ଗତ ତା ୧୪-୨-୨୬ ଦିନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ମତେ ଜିଲ୍ଲା ଯୋଗାଣ ବିଭାଗ, ମାଲକାନାଗିରି ପୋଲିସ୍ ଓ ଅତିରିକ୍ତ ତହସିଲଦାର ମାଲକାନାଗିରି ଙ୍କ ଦ୍ବାରା କାଲିମେଳା ଓ ପଦ୍ମଗିରି ଅଞ୍ଚଳ ରେ ଅସାଧୁ ଧାନ ବ୍ୟବସାୟୀ ଙ୍କୁ ଧରିବା ପାଇଁ ଏକ ମିଳିତ ଉଦ୍ୟମ କରାଯାଇଥିଲା । ଉକ୍ତ ଦିନ ଅପରାହ୍ନ ସମୟରେ MV-84 ଗ୍ରାମ ର ଦୁଇଜଣ ବ୍ୟକ୍ତି ଯଥା ରଞ୍ଜନ ବିଶ୍ଵାସ ଓ ବନଲାଲ ଦେ ଙ୍କ ଘରେ ଚଢ଼ାଉ କରା ଯାଇଥିଲା । ଚଢ଼ାଉ ସମୟରେ ରଞ୍ଜନ ବିଶ୍ବାସ ଙ୍କ ଠାରୁ 250qntl. ଓ ବନଲାଲ ଦେ ଙ୍କ ଠାରୁ 201qntl. ଧାନ ନିଜ ନିଜ ମଣ୍ଡି ପାଇଁ ଉଦ୍ଦିଷ୍ଟ ଟୋକନ ଠାରୁ ଅଧିକ ଅତିରିକ୍ତ ଧାନ ଠାବ କରାଯାଇଥିଲା, ଯାହାର ସଠିକ କାଗଜ ପତ୍ର ତଦନ୍ତ ସମୟରେ ସେମାନେ ଦେଖାଇ ପାରି ନଥିଲେ । ତେଣୁ ଏହି ଅତିରିକ୍ତ ଧାନ ଯୋଗାଣ ନିରୀକ୍ଷକ, ମାଲକାନଗିରି ଙ୍କ ଦ୍ବାରା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ୍ ଅନୁଯାୟୀ ଜବତ କରାଯାଇଥିଲା ଓ ଜିଲ୍ଲାପାଳ ମାଲକାନଗିରି ଙ୍କ ଠାରେ F.I.R ରୁଜୁ କରାଯାଇଥିଲା । ଏହି ଚଢାଉ ସମୟରେ ଯୋଗାଣ ନିରୀକ୍ଷକ ଖଇରପୁଟ, ଅତିରିକ୍ତ ଯୋଗାଣ ଅଧିକାରୀ ମାଲକାନାଗିରି , ଯୋଗାଣ ବିଭାଗ ତରଫରୁ ଉପସ୍ଥିତ ଥିଲେ ।

- ଗତ ତା ୧୪-୨-୨୬ ଦିନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ମତେ ଜିଲ୍ଲା ଯୋଗାଣ ବିଭାଗ, ମାଲକାନାଗିରି ପୋଲିସ୍ ଓ ଅତିରିକ୍ତ ତହସିଲଦାର ମାଲକାନାଗିରି ଙ୍କ ଦ୍ବାରା କାଲିମେଳା ଓ ପଦ୍ମଗିରି ଅଞ୍ଚଳ ରେ ଅସାଧୁ ଧାନ ବ୍ୟବସାୟୀ ଙ୍କୁ ଧରିବା ପାଇଁ ଏକ ମିଳିତ ଉଦ୍ୟମ କରାଯାଇଥିଲା । ଉକ୍ତ ଦିନ ଅପରାହ୍ନ ସମୟରେ MV-84 ଗ୍ରାମ ର ଦୁଇଜଣ ବ୍ୟକ୍ତି ଯଥା ରଞ୍ଜନ ବିଶ୍ଵାସ ଓ ବନଲାଲ ଦେ ଙ୍କ ଘରେ ଚଢ଼ାଉ କରା ଯାଇଥିଲା । ଚଢ଼ାଉ ସମୟରେ ରଞ୍ଜନ ବିଶ୍ବାସ ଙ୍କ ଠାରୁ 250qntl. ଓ ବନଲାଲ ଦେ ଙ୍କ ଠାରୁ 201qntl. ଧାନ ନିଜ ନିଜ ମଣ୍ଡି ପାଇଁ ଉଦ୍ଦିଷ୍ଟ ଟୋକନ ଠାରୁ ଅଧିକ ଅତିରିକ୍ତ ଧାନ ଠାବ କରାଯାଇଥିଲା, ଯାହାର ସଠିକ କାଗଜ ପତ୍ର ତଦନ୍ତ ସମୟରେ ସେମାନେ ଦେଖାଇ ପାରି ନଥିଲେ । ତେଣୁ ଏହି ଅତିରିକ୍ତ ଧାନ ଯୋଗାଣ ନିରୀକ୍ଷକ, ମାଲକାନଗିରି ଙ୍କ ଦ୍ବାରା ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ୍ ଅନୁଯାୟୀ ଜବତ କରାଯାଇଥିଲା ଓ ଜିଲ୍ଲାପାଳ ମାଲକାନଗିରି ଙ୍କ ଠାରେ F.I.R ରୁଜୁ କରାଯାଇଥିଲା । ଏହି ଚଢାଉ ସମୟରେ ଯୋଗାଣ ନିରୀକ୍ଷକ ଖଇରପୁଟ, ଅତିରିକ୍ତ ଯୋଗାଣ ଅଧିକାରୀ ମାଲକାନାଗିରି , ଯୋଗାଣ ବିଭାଗ ତରଫରୁ ଉପସ୍ଥିତ ଥିଲେ ।1
- ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ହେବାର ଆବଶ୍ୟକ ରହିଛି ଜୟପୁର ବନଖଣ୍ଡ ଅଧିକାରୀ, ଶୁଭେନ୍ଧୁ କୁମାର ବେହେରା l1
- #ଏମିତି_ଉଦ୍ଧାର_ହେଲା_ଯବାନଙ୍କ_ମୃତ_ଦେହ 40 ଘଣ୍ଟା ଧରି କୋଟପାଡ଼ ଅଗ୍ନୀସମ ବିଭାଗ,ଓଡ୍ରାଫ ଟିମ୍,ଛତିଶଗଡ଼ର NDRF, SDRF ଟିମ୍ ର ସନ୍ଧାନ ପରେ ଜଳପ୍ରପାତରୁ ଉଦ୍ଧାର ହେଲା ଯବାନଙ୍କ ମୃତ ଦେହ #KotpadBreakingnews #Gulmi #kotpad #missing #CISF #CISFSI #bodyrecovery #Koraput #Odisha #OdishaNews1
- ନୂତନ ଥାନା ଅଧିକାରୀ ପରମାନନ୍ଦ ସୁନାନୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମିଡ଼ିଆ ହାଉସ ଦାମନଯୋଡିର ସାମ୍ବାଦିକମାନେ। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଦାମନଯୋଡି ଥାନା ଅଧିକାରୀ ଶ୍ରୀ ସୁନାନୀ କହିଛନ୍ତି।1
- Post by ଓମ୍ ସାଇ ରାମ୍1
- Post by HABIL DONGRI1
- କାହିଁକି ଆଇରନ ଓ ଫୋଲିକ୍ ଏସିଡ ବଟିକା। ବାଣ୍ଟିଲେ ନାହିଁ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀ । ଅବ୍ୟବସ୍ଥା ଘେରରେ ବୁଡ଼ି ରହିଛି ଜୟପାଟଣା ବ୍ଳକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ । ସରକାର କିଶୋରୀ ବାଳିକା ଙ୍କୁ ଆଇରନ ଓ ଫୋଲିକ୍ ଏସିଡ ବଟିକା ଦିଆଯାଉଥିବା ବେଳେ ଜୟପାଟଣା ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟଳୟରେ ପଡ଼ି ରହିଛି ଆଇରନ ଓ ଫୋଲିକ୍ ଏସିଡ ବଟିକା। ଅବଧି ତାରିଖ ସରିଯାଇଛି ହେଲେ ପେଟି ପେଟି ଫୋଲିକ ଏସିଡ ବଟିକା ବାଣ୍ଟିଲେ ନାହିଁ କାହିଁକି । କଣ ରହିଛି ଭିତିରିଆ ରହସ୍ୟ ? ଏହି ବିଷୟରେ ଗଣ ପ୍ରତିନିଧି ବିଭାଗୀୟ ଅଧିକାରୀ ସିଡିପିଓଙ୍କୁ ପଚାରିବାରୁ ସିଧା ସଳଖ ମନାକରି ଦେଇଥିଲେ। ଏବଂ ମୁଁ ନୂଆ ଆସିଛି ଏହି ସବୁ ଆଗରୁ ଥିଲା ବୋଲି ସୂଚନା ଦେଇଥିଲେ । ଶିଶୁ ଏବଂ ମାଁ ମାନଙ୍କ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ସୁରକ୍ଷା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି ସତ ,କିନ୍ତୁ ତାହା ବାଟ ବଣା ହେଉଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ଭିତରେ ଦେଖିବାକୁ ମିଳିଛି କାଗଜ କାଟନ୍ ବାକ୍ସରେ ପଡ଼ିରହିଛି ଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଜି ବଟିକା , ଯାହାର ଉତ୍ପାଦନ ତାରିଖ ୦୮/୨୦୨୩ ଥିବା ବେଳେ ଅବଧି ତାରିଖ ୦୭/୨୦୨୫ ରେ ଶେଷ ହୋଇଯାଇଛି। କଣ ତ୍ରୁଟି ରହିଥିଲା ଯାହା ଫଳରେ କିଶୋରୀ ବାଳିକା ଏବଂ ଗର୍ଭବତୀ ମହିଳାଙ୍କୁ ଦିଆଗଲା ନାହିଁ । କେତେ ଜଣଙ୍କ ପାଇଁ କେତେ ପରିମାଣରେ ଏହିଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଯୋଗାଇ ଦିଆଯାଉଛି ? କାହିଁକି ଏତେ ପରିମାଣର ଔଷଧ ଦିଆଗଲା ନାହିଁ । ତାହା ପ୍ରଶ୍ନବାଚୀ ଉଠିଛି । କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡ ଙ୍କ ରିପୋର୍ଟ4
- ଜାଲ୍ ମେଡିକାଲ୍ ସାର୍ଟିଫିକେଟ୍ ମାମଲାରେ ଜୟପୁରରେ ଚର୍ଚ୍ଚା ଜୋରଦାର ହୋଉଛି। ଜୟପୁର ଘରୋଇ ବସ ମାଲିକ ସଂଘର ସମ୍ପାଦକ ନରେନ୍ଦ୍ର ମହାନ୍ତି ଜାଲ୍ ମେଡିକାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗରେ ଛନ୍ଦି ହୋଇଥିବା ସାମ୍ନାକୁ ଆସିଛି! ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଏହି ଘଟଣା ଘରୋଇ ବସ ମାଲିକ ସଂଘ ମଧ୍ୟରେ ଚଞ୍ଚଳତା ସୃଷ୍ଟି କରିଛି।1