ଉଦଳାରେ ବାଇକ ଲୁଟେରାଙ୍କ ଆତଙ୍କ! CCTV ରେ କଏଦ ଚୋରି ଦୃଶ୍ୟ ଉଦଳା: (ରାଜୀବ କୁମାର ବେହେରା) - ଉଦଳା ଅଞ୍ଚଳରେ ବଢ଼ୁଥିବା ବାଇକ ଚୋରି ଘଟଣା ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢ଼ିଛି। ସମ୍ପ୍ରତି ଘଟିଥିବା ଏକ ଘଟଣାରେ ଦୁର୍ବୃତ୍ତମାନେ ଚତୁର ଉପାୟରେ ବାଇକ ଚୋରି କରିଥିବା ଜଣାପଡ଼ିଛି। ତେବେ ସିସିଟିଭିରେ କଏଦ ହେଲା ବାଇକ ଚୋରି l ସୂଚନା ଅନୁସାରେ, ଉଦଳା କଲେଜ ରୋଡ଼ ରେ ଥିବା ଏକ ମଦ ଦୋକାନ କୁ ଦୁଇ ଦୁର୍ବୁତ୍ତମାନେ ସ୍ପଷ୍ଟ ଦିବାଲୋକରେ ପ୍ରଥମେ “ମଦ ପିଇବା” ବାହାନାରେ ଆସି ମଦ ପିଇଲେ ଆଉ ବାହାରେ ଥିବା ଏକ ବାଇକ କୁ ସୁଯୋଗ ଦେଖି ଲକ୍ ଭାଙ୍ଗି ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଚୋରୀ ସମୟରେ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ, ଫୁଟେଜ୍ରେ ସନ୍ଦେହଜନକ ବ୍ୟକ୍ତିଙ୍କ ଚାଲି ଚଳନ ସ୍ପଷ୍ଟ ଦେଖାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ସିସିଟିଭି ଫୁଟେଜ ଆଧାର ରେ ପୋଲିସ ଦୁଇ ଦୁର୍ବୁତ୍ତ ଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି l

- Post by Rajib Behera1
- Post by Maso murmu1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 24.04.2026 & 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- Aap Konsi movie Dekhti ho Hollywood Ya Bollywood Ka Comedy video by Kedar Naik1
- ମୁଖ୍ୟମନ୍ତ୍ରୀ ନିଯୁକ୍ତି ମେଳା: ୪,୮୧୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।1
- Post by Jitendra raj1
- Post by Rajib Behera2