logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରତିଦିନ ମୟୂରଭଞ୍ଜ ଜିଲ୍ଲା ଖବର | Update News | Dally Speed News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 24.04.2026 & 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703

5 hrs ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
5 hrs ago

ପ୍ରତିଦିନ ମୟୂରଭଞ୍ଜ ଜିଲ୍ଲା ଖବର | Update News | Dally Speed News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 24.04.2026 & 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703

More news from ଓଡ଼ିଶା and nearby areas
  • ବାରିପଦା - ଅବିନାଶ ମହାନ୍ତି ଙ୍କ ରିପୋର୍ଟ - ବାଲେଶ୍ୱର ପୋଲିସ ପଡିଆରେ ଅନୁଷ୍ଠିତ ୭୮ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଦଳ ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି I ଏହି ଚମ୍ପିୟାନସିପରେ ୨୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ମୟୁରଭଞ୍ଜ ଦଳ ବାଲେଶ୍ୱରକୁ ୩ - ୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I କ୍ୱାଟର ଫାଇନାଲରେ ପୁରୀକୁ ୩-୦ ସେଟରେ ଓ ସେମିଫାଇନଲ ମ୍ୟାଚରେ କମିଶନେରଟ, ଭୁବନେଶ୍ୱରକୁ ୩-୨ ସେଟରେ ପରାସ୍ତ କରି ମୟୁରଭଞ୍ଜ ଫାଇନାଲରେ ପ୍ରବେଶ କରିଥିଲା I ଚମ୍ପିୟାନ ଦଳ ଭାବେ ଦଳକୁ ୩୦ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା I ଶ୍ରେଷ୍ଠ ଖେଳାଳି ଭାବେ ଅଧିନାୟକ ଲକ୍ଷ୍ମୀନାରାୟଣ ସାହୁ, ଫାଇନାଲରେ, ଅଞ୍ଜନ ବେହେରା, ମିଲୁ ମହାନ୍ତ, ବିକାଶ ଗିରି, ଚନ୍ଦ୍ରବିନ୍ଦୁ ସେଠି ଓ ଜଗତଜୀବନ ସେଠି ପୁରସ୍କୃତ ହୋଇଥିଲେ I ଖବର ପାଇ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଦଳକୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି I ତତସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ ବାରିକ, ଦୀପକ ଗୋଛାୟତ, ସବିତା ମାଝୀ, ଗୌତମ କିସାନ, ଏସ ଡି ପି ଓ ପ୍ରଭାତ ମଲ୍ଲିକ, ଆର ଆଇ, ପୋଲିସ ଆଲୋକ କୁମାର କାନୁନଗୋ, ସର୍ଜଣ୍ଟ ଗୌତମ ପ୍ରଧାନ ପ୍ରମୁଖ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ, ବରିଷ୍ଠ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ, ଦୀପକ କୁମାର ମୁଣ୍ଡା, ମୟୁରଭଞ୍ଜ ପୋଲିସ ସଙ୍ଘ ସଭାପତି ବିକାଶ କୁମାର ଗିରି, ସମ୍ପାଦକ ସ୍ୱରାଜ କୁମାର ରାଜ, ଟିମ ମ୍ୟାନେଜର କେ ବିଶ୍ୱନାଥ ରାଓ ଓ କୋଚ ରାଜେଶ ଦାସ, ପୂର୍ବତନ ଖେଳାଳି ଚନ୍ଦ୍ରମୋହନ ଦଳେଇ, ଅନିଲ କୁମାର ସେଠି ଓ ରାଜେନ୍ଦ୍ର ନାଥ ନାଏକ ଦଳର ସଫଳତା ପାଇଁ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I
    1
    ବାରିପଦା - ଅବିନାଶ ମହାନ୍ତି ଙ୍କ ରିପୋର୍ଟ -
ବାଲେଶ୍ୱର ପୋଲିସ ପଡିଆରେ ଅନୁଷ୍ଠିତ ୭୮ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଦଳ ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି I ଏହି ଚମ୍ପିୟାନସିପରେ ୨୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ମୟୁରଭଞ୍ଜ ଦଳ ବାଲେଶ୍ୱରକୁ ୩ - ୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I କ୍ୱାଟର ଫାଇନାଲରେ ପୁରୀକୁ ୩-୦ ସେଟରେ ଓ ସେମିଫାଇନଲ ମ୍ୟାଚରେ କମିଶନେରଟ, ଭୁବନେଶ୍ୱରକୁ ୩-୨ ସେଟରେ ପରାସ୍ତ କରି ମୟୁରଭଞ୍ଜ ଫାଇନାଲରେ ପ୍ରବେଶ କରିଥିଲା I ଚମ୍ପିୟାନ ଦଳ ଭାବେ ଦଳକୁ ୩୦ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା I ଶ୍ରେଷ୍ଠ ଖେଳାଳି ଭାବେ ଅଧିନାୟକ ଲକ୍ଷ୍ମୀନାରାୟଣ ସାହୁ, ଫାଇନାଲରେ, ଅଞ୍ଜନ ବେହେରା, ମିଲୁ ମହାନ୍ତ, ବିକାଶ ଗିରି, ଚନ୍ଦ୍ରବିନ୍ଦୁ ସେଠି ଓ ଜଗତଜୀବନ ସେଠି ପୁରସ୍କୃତ ହୋଇଥିଲେ I ଖବର ପାଇ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଦଳକୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି I ତତସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ ବାରିକ, ଦୀପକ ଗୋଛାୟତ, ସବିତା ମାଝୀ, ଗୌତମ କିସାନ, ଏସ ଡି ପି ଓ ପ୍ରଭାତ ମଲ୍ଲିକ, ଆର ଆଇ, ପୋଲିସ ଆଲୋକ କୁମାର କାନୁନଗୋ, ସର୍ଜଣ୍ଟ ଗୌତମ ପ୍ରଧାନ ପ୍ରମୁଖ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ, ବରିଷ୍ଠ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ, ଦୀପକ କୁମାର ମୁଣ୍ଡା, ମୟୁରଭଞ୍ଜ ପୋଲିସ ସଙ୍ଘ ସଭାପତି ବିକାଶ କୁମାର ଗିରି, ସମ୍ପାଦକ ସ୍ୱରାଜ କୁମାର ରାଜ, ଟିମ ମ୍ୟାନେଜର କେ ବିଶ୍ୱନାଥ ରାଓ ଓ କୋଚ ରାଜେଶ ଦାସ, ପୂର୍ବତନ ଖେଳାଳି ଚନ୍ଦ୍ରମୋହନ ଦଳେଇ, ଅନିଲ କୁମାର ସେଠି ଓ ରାଜେନ୍ଦ୍ର ନାଥ ନାଏକ ଦଳର ସଫଳତା ପାଇଁ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I
    user_NEW VIDEO FOR EVERYTHING
    NEW VIDEO FOR EVERYTHING
    ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • Post by Rajib Behera
    2
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର #ଜଣେ_ମୃତ_ଜଣେ_ଗୁରୁତର_ଆହତ ବାଲେଶ୍ଵର ରୁ ଜଳେଶ୍ଵର ଅଭିମୁଖେ ଯାଉଥିଲା ବେଳେ ୧୬ ନଂ ଜାତୀୟ ରାଜପଥ ବସ୍ତା ବାଇପାସ୍ ନିକଟରେ ସଡ଼କ ଦୁର୍ଘଟଣା। ମୃତ ଜଣକ ହେଲେ ସାଗର ପଣ୍ଡା ଜଳେଶ୍ଵର ଥାନା ଶାଳୀକୁଠା ଗ୍ରାମର । ଗୁରୁତର ଯୁବକ ସତ୍ୟବ୍ରତ ଦାସ ଶାନ୍ତିଆ ଗ୍ରାମର !! #mahimatv #BASTA #balasore #accident #OdishaPolice
    1
    #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର 
#ଜଣେ_ମୃତ_ଜଣେ_ଗୁରୁତର_ଆହତ
ବାଲେଶ୍ଵର ରୁ ଜଳେଶ୍ଵର ଅଭିମୁଖେ ଯାଉଥିଲା ବେଳେ ୧୬ ନଂ ଜାତୀୟ ରାଜପଥ ବସ୍ତା ବାଇପାସ୍ ନିକଟରେ ସଡ଼କ ଦୁର୍ଘଟଣା।  ମୃତ ଜଣକ ହେଲେ ସାଗର ପଣ୍ଡା ଜଳେଶ୍ଵର ଥାନା ଶାଳୀକୁଠା ଗ୍ରାମର । ଗୁରୁତର ଯୁବକ ସତ୍ୟବ୍ରତ ଦାସ  ଶାନ୍ତିଆ ଗ୍ରାମର !!
#mahimatv #BASTA #balasore #accident #OdishaPolice
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    5 hrs ago
  • ବାଲେଶ୍ୱର ପୋଲିସ କୁ ମିଳିଛି ବଡ ଧରଣର ସଫଳତା। ୪ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ।
    1
    ବାଲେଶ୍ୱର ପୋଲିସ କୁ ମିଳିଛି ବଡ ଧରଣର ସଫଳତା। ୪ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    53 min ago
  • ବାଲେଶ୍ୱର, ୨୩ ଏପ୍ରିଲ: ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଗନ୍ ପଏଣ୍ଟରେ ଦାଦାବତି ଆଦାୟ ଘଟଣା ଘଟିଥିବା ଖବର ମିଳିଛି। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରେସ୍ ନୋଟ୍ ଅନୁସାରେ, ୨୨ ଏପ୍ରିଲ ସକାଳ ପ୍ରାୟ ୧୧ଟା ସମୟରେ କିଛି ଅଭିଯୁକ୍ତ ଗୁଡୁଡା ଛକ ନିକଟସ୍ଥ ଏକ ନିର୍ମାଣ ସ୍ଥଳୀକୁ ପହଞ୍ଚିଥିଲେ। ସେମାନେ ପିସ୍ତଲ ଓ ତଳୱାର ଭଳି ଘାତକ ଅସ୍ତ୍ର ସହ ଆସି ଦାଦାବତି ଦାବି କରିଥିଲେ। ପରେ ଗନ୍ ପଏଣ୍ଟରେ ସୁପରଭାଇଜରଙ୍କ ଠାରୁ ପ୍ରାୟ ୧୦ ହଜାର ଟଙ୍କା ଜୋରଜବରଦସ୍ତି ଛିନିନେଇଥିଲେ। ଏହି ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଜୟରାମ ଦାସ, ରାକେଶ ଦାସ, ବିକି ଦାସ ଓ ମନୋଜ ବେହେରାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ଏକ ପିସ୍ତଲ, ଗୁଳି, ୩ଟି ତଳୱାର ଓ ନଗଦ ୩୫୦୦ ଟଙ୍କା ଜବତ କରାଯାଇଛି। ଏଥିସହ ଅନେକ ଅଭିଯୁକ୍ତ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲାରେ ଜଡିତ ଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।
    1
    ବାଲେଶ୍ୱର, ୨୩ ଏପ୍ରିଲ: ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଗନ୍ ପଏଣ୍ଟରେ ଦାଦାବତି ଆଦାୟ ଘଟଣା ଘଟିଥିବା ଖବର ମିଳିଛି। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପ୍ରେସ୍ ନୋଟ୍ ଅନୁସାରେ, ୨୨ ଏପ୍ରିଲ ସକାଳ ପ୍ରାୟ ୧୧ଟା ସମୟରେ କିଛି ଅଭିଯୁକ୍ତ ଗୁଡୁଡା ଛକ ନିକଟସ୍ଥ ଏକ ନିର୍ମାଣ ସ୍ଥଳୀକୁ ପହଞ୍ଚିଥିଲେ। ସେମାନେ ପିସ୍ତଲ ଓ ତଳୱାର ଭଳି ଘାତକ ଅସ୍ତ୍ର ସହ ଆସି ଦାଦାବତି ଦାବି କରିଥିଲେ। ପରେ ଗନ୍ ପଏଣ୍ଟରେ ସୁପରଭାଇଜରଙ୍କ ଠାରୁ ପ୍ରାୟ ୧୦ ହଜାର ଟଙ୍କା ଜୋରଜବରଦସ୍ତି ଛିନିନେଇଥିଲେ।
ଏହି ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଜୟରାମ ଦାସ, ରାକେଶ ଦାସ, ବିକି ଦାସ ଓ ମନୋଜ ବେହେରାଙ୍କୁ ଗିରଫ କରିଛି।
ଅଭିଯୁକ୍ତମାନଙ୍କ ପାଖରୁ ଏକ ପିସ୍ତଲ, ଗୁଳି, ୩ଟି ତଳୱାର ଓ ନଗଦ ୩୫୦୦ ଟଙ୍କା ଜବତ କରାଯାଇଛି। ଏଥିସହ ଅନେକ ଅଭିଯୁକ୍ତ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲାରେ ଜଡିତ ଥିବା ସୂଚନା ମିଳିଛି।
ଘଟଣାର ତଦନ୍ତ ଜାରି ରହିଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    7 hrs ago
  • ରବିଧାନ ବିକ୍ରୟ ନିମନ୍ତେ ଜାମ୍ମୁଝାଡ଼ି ସେବା ସମିତିର ଚାଷିମାନେ ପଞ୍ଜିକରଣ ନିମନ୍ତେ ଆସି, ଏଠାରେ ସମ୍ପାଦକଙ୍କ ଟାଳତୁଳ ନୀତି ଅବଲମ୍ବନ ଯୋଗୁଁ ଚାଷୀ ପଞ୍ଜିକରଣ କରି ପାରି ନ ଥିବାରୁ ଚାଷୀ ସମିତି ସମ୍ମୁଖରେ ପ୍ରଚଣ୍ଡ ଖରାରେ ଧାରଣା ଦେଇଥିବା ଜଣାଯାଇଛି l ଏହାକୁ ସ୍ଥାନୀୟ ସରପଞ୍ଚ ସନ୍ତୋଷ ସେଠି ଓ ସମିତି ସଭ୍ୟ ସୁଶାନ୍ତ ନାୟକ ସମର୍ଥନ ଜଣାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ସମିତି ସଭ୍ୟ ସୁଶାନ୍ତ ନାୟକଙ୍କ ପ୍ରତିକ୍ରିୟା l
    1
    ରବିଧାନ ବିକ୍ରୟ ନିମନ୍ତେ ଜାମ୍ମୁଝାଡ଼ି ସେବା ସମିତିର ଚାଷିମାନେ ପଞ୍ଜିକରଣ ନିମନ୍ତେ ଆସି, ଏଠାରେ ସମ୍ପାଦକଙ୍କ ଟାଳତୁଳ ନୀତି ଅବଲମ୍ବନ ଯୋଗୁଁ ଚାଷୀ ପଞ୍ଜିକରଣ କରି ପାରି ନ ଥିବାରୁ ଚାଷୀ ସମିତି ସମ୍ମୁଖରେ ପ୍ରଚଣ୍ଡ ଖରାରେ ଧାରଣା ଦେଇଥିବା ଜଣାଯାଇଛି l ଏହାକୁ ସ୍ଥାନୀୟ ସରପଞ୍ଚ ସନ୍ତୋଷ ସେଠି ଓ ସମିତି ସଭ୍ୟ ସୁଶାନ୍ତ ନାୟକ ସମର୍ଥନ ଜଣାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ସମିତି ସଭ୍ୟ ସୁଶାନ୍ତ ନାୟକଙ୍କ ପ୍ରତିକ୍ରିୟା l
    user_PP NEWS ODISHA
    PP NEWS ODISHA
    Similia, Baleshwar, Odisha•
    9 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ମହିଳା ସଂରକ୍ଷଣ ପାଇଁ ବିଜେପି କୁମ୍ଭୀର କାନ୍ଦଣା ବନ୍ଦ କରୁ : କଂଗ୍ରେସ
    1
    ମହିଳା ସଂରକ୍ଷଣ ପାଇଁ ବିଜେପି କୁମ୍ଭୀର କାନ୍ଦଣା ବନ୍ଦ କରୁ : କଂଗ୍ରେସ
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    5 hrs ago
  • ବିଦ୍ୟୁତ ସଟସର୍କିଟ ହୋଇ ଦୁଇ ବଖରା ଘର ପୋଡି, ଅଳ୍ପକେ ବଞ୍ଚି ଯାଇଛି ପରିବାର l
    1
    ବିଦ୍ୟୁତ ସଟସର୍କିଟ ହୋଇ ଦୁଇ ବଖରା ଘର ପୋଡି, ଅଳ୍ପକେ ବଞ୍ଚି ଯାଇଛି ପରିବାର l
    user_PP NEWS ODISHA
    PP NEWS ODISHA
    Similia, Baleshwar, Odisha•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.