logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋ ସମ୍ମାନ ଆହ୍ୱାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରଞ୍ଜିଆ:( ଜିତେନ୍ଦ୍ର ରାଜ) ଗୋ ମାତାଙ୍କୁ ରାଷ୍ଟ୍ରମାତା, ରାଷ୍ଟ୍ରଦେବ, ରାଷ୍ଟ୍ର ଆରାଧ୍ୟା, ରାଷ୍ଟ୍ର ଧରୋହର କିମ୍ବା ରାଷ୍ଟ୍ର ଆଧାରର ସମ୍ମାନଜନକ ପଦବୀ ପ୍ରଦାନ କରିବା ସହିତ ଗୋ ସେବା ପାଇଁ କେନ୍ଦ୍ରୀୟ ନିୟମ ପ୍ରଣୟନ ଓ ସମଗ୍ର ଭାରତରେ ଗୋ ହତ୍ୟା ଏବଂ ଗୋ ତସ୍କରୀ ସମ୍ପୂର୍ଣ୍ଣ ନିଷେଧ କରାଯିବାକୁ ଦାବି କରାଯାଇଛି। ଏହି ଦାବିଗୁଡିକୁ ନେଇ ଆଜି “ଗୋ ସମ୍ମାନ ଆହ୍ୱାନ ଅଭିଯାନ” କରଞ୍ଜିଆ ଶାଖା ପକ୍ଷରୁ ଏକ ସଂକୀର୍ତ୍ତନ ସଭାଯାତ୍ରା ଆୟୋଜନ କରାଯାଇଥିଲା। ସଭାଯାତ୍ରାଟି ସହର ପରିକ୍ରମା କରି ଶେଷରେ କରଞ୍ଜିଆ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ତହସିଲଦାରଙ୍କ ଅନୁପସ୍ଥିତିରେ ସହକାରୀ ତହସିଲଦାର ଶର୍ମିଷ୍ଠା ସାହୁଙ୍କୁ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋ ଭକ୍ତ ସ୍ମୃତିମୟ ମହାନ୍ତ, ହାଡିବନ୍ଧୁ ସାହୁ, ଲକ୍ଷ୍ମୀଧର ମହାନ୍ତଙ୍କ ନେତୃତ୍ୱରେ କାଳିଆ ପ୍ରେମୀ ଉମେଶ ପତି, ବିଭୀଷଣ ନାଏକ, ପରମେଶ୍ୱର ନାଏକ, ରାଜୁ କଳା, ଟୁନା ବେହେରା, ଗନ୍ଧର୍ବ ପାତ୍ରଙ୍କ ସମେତ ଶତାଧିକ ଗୋ ପ୍ରେମୀ ଅଂଶଗ୍ରହଣ କରିଥିଲେ।

2 hrs ago
user_Jitendra raj
Jitendra raj
କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ...ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹20,000_Assistance_for_BPL_ପରିବାର___NFBS....
    1
    ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ...ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹20,000_Assistance_for_BPL_ପରିବାର___NFBS....
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    9 hrs ago
  • Post by Rajib Behera
    2
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    29 min ago
  • Aap Konsi movie Dekhti ho Hollywood Ya Bollywood Ka Comedy video by Kedar Naik
    1
    Aap Konsi movie Dekhti ho Hollywood Ya Bollywood Ka Comedy video by Kedar Naik
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • Post by Maso murmu
    1
    Post by Maso murmu
    user_Maso murmu
    Maso murmu
    ବାଙ୍ଗିରିପୋଷି, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 24.04.2026 & 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews 
Date - 24.04.2026 & 25.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • Post by Jitendra raj
    3
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.