logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୀରମହାରାଜପୁର କଲେଜ ରେ ଜାତୀୟ ଯୁବ ଦିବସ ପାଳନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅନୁକୂଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ପାଢୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଯୁବ ଦିବସ ପାଳନ ହୋଇଛି। ଏହି ଅବସରରେ ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ, ଇତିହାସ ବିଭାଗର ଅଧ୍ୟାପିକା ଡକ୍ଟର ବନ୍ଦିତା ବିଶ୍ୱାଳ, ଓଡ଼ିଆ ବିଭାଗ ଅଧ୍ୟାପକ ପ୍ରକାଶ କୁମାର ସେଠ, ରାଜନୀତି ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର ଝା, ସ୍ମୃତି ରଞ୍ଜନ ଭରାସାଗର ପ୍ରମୁଖ ବକ୍ତବ୍ୟ ରଖିଥିଲେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଜାତୀୟ ସେବା ଯୋଜନାର ପରିଚଳିକା ଯାମିନୀ ଦାଶ ସଭା ସଂଯୋଜନା କରିଥିଲେ। ମଞ୍ଚାସୀନ ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ ଯେ ଦେଶ ଗଠନରେ ଯୁବପିଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ି ହିଁ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାନ୍ତି। ଏହି ଅବସରରେ ବିବେକାନନ୍ଦଙ୍କ ଜୀବନୀ, ବାଣୀ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଅଧ୍ୟାପକ ପ୍ରଭାତ କୁମାର ପୁରୋହିତ, ଅଧ୍ୟାପିକା ବିଚିତ୍ରା ସାହୁ, ପୂଜାରାଣୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହିଥିଲେ। ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ବନ୍ଦେ ମାତରମ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବା ସହିତ ସ୍ୱଦେଶୀ ପତ୍ର ପାଠ କରାଯାଇଥିଲା।ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ।

3 hrs ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
3 hrs ago
8919afb5-38e9-4c5d-b8f6-8faeabf5c0a6

ବୀରମହାରାଜପୁର କଲେଜ ରେ ଜାତୀୟ ଯୁବ ଦିବସ ପାଳନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅନୁକୂଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ପାଢୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଯୁବ ଦିବସ ପାଳନ ହୋଇଛି। ଏହି ଅବସରରେ ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ, ଇତିହାସ ବିଭାଗର ଅଧ୍ୟାପିକା ଡକ୍ଟର ବନ୍ଦିତା ବିଶ୍ୱାଳ, ଓଡ଼ିଆ ବିଭାଗ ଅଧ୍ୟାପକ ପ୍ରକାଶ କୁମାର ସେଠ, ରାଜନୀତି ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର ଝା, ସ୍ମୃତି ରଞ୍ଜନ ଭରାସାଗର ପ୍ରମୁଖ ବକ୍ତବ୍ୟ ରଖିଥିଲେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଜାତୀୟ ସେବା ଯୋଜନାର ପରିଚଳିକା ଯାମିନୀ ଦାଶ ସଭା ସଂଯୋଜନା କରିଥିଲେ।

ea103954-b0a1-430d-bb82-85d9ae208e6d

ମଞ୍ଚାସୀନ ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ ଯେ ଦେଶ ଗଠନରେ ଯୁବପିଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ି ହିଁ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାନ୍ତି। ଏହି ଅବସରରେ ବିବେକାନନ୍ଦଙ୍କ ଜୀବନୀ, ବାଣୀ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଅଧ୍ୟାପକ ପ୍ରଭାତ କୁମାର ପୁରୋହିତ, ଅଧ୍ୟାପିକା ବିଚିତ୍ରା ସାହୁ, ପୂଜାରାଣୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହିଥିଲେ। ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ବନ୍ଦେ ମାତରମ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବା ସହିତ ସ୍ୱଦେଶୀ ପତ୍ର ପାଠ କରାଯାଇଥିଲା।ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin
    1
    ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    1 hr ago
  • କୁଚିଣ୍ଡା ନଗର ବିଜେପି ମଣ୍ଡଳ ପକ୍ଷ ରୁ ଝୁଲେନ ପୋଲ ପାଖ ସ୍ଥିତ ବାବା ବିଶେଶ୍ୱର ଶିବ ମନ୍ଦିର ରେ ସୋମନାଥ ମନ୍ଦିର ର ୧୦୦୦ ବର୍ଷ ପୂର୍ତ୍ତି ଏବଂ ପୁନର୍ନିରମାଣ ର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀପ ଜାଲି ପୂଜାର୍ଚନା କରାଯାଇଛି ।ଏଥିରେ କୁଚିଣ୍ଡା ନଗର ବିଜେପି ସଭାପତି ପ୍ରାଣବନ୍ଧୁ ନାଥ, ରାଣପ୍ରତାପ ସିଂ,ମହିଳା ମୋର୍ଚ୍ଚା ସଭାନେତ୍ରୀ କୁଂଜଲତା ନାଏକ, କାର୍ଯ୍ୟକର୍ତା ବାବୁଲୁ ଖଣ୍ଡା, ବରିଷ୍ଟ କାର୍ଯ୍ୟକର୍ତ୍ତା,ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    1
    କୁଚିଣ୍ଡା ନଗର ବିଜେପି ମଣ୍ଡଳ ପକ୍ଷ ରୁ  ଝୁଲେନ ପୋଲ ପାଖ ସ୍ଥିତ  ବାବା ବିଶେଶ୍ୱର ଶିବ ମନ୍ଦିର ରେ  ସୋମନାଥ ମନ୍ଦିର ର ୧୦୦୦ ବର୍ଷ ପୂର୍ତ୍ତି ଏବଂ ପୁନର୍ନିରମାଣ ର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀପ ଜାଲି ପୂଜାର୍ଚନା କରାଯାଇଛି ।ଏଥିରେ କୁଚିଣ୍ଡା ନଗର ବିଜେପି ସଭାପତି ପ୍ରାଣବନ୍ଧୁ ନାଥ, ରାଣପ୍ରତାପ ସିଂ,ମହିଳା ମୋର୍ଚ୍ଚା ସଭାନେତ୍ରୀ କୁଂଜଲତା ନାଏକ, କାର୍ଯ୍ୟକର୍ତା ବାବୁଲୁ ଖଣ୍ଡା,  ବରିଷ୍ଟ କାର୍ଯ୍ୟକର୍ତ୍ତା,ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
    user_Tanaya Mahapatra
    Tanaya Mahapatra
    Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    10 hrs ago
  • ବୁଳବୁଦାବନଵିହାରିଳାକିଜେ
    1
    ବୁଳବୁଦାବନଵିହାରିଳାକିଜେ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    12 hrs ago
  • ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts
    1
    ଆମେ କଣ ଦୋକାନ ଦେଇଛେ ବୋଲି ରାସ୍ତା ଘାଟରେ ପଇସା ମାଘିବା ମୋ କଥା ଟିକେ ଶୁଣୁ 🤔 #love #imotional #viral #vlog #onlykathiofficialy #lovestory #ytshorts
    user_Gobinda
    Gobinda
    Actor Anugul, Odisha•
    8 hrs ago
  • ସୁବର୍ଣ୍ଣପୁର ଲୋକ ଉତ୍ସବ ର ଭାଇରାଲ ଭିଡିଓ
    1
    ସୁବର୍ଣ୍ଣପୁର ଲୋକ ଉତ୍ସବ ର ଭାଇରାଲ ଭିଡିଓ
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • ହାତୀ ଆତଙ୍କରେ କକୁଆ ଭୟ.... ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେଞ୍ଜ ଅନ୍ତର୍ଗତ କୁଡୁତାଇ ପଞ୍ଚାୟତର ବାଙ୍କତରା ଗ୍ରାମରେ ଗତ ଦୁଇ ଦିନ ଧରି ହାତୀ ଉପଦ୍ରବ। ଧାନ ବସ୍ତା, ନଡ଼ିଆ ଓ କଦଳୀ ଗଛ ନଷ୍ଟ ସହ ଗୁହାଳ ଭାଙ୍ଗି ଗୋରୁ ଆହତ। ବନବିଭାଗ ପକ୍ଷରୁ ବାଣ ଫୁଟାଇ ହାତୀକୁ ଘଉଡାଇବା ଉଦ୍ୟମ ଚାଲିଛି। ଧନ–ଜୀବନ ସୁରକ୍ଷା ପାଇଁ ଗ୍ରାମବାସୀ ସାରା ରାତି ଉଜାଗର, ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ବଡ଼ କ୍ଷତି ସହିଛନ୍ତି।
    2
    ହାତୀ ଆତଙ୍କରେ କକୁଆ ଭୟ....
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେଞ୍ଜ ଅନ୍ତର୍ଗତ କୁଡୁତାଇ ପଞ୍ଚାୟତର ବାଙ୍କତରା ଗ୍ରାମରେ ଗତ ଦୁଇ ଦିନ ଧରି ହାତୀ ଉପଦ୍ରବ। ଧାନ ବସ୍ତା, ନଡ଼ିଆ ଓ କଦଳୀ ଗଛ ନଷ୍ଟ ସହ ଗୁହାଳ ଭାଙ୍ଗି ଗୋରୁ ଆହତ। ବନବିଭାଗ ପକ୍ଷରୁ ବାଣ ଫୁଟାଇ ହାତୀକୁ ଘଉଡାଇବା ଉଦ୍ୟମ ଚାଲିଛି। ଧନ–ଜୀବନ ସୁରକ୍ଷା ପାଇଁ ଗ୍ରାମବାସୀ ସାରା ରାତି ଉଜାଗର, ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ବଡ଼ କ୍ଷତି ସହିଛନ୍ତି।
    user_Ganjam Khabar
    Ganjam Khabar
    Journalist Bhanjanagar, Ganjam•
    21 hrs ago
  • #_କଳାହାଣ୍ଡି_ଜିଲ୍ଲା_ଠିକାଦାର_ସଂଘର_ବୈଠକ !
    1
    #_କଳାହାଣ୍ଡି_ଜିଲ୍ଲା_ଠିକାଦାର_ସଂଘର_ବୈଠକ !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    1 hr ago
  • ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    1
    ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    21 hrs ago
  • ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।
    1
    ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।
    user_BIMBADHAR MOHAPATRA
    BIMBADHAR MOHAPATRA
    Journalist, Matrubhasa Talcher Sadar, Anugul•
    44 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.