ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା। ବାଲିଅନ୍ତା ୦୧/୦୮(ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର, ଇଟିପୁର, ପଳାଶ ପୁର ଶାସନ ,ବସନ୍ତ ପୁର ଶାସନ, ଟିକରପଡା, ଗଙ୍ଗେଶ୍ୱରପୂର୍ ଶାସନ , କଲ୍ୟାଣ ପୁର ଶାସନ ଆଦି ଅଞ୍ଚଳର ବନ୍ୟା ଜଳର ସ୍ଥିତି ସମୀକ୍ଷା କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା।ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଗଙ୍ଗୁଆ କେନାଲର ରାଜଧାନୀର ସମସ୍ତ ଡ୍ରେନ୍ ପାଣି ଉକ୍ତ ଅଞ୍ଚଳର ରେ ଥିବା ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇ କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି। ବର୍ତ୍ତମାନ ଅନେକ ବିଲରେ ଧାନ ତଳି ରୁଆ ହୋଇଥିବା ବେଳେ ତା ଉପରେ ପାଣି ଜମି ରହିଛି । ଅନେକ ତଳି ଶଢ଼ୀ ପଚି ଗଲାଣି। ତାହା ସହ ପୂର୍ବ ସରକାର ସମୟରେ ଅନେକ ଉକ୍ତ ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଥିଲେ ମଧ୍ୟ କେତେ ଗୁଡିଏ କାମ ଅଧା ପାନ୍ତରିଆ ହୋଇଥିବା ବେଳେ ଆଉ କିଛି ଆରମ୍ଭ ହୋଇ ନାହିଁ। ଯାହା ଫଳରେ ଯାତାୟାତ ରାସ୍ତା ରେ ବର୍ଷା ଜଳ , ଗାଙ୍ଗୁଆ ଡ୍ରେନ୍ ପାଣି ଜମି ରହୁଛି। ଗମନା ଗମନର ସୁବିଧାରେ ବାଧା ସୃଷ୍ଟି ହୋଉଛି ଏହି ବର୍ଷ ଦିନେ। ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ପ୍ରଶାସନ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା।
ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା। ବାଲିଅନ୍ତା ୦୧/୦୮(ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର, ଇଟିପୁର, ପଳାଶ ପୁର ଶାସନ
,ବସନ୍ତ ପୁର ଶାସନ, ଟିକରପଡା, ଗଙ୍ଗେଶ୍ୱରପୂର୍ ଶାସନ , କଲ୍ୟାଣ ପୁର ଶାସନ ଆଦି ଅଞ୍ଚଳର ବନ୍ୟା ଜଳର ସ୍ଥିତି ସମୀକ୍ଷା କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା।ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଗଙ୍ଗୁଆ କେନାଲର ରାଜଧାନୀର ସମସ୍ତ ଡ୍ରେନ୍ ପାଣି ଉକ୍ତ ଅଞ୍ଚଳର ରେ ଥିବା ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇ କୁତ୍ରିମ ନଦୀର ଭ୍ରମ ସୃଷ୍ଟି
କରୁଛି। ବର୍ତ୍ତମାନ ଅନେକ ବିଲରେ ଧାନ ତଳି ରୁଆ ହୋଇଥିବା ବେଳେ ତା ଉପରେ ପାଣି ଜମି ରହିଛି । ଅନେକ ତଳି ଶଢ଼ୀ ପଚି ଗଲାଣି। ତାହା ସହ ପୂର୍ବ ସରକାର ସମୟରେ ଅନେକ ଉକ୍ତ ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଥିଲେ ମଧ୍ୟ କେତେ ଗୁଡିଏ କାମ ଅଧା ପାନ୍ତରିଆ ହୋଇଥିବା ବେଳେ
ଆଉ କିଛି ଆରମ୍ଭ ହୋଇ ନାହିଁ। ଯାହା ଫଳରେ ଯାତାୟାତ ରାସ୍ତା ରେ ବର୍ଷା ଜଳ , ଗାଙ୍ଗୁଆ ଡ୍ରେନ୍ ପାଣି ଜମି ରହୁଛି। ଗମନା ଗମନର ସୁବିଧାରେ ବାଧା ସୃଷ୍ଟି ହୋଉଛି ଏହି ବର୍ଷ ଦିନେ। ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ପ୍ରଶାସନ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା।
- ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। 🏛️ ରାଜ୍ୟର ବିଭିନ୍ନ ଉନ୍ନୟନ ଓ ପ୍ରଶାସନିକ ପ୍ରସଙ୍ଗରେ ସରକାରଙ୍କ ସମୀକ୍ଷା ବୈଠକ। 🚨 ବିଭିନ୍ନ ସ୍ଥାନରେ ଅପରାଧ ଓ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ଖବର। 🇮🇳 ଦେଶର ତାଜା ରାଜନୈତିକ ଓ ଜାତୀୟ ଖବର। 🌍 ଆନ୍ତର୍ଜାତୀୟ ସ୍ତରର ପ୍ରମୁଖ ଘଟଣାବଳୀ। 🏏 କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଅପଡେଟ୍। 🎬 ମନୋରଞ୍ଜନ ଜଗତର ତାଜା ଖବର1
- ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ1
- Post by Bharat ମାତା1
- ଠିକା ଦାର କେମିତି ପଇସା ଛାପନ୍ତି 😱 । ଲୋକେ ସବୁ ଅନ୍ଧ ସବୁ ଦେଖିଲା ପରେ ବି ବିରୋଧ କରୁନାହାନ୍ତି ❌ ନିମାପଡ଼ା ଟ୍ରାଫିକ ରୁ ଉତ୍ତରା ରୋଡ କୁ bank of india ସାମ୍ନା ରେ ଏ କାର୍ଯ୍ୟ ଚାଲିଛି। ଧ୍ୟାନ ଦେବେ ଜନତା ଯେଉଁ କାମ ଯେ ପ୍ରକାର ହେବା କଥା ତାହା କରାଯାଉ ନାହିଁ । ସର୍ବ ସାଧାରଣ ଲୋକଙ୍କ ପଇସା କୁ ପାଣିରେ ପକାଉଛନ୍ତି। କଂକ୍ରିଟ ଆଡ ମିକ୍ସର କୁ ପାଣିରେ ପକାଉଛନ୍ତି ଏ କିଭଳି କାର୍ଯ୍ୟ । କିଏ ସେ ମହାନ୍ ଇଞ୍ଜିନିୟର ଯିଏ ଏଭଳି କାର୍ଯ୍ୟ ପାଇଁ ପରାମର୍ଶ ଦେଇଛନ୍ତି। ଏହା ଅନ୍ୟାୟ ଏବଂ ଅନ୍ଧ କାନୁନ୍ ର ବ୍ୟବସ୍ଥା। ଏହା ବିରୋଧ ଯୋଗ୍ୟ 100% । ସଡ଼କ ମନ୍ତ୍ରୀ ଟିକେ ଦେଖ। jai hind 🇮🇳1
- Are inlvie held together Assam people together today?I'll take this y video like share comment my instagram channel c m pintu month twenty four k , please view and follow me1
- ପ୍ରେମିକ ପ୍ରେମିକାଙ୍କୁ ଏଡ଼ସ | ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେମିକାଙ୍କ ଅଭିଯୋଗ। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିବି । ମୋ ପ୍ରେମିକଙ୍କ ଦ୍ୱାରା ଶହ ଶହ ମହିଳାଙ୍କୁ ଏଡସ ରୋଗରେ ଆକ୍ରାନ୍ତ କରୁଛି । ପ୍ରେମିକା ଦେଲା ଚାଞ୍ଚଲ୍ୟକର ତଥ୍ୟ | Anchor -- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି। ସୁଚନା ମୁତାବକ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳର ଜନୈକା ମହିଳା ସେହି ଥାନା ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଯୁବକ ବିବାହର ପ୍ରତିଶୃତି ଦେବାରୁ ତାଙ୍କ ସହିତ ମହିଳା ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା HIV ସଂକ୍ରମିତ ଅଛନ୍ତି। ଏହାପରେ ଯୁବକ ମଧ୍ୟ HIV ସଂକ୍ରମିତ ହୋଇଥିବା ଜଣାପଡିଥିଲା। ହେଲେ ଯୁବକ ମହିଳାଙ୍କୁ ବିବାହ କରିବାରୁ ନା ରାଜ । ଯୁବକ ଜଣଙ୍କ ଅନ୍ୟ ଯୁବତୀ ଓ ମହିଳାଙ୍କ ସହିତ ସମ୍ପର୍କ ରଖି ଏବେ କାମାକ୍ଷାନଗର ଅଞ୍ଚଳରେ HIV ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ବୋଲି ମହିଳା ଅଭିଯୋଗ କରିଛନ୍ତି, ତୁରନ୍ତ ମହିଳା ଙ୍କୁ ନ୍ୟାୟ ଦାବି କରି ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଓ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ, ଯଦି ତାଙ୍କୁ ନ୍ୟାୟ ନ ମିଳିବ ସେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ଆଗରେ ଧମକ ଦେଇଛନ୍ତି..1
- ଡାକି ନେଇ ମାରିଦେଲେ ll Big Breaking News ll ମାଆର ବୁକୁଫଟା କାନ୍ଦ ଡାକି ନେଇ ମାରିଦେଲେ ll Big Breaking News ll ମାଆର ବୁକୁଫଟା କାନ୍ଦ1
- ଢେଙ୍କାନାଳ ସହର ଏବେ ଅଶାନ୍ତ ଶାନ୍ତି ର ସହର ଏବେ ଅଶାନ୍ତ ପୋଲିସ଼ କୁ ଏବେ ଖୋଲା ବ୍ୟାଲେଞ1
- ଏହି ଭିଡିଓଟି ଭୟଙ୍କର: ଲକ୍ଷ୍ନୌର ଅର୍ଜୁନଗଞ୍ଜରେ ଘର ବାହାରେ ଖେଳୁଥିବା ଏକ ନିଷ୍ପାପ ଶିଶୁକୁ ଏକ ଗାଈ ଆକ୍ରମଣ କଲା1