ଶ୍ରୀଚୈତନ୍ୟ ସ୍କୁଲ, ବରଗଡ଼ ପକ୍ଷରୁ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିବସ ବେଶ୍ ଉତ୍ସାହ ଓ ଆଡ଼ମ୍ବରର ସହ ପାଳନ କରାଯାଇଥିଲା। ଶ୍ରୀ ଚୈତନ୍ୟ ସ୍କୁଲରେ ସମ୍ବଲପୁରୀ ଦିବସ ବରଗଡ଼ ତା:୦୧.୦୮.୨୦୨୬ ଆଜି ବରଗଡ଼ ଶ୍ରୀଚୈତନ୍ୟ ସ୍କୁଲରେ ସମ୍ବଲପୁରୀ ଦିବସ ଉତ୍ସାହ ଓ ଆଡ଼ମ୍ବରର ସହ ପାଳିତ ହୋଇଯାଇଅଛି। ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକସଂସ୍କୃତି, ଭାଷା, ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଜଣାଇ ଶ୍ରୀଚୈତନ୍ୟ ସ୍କୁଲ, ବରଗଡ଼ ପକ୍ଷରୁ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିବସ ବେଶ୍ ଉତ୍ସାହ ଓ ଆଡ଼ମ୍ବରର ସହ ପାଳନ କରାଯାଇଥିଲା। ସମଗ୍ର ବିଦ୍ୟାଳୟ ପରିସର ସମ୍ବଲପୁରୀ ସଂସ୍କୃତିର ରଙ୍ଗରେ ରଙ୍ଗାୟିତ ହୋଇଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏସ୍ବିଆଇ ବ୍ୟାଙ୍କ ପ୍ରବନ୍ଧକ, ବିଶିଷ୍ଟ ସମ୍ବଲପୁରୀ ସାହିତ୍ୟିକ ଓ କବି ଶ୍ରୀ ରୋହିତ କୁମାର ଦାଶ, ମୁଖ୍ୟ ବକ୍ତା ଭାବେ ସଙ୍ଗୀତଶିଳ୍ପୀ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଅଶୋକ କୁମାର ପସାୟତ, ଚେୟାରମ୍ୟାନ ଶ୍ରୀ ଶ୍ରୀନିବାସ ରାଓ ଗୋଦାବର୍ଥୀ, ନିର୍ଦ୍ଦେଶିକା ଶ୍ରୀମତୀ ରେଣୁ ରାଓ ଗୋଦାବର୍ଥୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଦୀପ ପ୍ରଜ୍ୱଳନ ଓ ଅତିଥି ଅଭ୍ୟର୍ଥନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରି ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ସେମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ରୋହିତ କୁମାର ଦାଶ ତାଙ୍କ ଉଦ୍ବୋଧନରେ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ଲୋକସଂସ୍କୃତିର ଐତିହାସିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଜଣେ ସମ୍ବଲପୁରୀ ସାହିତ୍ୟିକ ଓ କବି ଭାବେ ସେ ନିଜର ଅନୁଭୂତି ବ୍ୟକ୍ତ କରି କହିଥିଲେ ଯେ, ନିଜ ମାତୃଭାଷା ଓ ସଂସ୍କୃତିର ସୁରକ୍ଷା ପ୍ରତ୍ୟେକ ଯୁବପିଢ଼ିର ନୈତିକ ଦାୟିତ୍ୱ। ସେ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ଲୋକକଳା ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ଅଶୋକ କୁମାର ପସାୟତ ଜଣେ ପ୍ରଖ୍ୟାତ ବକ୍ତା ଓ ସଙ୍ଗୀତଶିଳ୍ପୀ ଭାବେ ନିଜର ପ୍ରେରଣାଦାୟକ ଅଭିଭାଷଣ ମାଧ୍ୟମରେ ସମ୍ବଲପୁରୀ ସଂସ୍କୃତିର ଗୌରବ ବର୍ଣ୍ଣନା କରିଥିଲେ। ସେ ତାଙ୍କର ମଧୁର କଣ୍ଠରେ ଏକ ସମ୍ବଲପୁରୀ ଲୋକଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ତାଙ୍କର ସଙ୍ଗୀତ ପରିବେଷଣ ଓ ପ୍ରେରଣାଦାୟକ ବାର୍ତ୍ତା କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ପାଲଟିଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସମ୍ବଲପୁରୀ ନୃତ୍ୟ, ଲୋକଗୀତ, ସାଂସ୍କୃତିକ ପରିବେଷଣ ଓ ପାରମ୍ପରିକ କଳାକୃତିର ପ୍ରଦର୍ଶନ କରିଥିଲେ। ସମ୍ବଲପୁରୀ ପୋଷାକରେ ସଜ୍ଜିତ ଛାତ୍ରଛାତ୍ରୀଙ୍କ ଆକର୍ଷଣୀୟ ନୃତ୍ୟ ପରିବେଷଣ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସଂସ୍କୃତିର ଏକ ଜୀବନ୍ତ ଚିତ୍ର ଉପସ୍ଥାପନ କରିଥିଲା। ପ୍ରତ୍ୟେକ ପରିବେଷଣକୁ ଦର୍ଶକମାନେ କରତାଳି ମାଧ୍ୟମରେ ସ୍ୱାଗତ କରିଥିଲେ। ଚେୟାରମ୍ୟାନ ଶ୍ରୀ ଶ୍ରୀନିବାସ ରାଓ ଗୋଦାବର୍ଥୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଶିକ୍ଷା ସହ ସଂସ୍କୃତିର ବିକାଶ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ନିଜ ମାଟି ଓ ସଂସ୍କୃତି ପ୍ରତି ଭଲପାଇବା ସୃଷ୍ଟି କରିଥାଏ। ନିର୍ଦ୍ଦେଶିକା ଶ୍ରୀମତୀ ରେଣୁ ରାଓ ଗୋଦାବର୍ଥୀ ମଧ୍ୟ ଛାତ୍ରଛାତ୍ରୀଙ୍କ ମନରେ ସାଂସ୍କୃତିକ ଚେତନା ଜାଗ୍ରତ କରିବାରେ ଏପରି ଆୟୋଜନର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ସମ୍ବଲପୁରୀ ଦିବସର ଏହି ଭବ୍ୟ ଆୟୋଜନ ଛାତ୍ରଛାତ୍ରୀଙ୍କ ମନରେ ପଶ୍ଚିମ ଓଡ଼ିଶାର ଗୌରବମୟ ଐତିହ୍ୟ ପ୍ରତି ସମ୍ମାନ ଓ ଗର୍ବବୋଧ ସୃଷ୍ଟି କରିବା ସହ ଉପସ୍ଥିତ ସମସ୍ତଙ୍କ ମନରେ ଏକ ଅବିସ୍ମରଣୀୟ ସ୍ମୃତି ଛାଡ଼ିଯାଇଥିଲା।

- #କେବେ_ଶୁଣିବେ_ସରକାର ? ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ ସ୍କୁଲ ଛୁଆର ପ୍ରତିବାଦ.... #କେବେ_ଶୁଣିବେ_ସରକାର ? ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ ସ୍କୁଲ ଛୁଆର ପ୍ରତିବାଦ.... ବାରମ୍ବାର ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଜଣାଇଳା ପରେ ମଧ୍ୟ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି।1
- ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ1
- -: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ :- *ସମ୍ବଲପୁରୀ ପୋଷାକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ; ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତି ଚାରଣ* *ସମ୍ବଲପୁରୀ ଭାଷା, କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ସମ୍ବଲପୁରୀ ଦିବସ ପାଳନ* ଝାରସୁଗୁଡ଼ା, ୧ ଅଗଷ୍ଟ: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବଲପୁରୀ ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରି କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଗୌରବମୟ ଭାଷା, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତି ର ଅନନ୍ୟ ସାଧକ ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ, ପୁନର୍ବାସ ଓ ଥଇଥାନ (ଆର୍ ଆଣ୍ଡ୍ ଆର୍) ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲିତ ସୋରେଙ୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିବେଶ ବେଶ ସୁସଜ୍ଜିତ ଓ ଆକର୍ଷଣୀୟ ହୋଇଉଠିଥିଲା। ସମ୍ବଲପୁରୀ ବସ୍ତ୍ରର ନିଆରା ବୁଣାକାର୍ଯ୍ୟ, ଆକର୍ଷଣୀୟ ରଙ୍ଗ ଓ ପାରମ୍ପରିକ ଡିଜାଇନ୍ ଏହି ଅବସରକୁ ଅଧିକ ମନୋରମ କରିଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ କହିଥିଲେ ଯେ, ସମ୍ବଲପୁରୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ହସ୍ତତନ୍ତ, ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହ ପ୍ରଚାର-ପ୍ରସାର କରିବା। ସେ ଏହି ଶୁଭ ଅବସରରେ ସମସ୍ତଙ୍କୁ ସମ୍ବଲପୁରୀ ଦିବସର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଆୟୋଜନ ସମସ୍ତଙ୍କ ମଧ୍ୟରେ ଏକତା, ସାଂସ୍କୃତିକ ଚେତନା ଓ ଆଞ୍ଚଳିକ ଗୌରବବୋଧକୁ ଆହୁରି ସୁଦୃଢ଼ କରିଥିଲା। ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଜ଼ିଲ୍ଲା ର ସମସ୍ତ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟlଳୟ ମାନଙ୍କ ରେ ମଧ୍ୟ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ l3
- 🚨 BREAKING NEWS | P24NEWS EXPRESS 🚨 🌧️ बारिश के बीच दिखा चौंकाने वाला नज़ारा! 😳🐸🐍 एक वायरल वीडियो में मेढक को सांप को अपने जबड़ों में पकड़े हुए देखा गया। आमतौर पर सांप मेढक का शिकार करता है, लेकिन इस दुर्लभ दृश्य ने लोगों को हैरान कर दिया। ⚠️ नोट: वीडियो के स्थान और समय की स्वतंत्र पुष्टि नहीं हो सकी है। वायरल वीडियो होने के कारण इसकी सत्यता की आधिकारिक पुष्टि उपलब्ध नहीं है। 📲 ऐसी ही ताज़ा और वायरल खबरों के लिए जुड़े रहें P24NEWS EXPRESS के साथ। #P24NewsExpress #BreakingNews #ViralVideo #Rain #Frog #Snake #Nature #Wildlife #Trending #NewsUpdate #ViralReels 🚨 BREAKING NEWS | P24NEWS EXPRESS 🚨 🌧️ बारिश के बीच दिखा चौंकाने वाला नज़ारा! 😳🐸🐍 एक वायरल वीडियो में मेढक को सांप को अपने जबड़ों में पकड़े हुए देखा गया। आमतौर पर सांप मेढक का शिकार करता है, लेकिन इस दुर्लभ दृश्य ने लोगों को हैरान कर दिया। ⚠️ नोट: वीडियो के स्थान और समय की स्वतंत्र पुष्टि नहीं हो सकी है। वायरल वीडियो होने के कारण इसकी सत्यता की आधिकारिक पुष्टि उपलब्ध नहीं है। 📲 ऐसी ही ताज़ा और वायरल खबरों के लिए जुड़े रहें P24NEWS EXPRESS के साथ। #P24NewsExpress #BreakingNews #ViralVideo #Rain #Frog #Snake #Nature #Wildlife #Trending #NewsUpdate #ViralReels1
- Grand Sambalpuri Din 2026 Celebrated in Jharsuguda; Dipali Das Joins Shobha Yatra ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ଝାରସୁଗୁଡ଼ାବାସୀଙ୍କ ମିଳିତ ଆନୁକୂଲ୍ୟରେ ୧ ଅଗଷ୍ଟରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ୮ମ ସମ୍ବଲପୁରୀ ଦିନ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ାରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସାମିଲ ହୋଇଥିଲେ। ମଙ୍ଗଳ ବଜାର ଅଡିଟୋରିୟମ୍/ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ବଲପୁରୀ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରକୁ ଉତ୍ସର୍ଗ କରାଯାଇଥିଲା। #SambalpuriDin2026 #Jharsuguda #DipaliDas #PaschimanchalEkataManch #Sambalpuri #OdishaNews #BreakingNews1
- ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି1
- ଜାତୀୟ ରାଜପଥ ୫୭ ଅବରୋଧ କଲେ ପଟାଭାଡିବାସୀ ସୁବର୍ଣ୍ଣପୁର ଜିଲ୍ଲା ର ଏ ଘଟଣା1
- 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews1
- 22 Gates of Hirakud Dam Open as Floodwater Discharge Increases ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ବର୍ତ୍ତମାନ ଡ୍ୟାମର ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଭୋର ୩ଟା ସୁଦ୍ଧା ଜଳସ୍ତର ୬୨୩ ଫୁଟ୍ ରହିଥିବାବେଳେ ପ୍ରତି ସେକେଣ୍ଡରେ ୩,୯୬,୯୭୪ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ବର୍ତ୍ତମାନ ୬୫,୫୭୯ କ୍ୟୁସେକ ଜଳ ନିଷ୍କାସନ ହେଉଛି। ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଆହୁରି ଗେଟ୍ ଖୋଲାଯାଇପାରେ। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। #HirakudDam #FloodUpdate #RainAlert #HeavyRain #Odisha #OdishaNews #BreakingNews1