Shuru
Apke Nagar Ki App…
ଟପୋରୀ, ଭାଉଜ ନମସ୍କାର,ମନ ମୋର କାଗଜଗୁଡି ଓ ଅର୍ଡର ଅର୍ଡର କେଶ ଚାଲିଛି ସିରିଅଲର ସ୍କ୍ରିପ୍ଟ ରାଇଟର ଦିବ୍ୟସିଂହ ରାୟଙ୍କ ସହ ସାକ୍ଷାତକାର ଜଗତସିଂହପୁର ଜିଲ୍ଲାର ଯୁବ ନାଟ୍ୟକାର ତଥା ସଫଳ ସ୍କ୍ରିପ୍ଟ ରାଇଟର ଦିବ୍ୟସିଂହ ରାୟ ଆଜି ଓଡ଼ିଶାର ପୁରପଲ୍ଲୀରେ ପରିଚିତ ଏକ ଚର୍ଚ୍ଚିତ ଚେହେରା। 'ଏକା ଲଢିବ ରାଇମୋହନ' ନାଟକର ବହୁଳ ଜନାଦୃତି ପରେ ଶ୍ରୀ ରାୟଙ୍କୁ ତରଙ୍ଗ ଚ୍ୟାନେଲରେ ସ୍କ୍ରିପ୍ଟ ରାଇଟର ଭାବେ ଅଫର ମିଳେ। ଏହା ପରେ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି। ତରଙ୍ଗ,ଜିସାର୍ଥକ ଓ ଘୋଘା ଓଟିଟି ପ୍ଲାଟଫର୍ମରେ ଲୋକପ୍ରିୟ ସିରିଅଲ ଟପୋରୀ,ମନ ମୋର କାଗଜଗୁଡି, ଭାଉଜ ନମସ୍କାର ଓ ଅର୍ଡର ଅର୍ଡର କେଶ ଚାଲିଛି ସ୍କ୍ରିପ୍ଟ ଲେଖି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି।
ନୃସିଂହ ଚରଣ ବାରିକ
ଟପୋରୀ, ଭାଉଜ ନମସ୍କାର,ମନ ମୋର କାଗଜଗୁଡି ଓ ଅର୍ଡର ଅର୍ଡର କେଶ ଚାଲିଛି ସିରିଅଲର ସ୍କ୍ରିପ୍ଟ ରାଇଟର ଦିବ୍ୟସିଂହ ରାୟଙ୍କ ସହ ସାକ୍ଷାତକାର ଜଗତସିଂହପୁର ଜିଲ୍ଲାର ଯୁବ ନାଟ୍ୟକାର ତଥା ସଫଳ ସ୍କ୍ରିପ୍ଟ ରାଇଟର ଦିବ୍ୟସିଂହ ରାୟ ଆଜି ଓଡ଼ିଶାର ପୁରପଲ୍ଲୀରେ ପରିଚିତ ଏକ ଚର୍ଚ୍ଚିତ ଚେହେରା। 'ଏକା ଲଢିବ ରାଇମୋହନ' ନାଟକର ବହୁଳ ଜନାଦୃତି ପରେ ଶ୍ରୀ ରାୟଙ୍କୁ ତରଙ୍ଗ ଚ୍ୟାନେଲରେ ସ୍କ୍ରିପ୍ଟ ରାଇଟର ଭାବେ ଅଫର ମିଳେ। ଏହା ପରେ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି। ତରଙ୍ଗ,ଜିସାର୍ଥକ ଓ ଘୋଘା ଓଟିଟି ପ୍ଲାଟଫର୍ମରେ ଲୋକପ୍ରିୟ ସିରିଅଲ ଟପୋରୀ,ମନ ମୋର କାଗଜଗୁଡି, ଭାଉଜ ନମସ୍କାର ଓ ଅର୍ଡର ଅର୍ଡର କେଶ ଚାଲିଛି ସ୍କ୍ରିପ୍ଟ ଲେଖି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି।
More news from ଓଡ଼ିଶା and nearby areas
- ବିକାଶ ଭରତ ସାଙ୍କଲପ ଅଭିଆନ୍ ପାଇଁ ରାଜ୍ୟପାଳ ଡ Dr ହରିବାବୁ କାମ୍ବମ୍ପତୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜି ଏବଂ ନାଶା ମୁଖ୍ୟ ଯୁବାଙ୍କ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି।1
- ବାଲିଅନ୍ତା -: ନୂତନ ପ୍ରୟାସ ଫାଉଣ୍ଡେସନ ପରିବାର ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।1
- ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା। ବାଲିଅନ୍ତା ୦୧/୦୮(ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର, ଇଟିପୁର, ପଳାଶ ପୁର ଶାସନ ,ବସନ୍ତ ପୁର ଶାସନ, ଟିକରପଡା, ଗଙ୍ଗେଶ୍ୱରପୂର୍ ଶାସନ , କଲ୍ୟାଣ ପୁର ଶାସନ ଆଦି ଅଞ୍ଚଳର ବନ୍ୟା ଜଳର ସ୍ଥିତି ସମୀକ୍ଷା କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା।ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଗଙ୍ଗୁଆ କେନାଲର ରାଜଧାନୀର ସମସ୍ତ ଡ୍ରେନ୍ ପାଣି ଉକ୍ତ ଅଞ୍ଚଳର ରେ ଥିବା ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇ କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି। ବର୍ତ୍ତମାନ ଅନେକ ବିଲରେ ଧାନ ତଳି ରୁଆ ହୋଇଥିବା ବେଳେ ତା ଉପରେ ପାଣି ଜମି ରହିଛି । ଅନେକ ତଳି ଶଢ଼ୀ ପଚି ଗଲାଣି। ତାହା ସହ ପୂର୍ବ ସରକାର ସମୟରେ ଅନେକ ଉକ୍ତ ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଥିଲେ ମଧ୍ୟ କେତେ ଗୁଡିଏ କାମ ଅଧା ପାନ୍ତରିଆ ହୋଇଥିବା ବେଳେ ଆଉ କିଛି ଆରମ୍ଭ ହୋଇ ନାହିଁ। ଯାହା ଫଳରେ ଯାତାୟାତ ରାସ୍ତା ରେ ବର୍ଷା ଜଳ , ଗାଙ୍ଗୁଆ ଡ୍ରେନ୍ ପାଣି ଜମି ରହୁଛି। ଗମନା ଗମନର ସୁବିଧାରେ ବାଧା ସୃଷ୍ଟି ହୋଉଛି ଏହି ବର୍ଷ ଦିନେ। ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ପ୍ରଶାସନ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା।4
- ହୃଦୟ କୁ ଛୁଇଁଲା ଭଳି ............................... ....1
- ବିଞ୍ଝାରପୁର ବ୍ଲକ୍ ପରିସରରେ ସାଂସଦଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଓଡ଼ିଶା ଅଗ୍ନିବର୍ଷୀ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ । ଯାଜପୁର ସାଂସଦଙ୍କୁ ଧୋଇଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ବିଞ୍ଝାରପୁରରେ ବ୍ଲକ୍ ପରିସରରେ ଆଜି ସାଂସଦଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବା ଦେଖିବାକୁ ମିଳିଛି। ସରକାର ଗୋଖାଦ୍ୟ,ଚୁଡ଼ା,ପାଲ ଯୋଗାଇ ଦେଇ ପାରୁନଥିବା ଅଭିଯୋଗ ରେ ସାଂସଦ ଙ୍କ ଉପରେ ବର୍ଷୀଥିଲେ ବିଧାୟିକା । ଲୋକ ହଇରାଣ ହେବାରୁ ରାଗିକି ଲାଲ ପ୍ରମିଳା ମଲ୍ଲିଜ ।1
- ବନ୍ୟା ପାଇଁ ଗଡ଼ଗଡ଼ିଆ ଘାଟରେ ୪୮ ଘଣ୍ଟିଆ କଟକଣା ପାଣି ଉଠାଇ ପାରିବେନି କାଉଡ଼ିଆ ବନ୍ୟା ପାଇଁ ଗଡ଼ଗଡ଼ିଆ ଘାଟରେ ୪୮ ଘଣ୍ଟିଆ କଟକଣା ପାଣି ଉଠାଇ ପାରିବେନି କାଉଡ଼ିଆ #LatestNews #UpdateNews #apanankakhabara #cuttack #news #jagatsinghpur #ganjam #Bhubaneswar #Niali #Niali #Kantapada #adaspur1
- Chief Secy Smt Anu Garg addressing the press after Cabinet meeting over, held under the Chairmanship of Honourable CM Sri Mohan Charan Majhi1
- ଶିବା ଲଷ୍ମୀ ଚାରିଟେବୁଲ ଟ୍ରଷ୍ଟର ଲୋଗୋ ଉନ୍ମୋଚନ ଉତ୍ସଵ ଅନୁଷ୍ଠିତ ।1
- ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଏବଂ ତାଙ୍କୁ ଜବରଦସ୍ତ ଅପହରଣ କରିବାକୁ ଚେଷ୍ଟା ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଏବଂ ତାଙ୍କୁ ଜବରଦସ୍ତ ଅପହରଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ କଟକ ମହିଳା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ #LatestNews #apanankakhabara #UpdateNews #Crime #cuttack #news #OdishaNews #Odisha1