logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦଶମ ବୋର୍ଡ ପରୀକ୍ଷା ଆରମ୍ଭ: ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚି? ଆଜି ଠାରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପରୀକ୍ଷା କେନ୍ଦ୍ର ନିକଟରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ନେତା–ମନ୍ତ୍ରୀମାନେ କୌଣସି କାର୍ଯ୍ୟକ୍ରମରେ ଆସିଲେ ମାଳମାଳ ପୋଲିସ ବ୍ୟବସ୍ଥା ହେଉଥିବା ସତ୍ତ୍ୱେ, ପରୀକ୍ଷା କେନ୍ଦ୍ର ପାଖରେ ମୌଳିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଦୃଶ୍ୟମାନ ହୋଇନଥିବା ଅଭିଯୋଗ ଆସିଛି। କେତେକ ସ୍କୁଲ ନିକଟରେ ୨ ଜଣ ହୋମଗାର୍ଡ ମଧ୍ୟ ନଥିବାରୁ ଟ୍ରାଫିକ ନିୟନ୍ତ୍ରଣରେ ଅସୁବିଧା ସୃଷ୍ଟି ହୋଇଛି। ଫଳରେ ଅନେକ ପରୀକ୍ଷାର୍ଥୀ ଟ୍ରାଫିକ ଜାମ ସମସ୍ୟାରେ ପଡ଼ି ସମୟରେ କେନ୍ଦ୍ରକୁ ପହଁଚି ପାରୁ ନାହାନ୍ତି। ଅଭିଭାବକମାନେ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କ ମତାମତ ଅନୁସାରେ, ଯେତେବେଳେ ଶତାଧିକ ଛାତ୍ରଛାତ୍ରୀ ଏକା ସମୟରେ ପରୀକ୍ଷା ପାଇଁ ଯାଉଛନ୍ତି, ସେଥିରେ ପୋଲିସ ପ୍ରଶାସନଙ୍କ ପକ୍ଷରୁ ବିଶେଷ ଟ୍ରାଫିକ ବ୍ୟବସ୍ଥା କରାଯିବା ଆବଶ୍ୟକ। ଏହି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ତତ୍କାଳ ପଦକ୍ଷେପ ନିଆଯିବାକୁ ସାଧାରଣ ଲୋକ ଦାବି କରିଛନ୍ତି।

9 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    8 hrs ago
  • Post by Chitaranjan mohanty
    1
    Post by Chitaranjan mohanty
    user_Chitaranjan mohanty
    Chitaranjan mohanty
    ବ୍ରହ୍ମଗିରି, ପୁରୀ, ଓଡ଼ିଶା•
    11 hrs ago
  • ଜଟଣୀ ମେଟ୍ରୋ କିଙ୍ଗ ପ୍ରକଳ୍ପ ରେ ଚାଷୀଙ୍କ ହଂଗାମା, ମେଟ୍ରୋ କିଙ୍ଗ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଚାଷ ଜମିକୁ ବେଆଇନ ଜବରଦଖାଳ କରିବା ସହିତ ସେହି ଜମିରେ ଘର ନିର୍ମାଣ କରିବା, ଚାଷ ଜମିକୁ ପାଣି ଓ ରାସ୍ତା ବନ୍ଦ କରିବା ଭଳି ଅଭିଯୋଗ ଆଣିଛନ୍ତି ଚାଷୀ। ଅଦାଲତରେ ଜମିଜମାକୁ ନେଇ ମାମଲା ଚାଲିଥିଲେ ସୁଦ୍ଧା ଅଦାଲତ ର ନିର୍ଦେଶ ନାମକୁ ଖାତିର କରୁନି ମେଟ୍ରୋ କିଙ୍ଗ। ଘଟଣା ସ୍ଥଳରେ ଉତେଜନା କୁ ନଜର ରେ ରଖି ଜଟଣୀ ପୋଲିସ ମୁତୟନ। ପୋଲିସ ଙ୍କ ବୁଝା ସୁଝା ସତେ ଚାଷୀଙ୍କ ଆନ୍ଦୋଳନ ଜାରି।
    5
    ଜଟଣୀ ମେଟ୍ରୋ କିଙ୍ଗ ପ୍ରକଳ୍ପ ରେ ଚାଷୀଙ୍କ ହଂଗାମା, ମେଟ୍ରୋ କିଙ୍ଗ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଚାଷ ଜମିକୁ ବେଆଇନ ଜବରଦଖାଳ କରିବା ସହିତ ସେହି ଜମିରେ ଘର ନିର୍ମାଣ କରିବା, ଚାଷ ଜମିକୁ ପାଣି ଓ ରାସ୍ତା ବନ୍ଦ କରିବା ଭଳି ଅଭିଯୋଗ ଆଣିଛନ୍ତି ଚାଷୀ। ଅଦାଲତରେ ଜମିଜମାକୁ ନେଇ ମାମଲା ଚାଲିଥିଲେ ସୁଦ୍ଧା ଅଦାଲତ ର ନିର୍ଦେଶ ନାମକୁ ଖାତିର କରୁନି ମେଟ୍ରୋ କିଙ୍ଗ। ଘଟଣା ସ୍ଥଳରେ ଉତେଜନା କୁ ନଜର ରେ ରଖି ଜଟଣୀ ପୋଲିସ ମୁତୟନ। ପୋଲିସ ଙ୍କ ବୁଝା ସୁଝା ସତେ ଚାଷୀଙ୍କ ଆନ୍ଦୋଳନ ଜାରି।
    user_Journalist Suresh Moharana
    Journalist Suresh Moharana
    Actuary ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • nuapata word no 04 bmc
    1
    nuapata word no 04 bmc
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    1
    ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    1
    ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    user_Saroj Kumar Mohapatra
    Saroj Kumar Mohapatra
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.