Shuru
Apke Nagar Ki App…
bondhu re pani puri Murti
Debit Harijan
bondhu re pani puri Murti
More news from ଓଡ଼ିଶା and nearby areas
- Post by Debit Harijan2
- ଦୁଇ ବାଇକ ମୁହାଁମୁହିଁ ଧକ୍କା, ଗ୍ରାମରକ୍ଷୀ ମୃତ, ଯବାନ ଗୁରୁତର। ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ କୋକସରା ବଙ୍ଗୋମୁଣ୍ଡା ଛକ ନିକଟରେ ବୁଧବାର ମଧ୍ୟାହ୍ନ ରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗ୍ରାମରକ୍ଷୀ ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକ ରେ ଥିବା ଜଣେ ଯବାନ ଗୁରୁତର ହୋଇ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ମତେ ଆଜି କୋକସରା ବଙ୍ଗୋମୁଣ୍ଡା ଛକ ନିକଟରେ ସ୍ଥାନୀୟ ଝରିଆଗୁଡା ଗ୍ରାମ ର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ (୫୩) ଓ ବିପରୀତ ଦିଗରୁ ଆସୁଥିବା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତ କାନ୍ଦୁଲଗୁଡା ଗ୍ରାମ ର ବାଇକ ଚାଳକ ଗୁପ୍ତେଶ୍ଵର ନାଏକ ଙ୍କ ସହ।ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ବାଇକ ଚାଳକ ଗୁରୁତର ହୋଇଥିବା ବେଳେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଗୋଡ଼ ଆଣ୍ଠୁ ରୁ କଟି ଯାଇ ଅତି ସଂକାଟାପନ୍ନ ଅବସ୍ଥାରେ ରହିଥିଲା। ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ, ଦମକଲ କର୍ମଚାରୀ ସମେତ ପୋଲିସ ପହଞ୍ଚି ଗୁରୁତର ଙ୍କୁ କୋକସରା ମେଡ଼ିକାଲ କୁ ପଠାଇଥିଲେ।ତେବେ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଗ୍ରାମରକ୍ଷୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଙ୍କ।ମୃତ୍ୟୁ ହୋଇଥିଲା ଓ ଗୁରୁତର ଯୁବକ ଗୁପ୍ତେଶ୍ଵର ଙ୍କୁ ଜିଲ୍ଲା ମୁଖ୍ୟାଳୟ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ ଦୁଇ ବାଇକ କୁ ଜବତ କରିବା ସହ ତଦନ୍ତ ଜାରି ରହିଛି। ଘଟଣାସ୍ଥଳରେ କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଉପସ୍ଥିତ ରହି ଘଟଣା ର ତଦନ୍ତ ଜାରି ରଖିଛନ୍ତି । କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡ ଙ୍କ ରିପୋର୍ଟ, ପଲିଟି କାଳ ଖଟି, ଓଡିଶା4
- କୁନ୍ଦୁରା : ହେଲମେଟ ବ୍ୟବହାର କାରୀଙ୍କୁ ଗୋଲାପ ଫୁଲ ଦେଇ ସଡ଼କ ସୁରକ୍ଷା ସଚେତନତା1
- ଶୁଭ ବିବାହ ତାରିଖ/8/3/261
- ବିଷମକଟକ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଏସପି ଙ୍କ ଦ୍ୱାରା ପ୍ରଶଂସିତ1
- ଭବାନୀପାଟଣା ପୌରପାଳିକା କୋମାନେ ପଡିଛେ।1
- ଜୟପୁର: ତାରା ପ୍ରସାଦ ବାହିନୀପତି ଜୟପୁର ବିଧାୟକଙ୍କ ନେତୃତ୍ୱରେ ଜୟପୁର ସେବା ପେପର୍ ମିଲ୍ ପୁନରୁଦ୍ଧାର ଓ ପୁନର୍ବାର ଚାଲୁ କରାଇବା ପାଇଁ ଦୁଇଟି ୟୁନିଅନର ସଦସ୍ୟା ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି।1
- ତୃତୀୟ ବାର୍ଷିକ ଦୋଳ ମହୋତ୍ସବ ଉଦଘାଟିତ #Deshduniyakhabar24 #kakatpur #dilapurnima #puri #Odisha #OdishaNews1