logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ଟ୍ରେନରୁ_ଖସିପଡ଼ିଲା_ଭାଇ_ଆଉ_ତାପରେ ଚିତ୍କାର କରି ବାହୁନୁଛି ଝିଅଟିଏ। ତାଙ୍କ କାନ୍ଦ ବୋବାଳିରେ କମ୍ପିଯାଉଛି ଟ୍ରେନ। ପାଖ ଯାତ୍ରୀ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସିଏ ଅଧର୍ଯ୍ୟ ହୋଇଯାଉଛନ୍ତି। କାରଣ ଚଳନ୍ତା ଟ୍ରେନରୁ ଖସି ପଡ଼ିଛି ତାଙ୍କ ଛୋଟ ଭାଇ। #TrainAccident #RailwaySafety #ViralVideo #IndianRailways #BreakingNews #WestBengal #PublicOutrage #EmergencyFailure #TrainIncident #SafetyConcern #ShockingNews #IndiaNews #TrendingNow #RailwayUpdate #SpecialStory

2 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
2 hrs ago

#ଟ୍ରେନରୁ_ଖସିପଡ଼ିଲା_ଭାଇ_ଆଉ_ତାପରେ ଚିତ୍କାର କରି ବାହୁନୁଛି ଝିଅଟିଏ। ତାଙ୍କ କାନ୍ଦ ବୋବାଳିରେ କମ୍ପିଯାଉଛି ଟ୍ରେନ। ପାଖ ଯାତ୍ରୀ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସିଏ ଅଧର୍ଯ୍ୟ ହୋଇଯାଉଛନ୍ତି। କାରଣ ଚଳନ୍ତା ଟ୍ରେନରୁ ଖସି ପଡ଼ିଛି ତାଙ୍କ ଛୋଟ ଭାଇ। #TrainAccident #RailwaySafety #ViralVideo #IndianRailways #BreakingNews #WestBengal #PublicOutrage #EmergencyFailure #TrainIncident #SafetyConcern #ShockingNews #IndiaNews #TrendingNow #RailwayUpdate #SpecialStory

More news from ଓଡ଼ିଶା and nearby areas
  • fast time ever prm Medical Exhibition of PRM Medical College, Baripada INNOVATIA 1.୦ 수2026 The Annual Academic Exhibition
    1
    fast  time ever prm Medical Exhibition
of PRM Medical College, Baripada
INNOVATIA 1.୦ 수2026 The Annual Academic Exhibition
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • Post by Jitendra raj
    3
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଏକ 'ଆନ୍ତଃ ଚିକିତ୍ସା କର୍ମଚାରୀ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏହି କ୍ରିକେଟ ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିଛନ୍ତି। ଗତ ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଗୁଡ଼ିକ ସକାଳ ଓ ଅପରାହ୍ନ ଦୁଇଟି ପର୍ଯ୍ୟାୟରେ ଖେଳାଯାଇଛି। ଆଜି ଅପରାହ୍ନରେ ଫାଇନାଲ ମ୍ୟାଚ୍ ରେ ନର୍ସିଂ ନାଇଟ୍ ଏଙ୍ଗଲ ଏବଂ କ୍ଲିନିକାଲ ଷ୍ଟ୍ରାଇକର୍ସ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅମର ସେଠି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଛନ୍ତି। କର୍ମଚାରୀ ମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି କରିବା ଉଦ୍ଦେଶ୍ୟରେ "ଟିମୱାର୍କ ମେକ୍ସ ଦି ଡ୍ରିମ୍ ୱାର୍କ" ସ୍ଲୋଗାନ ସହ ଏହି ଖେଳର ଆୟୋଜନ ହେଉଥିବା କହିଛନ୍ତି ଆୟୋଜକ କମିଟିର ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଏକ 'ଆନ୍ତଃ ଚିକିତ୍ସା କର୍ମଚାରୀ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏହି କ୍ରିକେଟ ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିଛନ୍ତି। ଗତ ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଗୁଡ଼ିକ ସକାଳ ଓ ଅପରାହ୍ନ ଦୁଇଟି ପର୍ଯ୍ୟାୟରେ ଖେଳାଯାଇଛି। ଆଜି ଅପରାହ୍ନରେ ଫାଇନାଲ ମ୍ୟାଚ୍ ରେ ନର୍ସିଂ ନାଇଟ୍ ଏଙ୍ଗଲ ଏବଂ କ୍ଲିନିକାଲ ଷ୍ଟ୍ରାଇକର୍ସ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅମର ସେଠି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଛନ୍ତି। କର୍ମଚାରୀ ମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି କରିବା ଉଦ୍ଦେଶ୍ୟରେ "ଟିମୱାର୍କ ମେକ୍ସ ଦି ଡ୍ରିମ୍ ୱାର୍କ" ସ୍ଲୋଗାନ ସହ ଏହି ଖେଳର ଆୟୋଜନ ହେଉଥିବା କହିଛନ୍ତି ଆୟୋଜକ କମିଟିର ସଦସ୍ୟ। *ବାଇଟ - ପ୍ରଫୁଲ୍ଲ କୁମାର ମାଝି (ଆନ୍ତଃ ଚିକିତ୍ସା କର୍ମଚାରୀ)* *ବାଇଟ - ଅମର ସେଠି (ସମାଜସେବୀ)*ସଦସ୍ୟ। *ବାଇଟ - ପ୍ରଫୁଲ୍ଲ କୁମାର ମାଝି (ଆନ୍ତଃ ଚିକିତ୍ସା କର୍ମଚାରୀ)* *ବାଇଟ - ଅମର ସେଠି (ସମାଜସେବୀ)*
    1
    ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଏକ 'ଆନ୍ତଃ ଚିକିତ୍ସା କର୍ମଚାରୀ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏହି କ୍ରିକେଟ ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିଛନ୍ତି। ଗତ ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଗୁଡ଼ିକ ସକାଳ ଓ ଅପରାହ୍ନ ଦୁଇଟି ପର୍ଯ୍ୟାୟରେ ଖେଳାଯାଇଛି। ଆଜି ଅପରାହ୍ନରେ ଫାଇନାଲ ମ୍ୟାଚ୍ ରେ ନର୍ସିଂ ନାଇଟ୍ ଏଙ୍ଗଲ ଏବଂ କ୍ଲିନିକାଲ ଷ୍ଟ୍ରାଇକର୍ସ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅମର ସେଠି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଛନ୍ତି। କର୍ମଚାରୀ ମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି କରିବା ଉଦ୍ଦେଶ୍ୟରେ "ଟିମୱାର୍କ ମେକ୍ସ ଦି ଡ୍ରିମ୍ ୱାର୍କ" ସ୍ଲୋଗାନ ସହ ଏହି ଖେଳର ଆୟୋଜନ ହେଉଥିବା କହିଛନ୍ତି ଆୟୋଜକ କମିଟିର ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଏକ 'ଆନ୍ତଃ ଚିକିତ୍ସା କର୍ମଚାରୀ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏହି କ୍ରିକେଟ ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିଛନ୍ତି। ଗତ ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଗୁଡ଼ିକ ସକାଳ ଓ ଅପରାହ୍ନ ଦୁଇଟି ପର୍ଯ୍ୟାୟରେ ଖେଳାଯାଇଛି। ଆଜି ଅପରାହ୍ନରେ ଫାଇନାଲ ମ୍ୟାଚ୍ ରେ ନର୍ସିଂ ନାଇଟ୍ ଏଙ୍ଗଲ ଏବଂ କ୍ଲିନିକାଲ ଷ୍ଟ୍ରାଇକର୍ସ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅମର ସେଠି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଛନ୍ତି। କର୍ମଚାରୀ ମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି କରିବା ଉଦ୍ଦେଶ୍ୟରେ "ଟିମୱାର୍କ ମେକ୍ସ ଦି ଡ୍ରିମ୍ ୱାର୍କ" ସ୍ଲୋଗାନ ସହ ଏହି ଖେଳର ଆୟୋଜନ ହେଉଥିବା କହିଛନ୍ତି ଆୟୋଜକ କମିଟିର ସଦସ୍ୟ।
*ବାଇଟ - ପ୍ରଫୁଲ୍ଲ କୁମାର ମାଝି (ଆନ୍ତଃ ଚିକିତ୍ସା କର୍ମଚାରୀ)*
*ବାଇଟ - ଅମର ସେଠି (ସମାଜସେବୀ)*ସଦସ୍ୟ।
*ବାଇଟ - ପ୍ରଫୁଲ୍ଲ କୁମାର ମାଝି (ଆନ୍ତଃ ଚିକିତ୍ସା କର୍ମଚାରୀ)*
*ବାଇଟ - ଅମର ସେଠି (ସମାଜସେବୀ)*
    user_NEW VIDEO FOR EVERYTHING
    NEW VIDEO FOR EVERYTHING
    ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ବାଲେଶ୍ୱର ପୋଲିସ କୁ ମିଳିଛି ବଡ ଧରଣର ସଫଳତା। ୪ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ।
    1
    ବାଲେଶ୍ୱର ପୋଲିସ କୁ ମିଳିଛି ବଡ ଧରଣର ସଫଳତା। ୪ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର #ଜଣେ_ମୃତ_ଜଣେ_ଗୁରୁତର_ଆହତ
    1
    #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର 
#ଜଣେ_ମୃତ_ଜଣେ_ଗୁରୁତର_ଆହତ
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    5 hrs ago
  • ବାଲେଶ୍ୱର, ୨୩ ଏପ୍ରିଲ: ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଗନ୍ ପଏଣ୍ଟରେ ଦାଦାବତି ଆଦାୟ ଘଟଣା ଘଟିଥିବା ଖବର ମିଳିଛି। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରେସ୍ ନୋଟ୍ ଅନୁସାରେ, ୨୨ ଏପ୍ରିଲ ସକାଳ ପ୍ରାୟ ୧୧ଟା ସମୟରେ କିଛି ଅଭିଯୁକ୍ତ ଗୁଡୁଡା ଛକ ନିକଟସ୍ଥ ଏକ ନିର୍ମାଣ ସ୍ଥଳୀକୁ ପହଞ୍ଚିଥିଲେ। ସେମାନେ ପିସ୍ତଲ ଓ ତଳୱାର ଭଳି ଘାତକ ଅସ୍ତ୍ର ସହ ଆସି ଦାଦାବତି ଦାବି କରିଥିଲେ। ପରେ ଗନ୍ ପଏଣ୍ଟରେ ସୁପରଭାଇଜରଙ୍କ ଠାରୁ ପ୍ରାୟ ୧୦ ହଜାର ଟଙ୍କା ଜୋରଜବରଦସ୍ତି ଛିନିନେଇଥିଲେ। ଏହି ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଜୟରାମ ଦାସ, ରାକେଶ ଦାସ, ବିକି ଦାସ ଓ ମନୋଜ ବେହେରାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ଏକ ପିସ୍ତଲ, ଗୁଳି, ୩ଟି ତଳୱାର ଓ ନଗଦ ୩୫୦୦ ଟଙ୍କା ଜବତ କରାଯାଇଛି। ଏଥିସହ ଅନେକ ଅଭିଯୁକ୍ତ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲାରେ ଜଡିତ ଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।
    1
    ବାଲେଶ୍ୱର, ୨୩ ଏପ୍ରିଲ: ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଗନ୍ ପଏଣ୍ଟରେ ଦାଦାବତି ଆଦାୟ ଘଟଣା ଘଟିଥିବା ଖବର ମିଳିଛି। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପ୍ରେସ୍ ନୋଟ୍ ଅନୁସାରେ, ୨୨ ଏପ୍ରିଲ ସକାଳ ପ୍ରାୟ ୧୧ଟା ସମୟରେ କିଛି ଅଭିଯୁକ୍ତ ଗୁଡୁଡା ଛକ ନିକଟସ୍ଥ ଏକ ନିର୍ମାଣ ସ୍ଥଳୀକୁ ପହଞ୍ଚିଥିଲେ। ସେମାନେ ପିସ୍ତଲ ଓ ତଳୱାର ଭଳି ଘାତକ ଅସ୍ତ୍ର ସହ ଆସି ଦାଦାବତି ଦାବି କରିଥିଲେ। ପରେ ଗନ୍ ପଏଣ୍ଟରେ ସୁପରଭାଇଜରଙ୍କ ଠାରୁ ପ୍ରାୟ ୧୦ ହଜାର ଟଙ୍କା ଜୋରଜବରଦସ୍ତି ଛିନିନେଇଥିଲେ।
ଏହି ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଜୟରାମ ଦାସ, ରାକେଶ ଦାସ, ବିକି ଦାସ ଓ ମନୋଜ ବେହେରାଙ୍କୁ ଗିରଫ କରିଛି।
ଅଭିଯୁକ୍ତମାନଙ୍କ ପାଖରୁ ଏକ ପିସ୍ତଲ, ଗୁଳି, ୩ଟି ତଳୱାର ଓ ନଗଦ ୩୫୦୦ ଟଙ୍କା ଜବତ କରାଯାଇଛି। ଏଥିସହ ଅନେକ ଅଭିଯୁକ୍ତ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲାରେ ଜଡିତ ଥିବା ସୂଚନା ମିଳିଛି।
ଘଟଣାର ତଦନ୍ତ ଜାରି ରହିଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    8 hrs ago
  • Post by Rajib Behera
    2
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ବାରିପଦା - ଅବିନାଶ ମହାନ୍ତି ଙ୍କ ରିପୋର୍ଟ - ବାଲେଶ୍ୱର ପୋଲିସ ପଡିଆରେ ଅନୁଷ୍ଠିତ ୭୮ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଦଳ ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି I ଏହି ଚମ୍ପିୟାନସିପରେ ୨୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ମୟୁରଭଞ୍ଜ ଦଳ ବାଲେଶ୍ୱରକୁ ୩ - ୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I କ୍ୱାଟର ଫାଇନାଲରେ ପୁରୀକୁ ୩-୦ ସେଟରେ ଓ ସେମିଫାଇନଲ ମ୍ୟାଚରେ କମିଶନେରଟ, ଭୁବନେଶ୍ୱରକୁ ୩-୨ ସେଟରେ ପରାସ୍ତ କରି ମୟୁରଭଞ୍ଜ ଫାଇନାଲରେ ପ୍ରବେଶ କରିଥିଲା I ଚମ୍ପିୟାନ ଦଳ ଭାବେ ଦଳକୁ ୩୦ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା I ଶ୍ରେଷ୍ଠ ଖେଳାଳି ଭାବେ ଅଧିନାୟକ ଲକ୍ଷ୍ମୀନାରାୟଣ ସାହୁ, ଫାଇନାଲରେ, ଅଞ୍ଜନ ବେହେରା, ମିଲୁ ମହାନ୍ତ, ବିକାଶ ଗିରି, ଚନ୍ଦ୍ରବିନ୍ଦୁ ସେଠି ଓ ଜଗତଜୀବନ ସେଠି ପୁରସ୍କୃତ ହୋଇଥିଲେ I ଖବର ପାଇ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଦଳକୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି I ତତସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ ବାରିକ, ଦୀପକ ଗୋଛାୟତ, ସବିତା ମାଝୀ, ଗୌତମ କିସାନ, ଏସ ଡି ପି ଓ ପ୍ରଭାତ ମଲ୍ଲିକ, ଆର ଆଇ, ପୋଲିସ ଆଲୋକ କୁମାର କାନୁନଗୋ, ସର୍ଜଣ୍ଟ ଗୌତମ ପ୍ରଧାନ ପ୍ରମୁଖ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ, ବରିଷ୍ଠ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ, ଦୀପକ କୁମାର ମୁଣ୍ଡା, ମୟୁରଭଞ୍ଜ ପୋଲିସ ସଙ୍ଘ ସଭାପତି ବିକାଶ କୁମାର ଗିରି, ସମ୍ପାଦକ ସ୍ୱରାଜ କୁମାର ରାଜ, ଟିମ ମ୍ୟାନେଜର କେ ବିଶ୍ୱନାଥ ରାଓ ଓ କୋଚ ରାଜେଶ ଦାସ, ପୂର୍ବତନ ଖେଳାଳି ଚନ୍ଦ୍ରମୋହନ ଦଳେଇ, ଅନିଲ କୁମାର ସେଠି ଓ ରାଜେନ୍ଦ୍ର ନାଥ ନାଏକ ଦଳର ସଫଳତା ପାଇଁ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I
    1
    ବାରିପଦା - ଅବିନାଶ ମହାନ୍ତି ଙ୍କ ରିପୋର୍ଟ -
ବାଲେଶ୍ୱର ପୋଲିସ ପଡିଆରେ ଅନୁଷ୍ଠିତ ୭୮ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଦଳ ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛି I ଏହି ଚମ୍ପିୟାନସିପରେ ୨୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ମୟୁରଭଞ୍ଜ ଦଳ ବାଲେଶ୍ୱରକୁ ୩ - ୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I କ୍ୱାଟର ଫାଇନାଲରେ ପୁରୀକୁ ୩-୦ ସେଟରେ ଓ ସେମିଫାଇନଲ ମ୍ୟାଚରେ କମିଶନେରଟ, ଭୁବନେଶ୍ୱରକୁ ୩-୨ ସେଟରେ ପରାସ୍ତ କରି ମୟୁରଭଞ୍ଜ ଫାଇନାଲରେ ପ୍ରବେଶ କରିଥିଲା I ଚମ୍ପିୟାନ ଦଳ ଭାବେ ଦଳକୁ ୩୦ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା I ଶ୍ରେଷ୍ଠ ଖେଳାଳି ଭାବେ ଅଧିନାୟକ ଲକ୍ଷ୍ମୀନାରାୟଣ ସାହୁ, ଫାଇନାଲରେ, ଅଞ୍ଜନ ବେହେରା, ମିଲୁ ମହାନ୍ତ, ବିକାଶ ଗିରି, ଚନ୍ଦ୍ରବିନ୍ଦୁ ସେଠି ଓ ଜଗତଜୀବନ ସେଠି ପୁରସ୍କୃତ ହୋଇଥିଲେ I ଖବର ପାଇ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଦଳକୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି I ତତସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ ବାରିକ, ଦୀପକ ଗୋଛାୟତ, ସବିତା ମାଝୀ, ଗୌତମ କିସାନ, ଏସ ଡି ପି ଓ ପ୍ରଭାତ ମଲ୍ଲିକ, ଆର ଆଇ, ପୋଲିସ ଆଲୋକ କୁମାର କାନୁନଗୋ, ସର୍ଜଣ୍ଟ ଗୌତମ ପ୍ରଧାନ ପ୍ରମୁଖ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ, ବରିଷ୍ଠ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ, ଦୀପକ କୁମାର ମୁଣ୍ଡା, ମୟୁରଭଞ୍ଜ ପୋଲିସ ସଙ୍ଘ ସଭାପତି ବିକାଶ କୁମାର ଗିରି, ସମ୍ପାଦକ ସ୍ୱରାଜ କୁମାର ରାଜ, ଟିମ ମ୍ୟାନେଜର କେ ବିଶ୍ୱନାଥ ରାଓ ଓ କୋଚ ରାଜେଶ ଦାସ, ପୂର୍ବତନ ଖେଳାଳି ଚନ୍ଦ୍ରମୋହନ ଦଳେଇ, ଅନିଲ କୁମାର ସେଠି ଓ ରାଜେନ୍ଦ୍ର ନାଥ ନାଏକ ଦଳର ସଫଳତା ପାଇଁ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I
    user_NEW VIDEO FOR EVERYTHING
    NEW VIDEO FOR EVERYTHING
    ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର #ଜଣେ_ମୃତ_ଜଣେ_ଗୁରୁତର_ଆହତ ବାଲେଶ୍ଵର ରୁ ଜଳେଶ୍ଵର ଅଭିମୁଖେ ଯାଉଥିଲା ବେଳେ ୧୬ ନଂ ଜାତୀୟ ରାଜପଥ ବସ୍ତା ବାଇପାସ୍ ନିକଟରେ ସଡ଼କ ଦୁର୍ଘଟଣା। ମୃତ ଜଣକ ହେଲେ ସାଗର ପଣ୍ଡା ଜଳେଶ୍ଵର ଥାନା ଶାଳୀକୁଠା ଗ୍ରାମର । ଗୁରୁତର ଯୁବକ ସତ୍ୟବ୍ରତ ଦାସ ଶାନ୍ତିଆ ଗ୍ରାମର !! #mahimatv #BASTA #balasore #accident #OdishaPolice
    1
    #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର 
#ଜଣେ_ମୃତ_ଜଣେ_ଗୁରୁତର_ଆହତ
ବାଲେଶ୍ଵର ରୁ ଜଳେଶ୍ଵର ଅଭିମୁଖେ ଯାଉଥିଲା ବେଳେ ୧୬ ନଂ ଜାତୀୟ ରାଜପଥ ବସ୍ତା ବାଇପାସ୍ ନିକଟରେ ସଡ଼କ ଦୁର୍ଘଟଣା।  ମୃତ ଜଣକ ହେଲେ ସାଗର ପଣ୍ଡା ଜଳେଶ୍ଵର ଥାନା ଶାଳୀକୁଠା ଗ୍ରାମର । ଗୁରୁତର ଯୁବକ ସତ୍ୟବ୍ରତ ଦାସ  ଶାନ୍ତିଆ ଗ୍ରାମର !!
#mahimatv #BASTA #balasore #accident #OdishaPolice
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.