logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋରୁକୋଣ୍ଡା ବ୍ଲକ ଡୁଡାମେଟା ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମଅଭିଯୋଗ ଶୁଣାଣି ଶିବର ଆଜି କୋରୁକୋଣ୍ଡା ବ୍ଲକ ଡୁଡ଼ାମେଟା ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୬୯ ଟି ଅଭିଯୋଗ ଗୁଡ଼ିକର ଶୁଣାଣୀ ହୋଇଥିଲା । ତନ୍ମଧ୍ୟରୁ ୨୯ ଟି ବ୍ୟକ୍ତିଗତ ଓ ୪୦ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ବିଭିନ୍ନ ଯୋଜନାର ସେବା ଯୋଗାଇ ଦେବା ପାଇଁ ଶିବିରରେ କ୍ୟାମ୍ପ ସ୍ଥାପନ କରାଯାଇଥିଲା। ହିତାଧିକାରୀଙ୍କୁ ନୂତନ ଶ୍ରମ କାର୍ଡ ପ୍ରଦାନ କରାଯାଇଥିବା ବେଳେ କାର୍ଡ ଗୁଡ଼ିକର ନବୀକରଣ କରାଯାଇଥିଲା। ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ନୂତନ ପେନସନ ନିମନ୍ତେ ପଞ୍ଜୀକରଣ କରାଯାଇଥିଲା। ସେହିପରି ହେଲ୍ଥ କ୍ୟାମ୍ପ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

1 day ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
1 day ago
3aecd4c2-0354-4a1b-83a5-32759ff3a7dd

କୋରୁକୋଣ୍ଡା ବ୍ଲକ ଡୁଡାମେଟା ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମଅଭିଯୋଗ ଶୁଣାଣି ଶିବର ଆଜି କୋରୁକୋଣ୍ଡା ବ୍ଲକ ଡୁଡ଼ାମେଟା ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୬୯ ଟି ଅଭିଯୋଗ ଗୁଡ଼ିକର ଶୁଣାଣୀ ହୋଇଥିଲା । ତନ୍ମଧ୍ୟରୁ ୨୯ ଟି ବ୍ୟକ୍ତିଗତ ଓ ୪୦ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ବିଭିନ୍ନ ଯୋଜନାର ସେବା ଯୋଗାଇ ଦେବା ପାଇଁ ଶିବିରରେ କ୍ୟାମ୍ପ ସ୍ଥାପନ କରାଯାଇଥିଲା। ହିତାଧିକାରୀଙ୍କୁ ନୂତନ ଶ୍ରମ

c97c6b14-35ef-4078-ba13-d83bd8152a46

କାର୍ଡ ପ୍ରଦାନ କରାଯାଇଥିବା ବେଳେ କାର୍ଡ ଗୁଡ଼ିକର ନବୀକରଣ କରାଯାଇଥିଲା। ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ନୂତନ ପେନସନ ନିମନ୍ତେ ପଞ୍ଜୀକରଣ କରାଯାଇଥିଲା। ସେହିପରି ହେଲ୍ଥ କ୍ୟାମ୍ପ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ଗତ ତା ୧୪-୨-୨୬ ଦିନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ମତେ ଜିଲ୍ଲା ଯୋଗାଣ ବିଭାଗ, ମାଲକାନାଗିରି ପୋଲିସ୍ ଓ ଅତିରିକ୍ତ ତହସିଲଦାର ମାଲକାନାଗିରି ଙ୍କ ଦ୍ବାରା କାଲିମେଳା ଓ ପଦ୍ମଗିରି ଅଞ୍ଚଳ ରେ ଅସାଧୁ ଧାନ ବ୍ୟବସାୟୀ ଙ୍କୁ ଧରିବା ପାଇଁ ଏକ ମିଳିତ ଉଦ୍ୟମ କରାଯାଇଥିଲା । ଉକ୍ତ ଦିନ ଅପରାହ୍ନ ସମୟରେ MV-84 ଗ୍ରାମ ର ଦୁଇଜଣ ବ୍ୟକ୍ତି ଯଥା ରଞ୍ଜନ ବିଶ୍ଵାସ ଓ ବନଲାଲ ଦେ ଙ୍କ ଘରେ ଚଢ଼ାଉ କରା ଯାଇଥିଲା । ଚଢ଼ାଉ ସମୟରେ ରଞ୍ଜନ ବିଶ୍ବାସ ଙ୍କ ଠାରୁ 250qntl. ଓ ବନଲାଲ ଦେ ଙ୍କ ଠାରୁ 201qntl. ଧାନ ନିଜ ନିଜ ମଣ୍ଡି ପାଇଁ ଉଦ୍ଦିଷ୍ଟ ଟୋକନ ଠାରୁ ଅଧିକ ଅତିରିକ୍ତ ଧାନ ଠାବ କରାଯାଇଥିଲା, ଯାହାର ସଠିକ କାଗଜ ପତ୍ର ତଦନ୍ତ ସମୟରେ ସେମାନେ ଦେଖାଇ ପାରି ନଥିଲେ । ତେଣୁ ଏହି ଅତିରିକ୍ତ ଧାନ ଯୋଗାଣ ନିରୀକ୍ଷକ, ମାଲକାନଗିରି ଙ୍କ ଦ୍ବାରା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ୍ ଅନୁଯାୟୀ ଜବତ କରାଯାଇଥିଲା ଓ ଜିଲ୍ଲାପାଳ ମାଲକାନଗିରି ଙ୍କ ଠାରେ F.I.R ରୁଜୁ କରାଯାଇଥିଲା । ଏହି ଚଢାଉ ସମୟରେ ଯୋଗାଣ ନିରୀକ୍ଷକ ଖଇରପୁଟ, ଅତିରିକ୍ତ ଯୋଗାଣ ଅଧିକାରୀ ମାଲକାନାଗିରି , ଯୋଗାଣ ବିଭାଗ ତରଫରୁ ଉପସ୍ଥିତ ଥିଲେ ।
    1
    ଗତ ତା ୧୪-୨-୨୬ ଦିନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ମତେ ଜିଲ୍ଲା ଯୋଗାଣ ବିଭାଗ, ମାଲକାନାଗିରି ପୋଲିସ୍ ଓ ଅତିରିକ୍ତ ତହସିଲଦାର ମାଲକାନାଗିରି ଙ୍କ ଦ୍ବାରା କାଲିମେଳା ଓ ପଦ୍ମଗିରି ଅଞ୍ଚଳ ରେ ଅସାଧୁ ଧାନ ବ୍ୟବସାୟୀ ଙ୍କୁ ଧରିବା ପାଇଁ ଏକ ମିଳିତ ଉଦ୍ୟମ କରାଯାଇଥିଲା । ଉକ୍ତ ଦିନ ଅପରାହ୍ନ ସମୟରେ MV-84 ଗ୍ରାମ ର ଦୁଇଜଣ ବ୍ୟକ୍ତି ଯଥା ରଞ୍ଜନ ବିଶ୍ଵାସ ଓ ବନଲାଲ ଦେ ଙ୍କ ଘରେ ଚଢ଼ାଉ କରା ଯାଇଥିଲା । ଚଢ଼ାଉ ସମୟରେ ରଞ୍ଜନ ବିଶ୍ବାସ ଙ୍କ ଠାରୁ 250qntl. ଓ ବନଲାଲ ଦେ ଙ୍କ ଠାରୁ 201qntl. ଧାନ ନିଜ ନିଜ ମଣ୍ଡି ପାଇଁ ଉଦ୍ଦିଷ୍ଟ ଟୋକନ ଠାରୁ ଅଧିକ ଅତିରିକ୍ତ ଧାନ ଠାବ କରାଯାଇଥିଲା, ଯାହାର ସଠିକ କାଗଜ ପତ୍ର ତଦନ୍ତ ସମୟରେ ସେମାନେ ଦେଖାଇ ପାରି ନଥିଲେ । ତେଣୁ ଏହି ଅତିରିକ୍ତ ଧାନ ଯୋଗାଣ ନିରୀକ୍ଷକ, ମାଲକାନଗିରି ଙ୍କ ଦ୍ବାରା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ୍ ଅନୁଯାୟୀ ଜବତ କରାଯାଇଥିଲା ଓ ଜିଲ୍ଲାପାଳ ମାଲକାନଗିରି ଙ୍କ ଠାରେ F.I.R ରୁଜୁ କରାଯାଇଥିଲା । ଏହି ଚଢାଉ ସମୟରେ ଯୋଗାଣ ନିରୀକ୍ଷକ ଖଇରପୁଟ, ଅତିରିକ୍ତ ଯୋଗାଣ ଅଧିକାରୀ ମାଲକାନାଗିରି , ଯୋଗାଣ ବିଭାଗ ତରଫରୁ ଉପସ୍ଥିତ ଥିଲେ ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    12 hrs ago
  • #ଏମିତି_ଉଦ୍ଧାର_ହେଲା_ଯବାନଙ୍କ_ମୃତ_ଦେହ 40 ଘଣ୍ଟା ଧରି କୋଟପାଡ଼ ଅଗ୍ନୀସମ ବିଭାଗ,ଓଡ୍ରାଫ ଟିମ୍,ଛତିଶଗଡ଼ର NDRF, SDRF ଟିମ୍ ର ସନ୍ଧାନ ପରେ ଜଳପ୍ରପାତରୁ ଉଦ୍ଧାର ହେଲା ଯବାନଙ୍କ ମୃତ ଦେହ #KotpadBreakingnews #Gulmi #kotpad #missing #CISF #CISFSI #bodyrecovery #Koraput #Odisha #OdishaNews
    1
    #ଏମିତି_ଉଦ୍ଧାର_ହେଲା_ଯବାନଙ୍କ_ମୃତ_ଦେହ 
40 ଘଣ୍ଟା ଧରି କୋଟପାଡ଼ ଅଗ୍ନୀସମ ବିଭାଗ,ଓଡ୍ରାଫ ଟିମ୍,ଛତିଶଗଡ଼ର NDRF, SDRF ଟିମ୍ ର  ସନ୍ଧାନ ପରେ  ଜଳପ୍ରପାତରୁ ଉଦ୍ଧାର ହେଲା ଯବାନଙ୍କ ମୃତ ଦେହ #KotpadBreakingnews #Gulmi #kotpad #missing #CISF #CISFSI #bodyrecovery #Koraput #Odisha #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    6 hrs ago
  • ଜାଲ୍ ମେଡିକାଲ୍ ସାର୍ଟିଫିକେଟ୍ ମାମଲାରେ ଜୟପୁରରେ ଚର୍ଚ୍ଚା ଜୋରଦାର ହୋଉଛି। ଜୟପୁର ଘରୋଇ ବସ ମାଲିକ ସଂଘର ସମ୍ପାଦକ ନରେନ୍ଦ୍ର ମହାନ୍ତି ଜାଲ୍ ମେଡିକାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗରେ ଛନ୍ଦି ହୋଇଥିବା ସାମ୍ନାକୁ ଆସିଛି! ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଏହି ଘଟଣା ଘରୋଇ ବସ ମାଲିକ ସଂଘ ମଧ୍ୟରେ ଚଞ୍ଚଳତା ସୃଷ୍ଟି କରିଛି।
    1
    ଜାଲ୍ ମେଡିକାଲ୍ ସାର୍ଟିଫିକେଟ୍ ମାମଲାରେ ଜୟପୁରରେ ଚର୍ଚ୍ଚା ଜୋରଦାର ହୋଉଛି।
ଜୟପୁର ଘରୋଇ ବସ ମାଲିକ ସଂଘର ସମ୍ପାଦକ ନରେନ୍ଦ୍ର ମହାନ୍ତି ଜାଲ୍ ମେଡିକାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗରେ ଛନ୍ଦି ହୋଇଥିବା ସାମ୍ନାକୁ ଆସିଛି!  ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଏହି ଘଟଣା ଘରୋଇ ବସ ମାଲିକ ସଂଘ ମଧ୍ୟରେ ଚଞ୍ଚଳତା ସୃଷ୍ଟି କରିଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • Post by Jeypore Local News
    1
    Post by Jeypore Local News
    user_Jeypore Local News
    Jeypore Local News
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    22 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    5 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    23 hrs ago
  • ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସରପଞ୍ଚ ଇନ୍ଦ୍ର ପାଞ୍ଜିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରେ ଥିବା କିଛି ହାତ ଗଣତି ଲୋକ ଯୋଗ ଦେଇଥିବା ବେଳେ ଅଧିକାଂଶ ପାନୀୟ ଜଳ, ରାସ୍ତା ନିର୍ମାଣ,ଅଙ୍ଗନବାଡି କେନ୍ଦ୍ର ମରାମତି,ପଞ୍ଚାୟତ ରେ ଥିବା ଅନେକ ଅଙ୍ଗନବାଡ଼ି କେନ୍ଦ୍ର ରେ ପାନୀୟ ଜଳ ର ସମସ୍ୟା ଥିବା ଓ କିଛି ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବାକୁ ନେଇ ଅଭିଯୋଗ ହୋଇଥିଲା।ଲକ୍ଷ୍ମୀପୁର ଗୋଷ୍ଠୀ ଉନୟନ ଅଧିକାରୀ ସବ୍ୟସାଚୀ ବେହେରା ଉପସ୍ଥିତ ରହି ପଞ୍ଚାୟତ ରେ ଲାଗି ରହିଥିବା ପ୍ରତ୍ୟେକ ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ
    1
    ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସରପଞ୍ଚ ଇନ୍ଦ୍ର ପାଞ୍ଜିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରେ ଥିବା କିଛି ହାତ ଗଣତି ଲୋକ ଯୋଗ ଦେଇଥିବା ବେଳେ ଅଧିକାଂଶ ପାନୀୟ ଜଳ, ରାସ୍ତା ନିର୍ମାଣ,ଅଙ୍ଗନବାଡି କେନ୍ଦ୍ର ମରାମତି,ପଞ୍ଚାୟତ ରେ ଥିବା ଅନେକ ଅଙ୍ଗନବାଡ଼ି କେନ୍ଦ୍ର ରେ ପାନୀୟ ଜଳ ର ସମସ୍ୟା ଥିବା ଓ କିଛି ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବାକୁ ନେଇ ଅଭିଯୋଗ ହୋଇଥିଲା।ଲକ୍ଷ୍ମୀପୁର ଗୋଷ୍ଠୀ ଉନୟନ ଅଧିକାରୀ ସବ୍ୟସାଚୀ ବେହେରା ଉପସ୍ଥିତ ରହି ପଞ୍ଚାୟତ ରେ ଲାଗି ରହିଥିବା ପ୍ରତ୍ୟେକ ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ
    user_KADAMBINI
    KADAMBINI
    ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    21 hrs ago
  • ଗୁଲୁମି ଜଳପ୍ରପାତରେ ବୁଡ଼ି ନିଖୋଜର 24ଘଣ୍ଟା ପରେ ବି CISF ଯବାନଙ୍କ ମିଳୁନାହିଁ ପତ୍ତା #KotpadBreakingNews
    1
    ଗୁଲୁମି ଜଳପ୍ରପାତରେ ବୁଡ଼ି ନିଖୋଜର 24ଘଣ୍ଟା ପରେ ବି CISF ଯବାନଙ୍କ ମିଳୁନାହିଁ ପତ୍ତା #KotpadBreakingNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.