଅଭିଯୋଗ ହୋଇଛି । କିନ୍ତୁ ପ୍ରବଳ ଖରା ଯୋଗୁଁ ଉକ୍ତ କୂଳ ର ପାଣି ତଳକୁ ଖସି ଯିବାରୁ ସେଠାରୁ ମଧ୍ୟ ପାଣି ବାହାରୁନଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଉଛି ଗାଁ ରେ ଥିବା ଜଣେ ପ୍ରସ୍ତୁତି ମହିଳା ଖୋଲା କୂଳ ର ଅପରିଷ୍କାର ପାଣି କୁ ଦୂର ରୁ ବୋହିନେଇ ବ୍ୟବହାର କରୁଥିବା ର କଷ୍ଟ ବଖାଣିଛନ୍ତି । ବିଶୁଦ୍ଧ ପାଣି ପାଇ ଗ୍ରାମବାସୀ ଙ୍କୁ ସଂଘର୍ଷ କରିବାକୁ ପଡୁଛି । ଏଠାରେ ବିଶୁଦ୍ଧ ପାନୀୟ ଜଳ ନ ଥିବା ରୁ ଡାଇରିଆ , ଜଣ୍ଡିସ ବ୍ୟାପିବା କଥା କୁ ଏଡାଇ ଦିଆଯାଇନପାରେ । ଏତିକି ରେ ସରିନାହିଁ ଗାଁ ର ସମସ୍ୟା । ଗ୍ରାମ ର ବୁଦ୍ଧେଶ୍ୱର ହାଁସଦା, ରତନୀ ମୁର୍ମୁ ,ବୁଧୁ ହେମ୍ରମ ଭଳି ଅନେକ ହିତାଧିକାରୀ ମାନେ ସରକାରୀ ଘର ଖଣ୍ଡେ ହେଉ କି ଭତ୍ତା ପାଇଁ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ନ ପାଇବାରୁ ବାଧ୍ୟ ହୋଇ ପଲିଥିନ ତଳେ ଜୀବନ କାଟୁଛନ୍ତି । ଅପରପକ୍ଷରେ ଉକ୍ତ ଗ୍ରାମ ର ୧୪ ନମ୍ବର ୱାର୍ଡ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗ ଗାଡି ଆସିପାରୁନାହିଁ । ଗାଁ କୁ ରାସ୍ତା ନିର୍ମାଣ ପାଇ ମଧ୍ଯ ଦାବି ହୋଇଛି । ବର୍ତ୍ତମାନ ସ୍ଥିତି ଜରୁରୀ କାଳୀନ ଭିତ୍ତି ରେ ପାଣି ଟେଙ୍କର ର ବ୍ୟବସ୍ଥା ସହିତ ନୂତନ ନଳକୂପ ର ବ୍ୟବସ୍ଥା କରିବା ପାଇ ଦାବି ହୋଇଛି । ଏହି ସବୁ ସମସ୍ୟା ର ସମାଧାନ ପାଇଁ ରତନୀ ମୁର୍ମୁ, ବୁଧୁ ହେମ୍ରମ, ବୁଦ୍ଧେଶ୍ୱର ହାଁସଦା, ପାହା ମାରାଣ୍ଡି, ଜଗନ୍ନାଥ ମୁର୍ମୁ, ଫୁଲମଣି ସୋରେନ ପ୍ରମୁଖ ଦାବି କରିଛନ୍ତି । ତେବେ ଏନେଇ ମୋରଡା ବିଡିଓ ଅଣାକାର ନାୟକ ଓ ପାନୀୟ ଜଳ ଯନ୍ତ୍ରୀ ସସ୍ମିତା ପତି ଙ୍କ ମତ ନେବାରୁ କହିଛନ୍ତି ଗାଁ ରେ ଥିବା ନଳକୂପ କୁ ମରାମତି କରିବା ସହିତ ବିଶୁଦ୍ଧ ପାନୀୟ ଜଳ ପାଇ ବ୍ୟବସ୍ଥା କରିବୁ । ତେବେ ଦୀର୍ଘ ମାସ ଧରି ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇ ଆସୁଥିଲେ ମଧ୍ୟ ଉକ୍ତ ଗ୍ରାମ ଉପରେ କାହାର ନଜର ପଡୁନାହିଁ । ତେବେ ଗଣମାଧ୍ୟମ ପହଞ୍ଚିଲା ପରେ କଣ ସୁଧାର ଆସୁଛି ଦେଖିବାକୁ ବାକି ରହିଛି ।
    1
    ସ୍ୱଚ୍ଛ ପିଇବା ପାଣି ପାଇ ଡହଳ ବିକଳ ଗ୍ରାମବାସୀ 

(ଗାଁ କୁ ନାହଁ ରାସ୍ତା - ପଲିଥିନ ତଳେ ବିତୁଛି ଜୀବନ)
ସ୍ୱଚ୍ଛ ପିଇବା ପାଣି ପାଇ ଡହଳ ବିକଳ ଗ୍ରାମବାସୀ 
(ଗାଁ କୁ ନାହଁ ରାସ୍ତା - ପଲିଥିନ ତଳେ ବିତୁଛି ଜୀବନ)
ମୋରଡ - ଅବିନାଶ ମହାନ୍ତି ଙ୍କ ରିପୋର୍ଟ -ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ସରକାରୀ ସୁବିଧାରୁ ବଞ୍ଚିତ ମୋରଡା ବ୍ଲକ ପଳାଶମୁଣ୍ଡଳି ପଞ୍ଚାୟତ ଅଧୀନ କୁସୁମକୁଟି ଗ୍ରାମବାସୀ । ମୌଳିକ ସୁବିଧାରୁ ବଞ୍ଚିତ ରହି ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଉକ୍ତ ଆଦିବାସୀ ଗାଁ । ତେବେ ଗାମର ୧୪ ନମ୍ବର ୱାର୍ଡ ରେ ଅଛି ଏକ ମାତ୍ର ନଳକୂପ କିନ୍ତୁ ପାଣି ବାହାରୁନଥିବା ରୁ ବାଧ୍ୟ ହୋଇ ଗାଁ ରେ ଏକ କୂଅ ପାଣି ଉପରେ ନିର୍ଭର କରୁଛନ୍ତି । ତେବେ ଉକ୍ତ କୂଳ ପାଣି ଅତିରିକ୍ତ ଗୁଳିଆ ପାଣି ହୋଇଥିବା ସତ୍ତ୍ୱେ ବାଧ୍ୟ ହୋଇ ତାହାକୁ ବ୍ୟବହାର କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଗ୍ରାମ କୁ ବସୁଧା ପାଣି ପାଇପ ର ବ୍ୟବସ୍ଥା ଅଛି କିନ୍ତୁ ଦୀର୍ଘ ମାସ ଉକ୍ତ ୱାର୍ଡ କୁ ପାଣି ଆସିପାରୁନାହିଁ । ରକ୍ଷଣା ବେକ୍ଷଣ ଅଭାବରୁ ଚାରି ପଟେ ପାଇପ ଲାଇନ ଫାଟି ଯାଉଛି । ଗ୍ରାମବାସୀ ମାନେ ଅଭିଯୋଗ କଲେ ସୁଦ୍ଧା କେହି କିଛି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ବ୍ୟବହାର କରୁଥିବା କୂଳ ପାଣି ଗୁଳିଆ ସହିତ ଅପରିଷ୍କାର ପାଣି କୁ ବାଧ୍ୟ ହୋଇ ବ୍ୟବହାର କରିଥିବା ବେଳେ ମଝିରେ ମଝିରେ ଅନେକ ଲୋକ ବିଭିନ୍ନ ରୋଗ ରେ ପଢୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ  କୁସୁମକୁଟି ଗ୍ରାମବାସୀ ଙ୍କ ଦୁଃଖ ବୁଝିବାକୁ କେହି ଚେଷ୍ଟା କରୁନଥିବା ଅଭିଯୋଗ ହୋଇଛି । କିନ୍ତୁ ପ୍ରବଳ ଖରା ଯୋଗୁଁ ଉକ୍ତ କୂଳ ର ପାଣି ତଳକୁ ଖସି ଯିବାରୁ ସେଠାରୁ ମଧ୍ୟ  ପାଣି ବାହାରୁନଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଉଛି ଗାଁ ରେ ଥିବା ଜଣେ ପ୍ରସ୍ତୁତି ମହିଳା ଖୋଲା କୂଳ ର ଅପରିଷ୍କାର ପାଣି କୁ ଦୂର ରୁ ବୋହିନେଇ ବ୍ୟବହାର କରୁଥିବା ର କଷ୍ଟ ବଖାଣିଛନ୍ତି । ବିଶୁଦ୍ଧ ପାଣି ପାଇ ଗ୍ରାମବାସୀ ଙ୍କୁ ସଂଘର୍ଷ କରିବାକୁ ପଡୁଛି । ଏଠାରେ ବିଶୁଦ୍ଧ ପାନୀୟ ଜଳ ନ ଥିବା ରୁ ଡାଇରିଆ , ଜଣ୍ଡିସ ବ୍ୟାପିବା କଥା କୁ ଏଡାଇ ଦିଆଯାଇନପାରେ । ଏତିକି ରେ ସରିନାହିଁ ଗାଁ ର ସମସ୍ୟା । ଗ୍ରାମ ର ବୁଦ୍ଧେଶ୍ୱର ହାଁସଦା, ରତନୀ ମୁର୍ମୁ ,ବୁଧୁ ହେମ୍ରମ ଭଳି ଅନେକ ହିତାଧିକାରୀ ମାନେ ସରକାରୀ ଘର ଖଣ୍ଡେ ହେଉ କି ଭତ୍ତା ପାଇଁ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ନ ପାଇବାରୁ ବାଧ୍ୟ ହୋଇ ପଲିଥିନ  ତଳେ ଜୀବନ କାଟୁଛନ୍ତି । ଅପରପକ୍ଷରେ ଉକ୍ତ ଗ୍ରାମ ର ୧୪ ନମ୍ବର ୱାର୍ଡ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗ ଗାଡି ଆସିପାରୁନାହିଁ । ଗାଁ କୁ ରାସ୍ତା ନିର୍ମାଣ ପାଇ ମଧ୍ଯ ଦାବି ହୋଇଛି । ବର୍ତ୍ତମାନ ସ୍ଥିତି ଜରୁରୀ କାଳୀନ ଭିତ୍ତି ରେ ପାଣି ଟେଙ୍କର ର ବ୍ୟବସ୍ଥା ସହିତ ନୂତନ ନଳକୂପ ର ବ୍ୟବସ୍ଥା କରିବା ପାଇ ଦାବି ହୋଇଛି ।  ଏହି ସବୁ ସମସ୍ୟା ର  ସମାଧାନ ପାଇଁ ରତନୀ ମୁର୍ମୁ, ବୁଧୁ ହେମ୍ରମ, ବୁଦ୍ଧେଶ୍ୱର ହାଁସଦା, ପାହା ମାରାଣ୍ଡି, ଜଗନ୍ନାଥ ମୁର୍ମୁ, ଫୁଲମଣି ସୋରେନ ପ୍ରମୁଖ ଦାବି କରିଛନ୍ତି । ତେବେ ଏନେଇ ମୋରଡା ବିଡିଓ  ଅଣାକାର ନାୟକ ଓ ପାନୀୟ ଜଳ ଯନ୍ତ୍ରୀ ସସ୍ମିତା ପତି ଙ୍କ ମତ ନେବାରୁ କହିଛନ୍ତି ଗାଁ ରେ ଥିବା ନଳକୂପ କୁ ମରାମତି କରିବା ସହିତ ବିଶୁଦ୍ଧ ପାନୀୟ ଜଳ ପାଇ  ବ୍ୟବସ୍ଥା କରିବୁ । ତେବେ ଦୀର୍ଘ ମାସ ଧରି ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇ ଆସୁଥିଲେ ମଧ୍ୟ ଉକ୍ତ ଗ୍ରାମ ଉପରେ କାହାର ନଜର ପଡୁନାହିଁ । ତେବେ ଗଣମାଧ୍ୟମ ପହଞ୍ଚିଲା ପରେ କଣ ସୁଧାର ଆସୁଛି ଦେଖିବାକୁ ବାକି ରହିଛି ।
    user_NEW VIDEO FOR EVERYTHING
    NEW VIDEO FOR EVERYTHING
    ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଦେବାକୁଣ୍ଡ ଜଳ ପ୍ରପାତ ର ଦୃଶ୍ୟ
    1
    ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଦେବାକୁଣ୍ଡ ଜଳ ପ୍ରପାତ ର ଦୃଶ୍ୟ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବାଲେଶ୍ୱରର ବସ୍ତା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଟାଟା ପାୱାର କର୍ମଚାରୀମାନେ ଧାରଣା ଦେଇଛନ୍ତି। ଚାକିରୀରୁ ଛଟେଇ ପାଇଁ ନୋଟିସ ମିଳିବା ପରେ ସେମାନେ ଏହାକୁ ଟାଟା ପାୱାରର ପେଟକୁ ଲାତ ମାରିବା ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି।
    1
    ବାଲେଶ୍ୱରର ବସ୍ତା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଟାଟା ପାୱାର କର୍ମଚାରୀମାନେ ଧାରଣା ଦେଇଛନ୍ତି। ଚାକିରୀରୁ ଛଟେଇ ପାଇଁ ନୋଟିସ ମିଳିବା ପରେ ସେମାନେ ଏହାକୁ ଟାଟା ପାୱାରର ପେଟକୁ ଲାତ ମାରିବା ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    6 hrs ago
  • ବାଲେଶ୍ବରରେ ବିଜେପିର ମହିଳା ଆକ୍ରୋଶ, ସମାବେଶରେ ଫୁଟିଲା ନିଆଁ ବାଲେଶ୍ବର ଜିଲ୍ଲାରେ ବିଜେପି ପକ୍ଷରୁ ଏକ ବିରାଟ ମହିଳା ଆକ୍ରୋଶ ମହା ସମାବେଶ ଆୟୋଜିତ ହୋଇଛି। ମହିଳାମାନଙ୍କ ପ୍ରତି ହେଉଥ‌ିବା ଅନ୍ୟାୟ ଏବଂ ସରକାରୀ ବ୍ୟବସ୍ଥା ବିରୋଧରେ ଏହି ପ୍ରତିବାଦ ।
    1
    ବାଲେଶ୍ବରରେ ବିଜେପିର ମହିଳା ଆକ୍ରୋଶ, ସମାବେଶରେ ଫୁଟିଲା ନିଆଁ ବାଲେଶ୍ବର ଜିଲ୍ଲାରେ ବିଜେପି ପକ୍ଷରୁ ଏକ ବିରାଟ ମହିଳା ଆକ୍ରୋଶ ମହା ସମାବେଶ ଆୟୋଜିତ ହୋଇଛି। ମହିଳାମାନଙ୍କ ପ୍ରତି ହେଉଥ‌ିବା ଅନ୍ୟାୟ ଏବଂ ସରକାରୀ ବ୍ୟବସ୍ଥା ବିରୋଧରେ ଏହି ପ୍ରତିବାଦ ।
    user_Sanjaykumarbarik
    Sanjaykumarbarik
    Chef ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    4 hrs ago
  • Today Breaking News Headlines News
    1
    Today
Breaking News
Headlines
News
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    5 hrs ago
  • ମୟୂରଭଞ୍ଜର କପ୍ତିପଦା ଧୁଡାସାହି ଗାଁର ଜଣେ ୧୨ ବର୍ଷୀୟ ନାବାଳକ ୫ ଜଣ ସାଙ୍ଗଙ୍କ ସହ କଳା ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କପ୍ତିପଦା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
    2
    ମୟୂରଭଞ୍ଜର କପ୍ତିପଦା ଧୁଡାସାହି ଗାଁର ଜଣେ ୧୨ ବର୍ଷୀୟ ନାବାଳକ ୫ ଜଣ ସାଙ୍ଗଙ୍କ ସହ କଳା ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ କପ୍ତିପଦା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
    user_Malay ranjan patra
    Malay ranjan patra
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।
    1
    ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.