logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ସାବଧାନ_ବୁଲୁଛନ୍_ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି। #ସାବଧାନ_ବୁଲୁଛନ୍_ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି।

9 hrs ago
user_ବସନ୍ତ ମେହେର
ବସନ୍ତ ମେହେର
Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
9 hrs ago
7df47998-c055-454b-96e5-ed3003027deb

#ସାବଧାନ_ବୁଲୁଛନ୍_ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା

d3bd17fc-f912-4ec8-a3f3-08289fe8c8fa

ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି

c6d5e802-5f85-4163-8836-368e1010c932

ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି

9536bd6f-fb05-4c17-ab67-6d302903ab49

୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି। #ସାବଧାନ_ବୁଲୁଛନ୍_ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ

28bafb9e-220f-42fd-97be-feb01ae68f6a

ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ

6de6011f-b45c-4e4e-b226-ade621f19501

ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା,

ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି।

More news from ଓଡ଼ିଶା and nearby areas
  • #ସାବଧାନ_ବୁଲୁଛନ୍_ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି।
    7
    #ସାବଧାନ_ବୁଲୁଛନ୍_ଅପରାଧୀ 
ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବରଗଡ଼ ଟାଉନଥାନା ପୁଲିସ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସତ୍ୟମ ଚୌଧୁରୀ ଓ କିରନ ନାଗ। ଏମାନେ ବରଗଡ଼ ସହରର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗତକାଲି ଭୋର୍‌ରୁ ଗିରଫ ଦୁଇ ଜଣ ଓ ସେମାନଙ୍କ ସହ ଥିବା ଆଉ ତିନି ଜଣ ମିଶି ଏକ ସ୍କର୍ପିଓ ଗାଡ଼ିରେ ବରଡୋଲ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ସେତେବେଳେ ପୁଲିସ ସେମାନଙ୍କ ସ୍କର୍ପିଓ ଗାଡ଼ି ଯାଞ୍ଚ କରିବା ବେଳକୁ ଘଟଣାସ୍ଥଳରୁ ୩ ଜଣ ଫେରାର ମାରିଥିଲେ । ଦୁଇ ଜଣଙ୍କୁ ପୁଲିସ କାବୁ କରିଥିଲା। ଗାଡ଼ି ଭିତରୁ ବଡ଼ ଖଣ୍ଡା, ଭୁଜାଲି ବାହାରିଥିଲା । ପୁଲିସ ତାକୁ ଜବତ କରିବା ସହ ସେମାନେ ବ୍ୟବହାର କରିଥିବା ସ୍କର୍ପିଓ (ଓଡି ୦୮-୦୦୦୯)କୁ ମଧ୍ୟ ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି।
    user_ବସନ୍ତ ମେହେର
    ବସନ୍ତ ମେହେର
    Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    9 hrs ago
  • ବ୍ୟାସନଗରରେ ଶ୍ରୀ ରାମଲାଲା ଙ୍କ ଭଷାଣୀ ଉତ୍ସବ ପାଳନ !
    1
    ବ୍ୟାସନଗରରେ ଶ୍ରୀ ରାମଲାଲା ଙ୍କ ଭଷାଣୀ ଉତ୍ସବ ପାଳନ !
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ସୁବର୍ଣ୍ଣପୁର: ଏକ ଚଉଦ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋନପୁର ପୋଲିସ। ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ବୁଢ଼ାରଜା ଛକରେ ଟ୍ରକଟିକୁ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତନଖି କରାଯାଇଥିଲା। ୧୦.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ଦର ପ୍ରାୟ ଦଶ କୋଟି ହେବ ବୋଲି ଜଣାଯାଇଛି। ଟ୍ରକ ସହ ଡ୍ରାଇଭର ଲକ୍ଷ୍ମଣ ଯାଦବ(୫୯) ଏବଂ ହେଲ୍ପର ଲକ୍ଷ୍ମଣ ଯାଦବ (୨୯) ଙ୍କୁ ଗିରଫ କରିଛି। ସେହିପରି ବିନିକା ଥାନା ଦାନିପାଲି ଛକରୁ ୩.୭୨୦ ଏବଂ ବୀରମହାରାଜପୁରରୁ ୩୭.୪୫୦ କେଜି ମୋଟ ୧୦୯୧ କେଜି ଗଞ୍ଜେଇ ଜବତ କରିଛି ପୁଲିସ।
    1
    ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ
ସୁବର୍ଣ୍ଣପୁର: ଏକ ଚଉଦ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋନପୁର ପୋଲିସ। ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ବୁଢ଼ାରଜା ଛକରେ ଟ୍ରକଟିକୁ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତନଖି କରାଯାଇଥିଲା। ୧୦.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ଦର ପ୍ରାୟ ଦଶ କୋଟି ହେବ ବୋଲି ଜଣାଯାଇଛି। ଟ୍ରକ ସହ ଡ୍ରାଇଭର ଲକ୍ଷ୍ମଣ ଯାଦବ(୫୯) ଏବଂ ହେଲ୍ପର ଲକ୍ଷ୍ମଣ ଯାଦବ (୨୯) ଙ୍କୁ ଗିରଫ କରିଛି। ସେହିପରି ବିନିକା ଥାନା ଦାନିପାଲି ଛକରୁ ୩.୭୨୦ ଏବଂ ବୀରମହାରାଜପୁରରୁ ୩୭.୪୫୦ କେଜି ମୋଟ ୧୦୯୧ କେଜି ଗଞ୍ଜେଇ ଜବତ କରିଛି ପୁଲିସ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ସସୁବର୍ଣ୍ଣପୁର ଜିଲ୍ଲା ବିନିକାକୁ ସବଡିଭିଜନ ମାନ୍ୟତା ପାଇଁ ବିଧାନସଭାରେ ଦାବି କରିଛନ ଆମର ଲୋକପ୍ରିୟ ବିଧାୟକ ଇଂ ବୀରମହାରାଜପୁର ଜଗଦଲା
    1
    ସସୁବର୍ଣ୍ଣପୁର ଜିଲ୍ଲା  ବିନିକାକୁ ସବଡିଭିଜନ ମାନ୍ୟତା ପାଇଁ  ବିଧାନସଭାରେ ଦାବି କରିଛନ ଆମର ଲୋକପ୍ରିୟ ବିଧାୟକ  ଇଂ ବୀରମହାରାଜପୁର ଜଗଦଲା
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • Post by Padmanabha Naik
    1
    Post by Padmanabha Naik
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ଟିଟିଲାଗଡ଼ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ନମ୍ବର ଡି ଏ ଭି କଲେଜ ହଳଦୀ ରାସ୍ତା ର ବେଳପଦର ଗାଁ ନିକଟରେ ଏକ କାର୍ଟୁନ ବୋଝେଇ ଟ୍ରକ ରେ ହଠାତ ନିଆଁ ଲାଗି ହୁ ହୁ ହୋଇ ଜଳି ଯିବା ଦେଖି ଟ୍ରକ ଚାଳକ ଗାଡି ଅଟକାଇ ରୁ ଡେଇଁ ପଡ଼ିଥିଲେ l ପରେ ଏନେଇ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ କୁ ଖବର ଦିଆଯାଇଥିଲା l ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ଆସି ନିଆଁ ଲିଭାଇଥିଲେ l ହେଲେ ସେ ସମୟ ଭିତରେ ଗାଡି ଟି ସମ୍ପୂର୍ଣ ଜଳି ଯାଇଥିଲା l ଟିଟିଲାଗଡ଼ ରୁ ରାୟପୁର ଅଭିମୁଖେ ଯାଉଥିବା ଏହି ଟ୍ରକ ରେ କାର୍ଟୁନ ଗୁଡିକ ଭର୍ତି ରହିଥିଲା l ତେବେ ସଟ ସର୍କିଟ ହୋଇ ଟ୍ରକ ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି l
    2
    ଟିଟିଲାଗଡ଼ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ନମ୍ବର ଡି ଏ ଭି କଲେଜ ହଳଦୀ ରାସ୍ତା ର ବେଳପଦର ଗାଁ ନିକଟରେ ଏକ କାର୍ଟୁନ ବୋଝେଇ ଟ୍ରକ ରେ ହଠାତ ନିଆଁ ଲାଗି ହୁ ହୁ ହୋଇ ଜଳି ଯିବା ଦେଖି ଟ୍ରକ ଚାଳକ ଗାଡି ଅଟକାଇ ରୁ ଡେଇଁ ପଡ଼ିଥିଲେ l ପରେ ଏନେଇ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ କୁ ଖବର ଦିଆଯାଇଥିଲା l ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ଆସି ନିଆଁ ଲିଭାଇଥିଲେ l ହେଲେ ସେ ସମୟ ଭିତରେ ଗାଡି ଟି ସମ୍ପୂର୍ଣ ଜଳି ଯାଇଥିଲା l ଟିଟିଲାଗଡ଼ ରୁ ରାୟପୁର ଅଭିମୁଖେ ଯାଉଥିବା ଏହି ଟ୍ରକ ରେ କାର୍ଟୁନ ଗୁଡିକ ଭର୍ତି ରହିଥିଲା l ତେବେ ସଟ ସର୍କିଟ ହୋଇ ଟ୍ରକ ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    18 hrs ago
  • ବ୍ୟାସନଗରରେ ଶ୍ରୀ ରାମଲାଲା ଙ୍କ ଭଷାଣୀ ଉତ୍ସବ ପାଳନ !
    1
    ବ୍ୟାସନଗରରେ ଶ୍ରୀ ରାମଲାଲା ଙ୍କ ଭଷାଣୀ ଉତ୍ସବ ପାଳନ !
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.