Shuru
Apke Nagar Ki App…
#ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର #ଜଣେ_ମୃତ_ଜଣେ_ଗୁରୁତର_ଆହତ #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର #ଜଣେ_ମୃତ_ଜଣେ_ଗୁରୁତର_ଆହତ
Mahima tv Rajesh Kumar Giri
#ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର #ଜଣେ_ମୃତ_ଜଣେ_ଗୁରୁତର_ଆହତ #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର #ଜଣେ_ମୃତ_ଜଣେ_ଗୁରୁତର_ଆହତ
More news from ଓଡ଼ିଶା and nearby areas
- #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର #ଜଣେ_ମୃତ_ଜଣେ_ଗୁରୁତର_ଆହତ1
- ବାଲେଶ୍ୱର ପୋଲିସ କୁ ମିଳିଛି ବଡ ଧରଣର ସଫଳତା। ୪ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ।1
- ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଏକ 'ଆନ୍ତଃ ଚିକିତ୍ସା କର୍ମଚାରୀ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏହି କ୍ରିକେଟ ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିଛନ୍ତି। ଗତ ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଗୁଡ଼ିକ ସକାଳ ଓ ଅପରାହ୍ନ ଦୁଇଟି ପର୍ଯ୍ୟାୟରେ ଖେଳାଯାଇଛି। ଆଜି ଅପରାହ୍ନରେ ଫାଇନାଲ ମ୍ୟାଚ୍ ରେ ନର୍ସିଂ ନାଇଟ୍ ଏଙ୍ଗଲ ଏବଂ କ୍ଲିନିକାଲ ଷ୍ଟ୍ରାଇକର୍ସ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅମର ସେଠି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଛନ୍ତି। କର୍ମଚାରୀ ମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି କରିବା ଉଦ୍ଦେଶ୍ୟରେ "ଟିମୱାର୍କ ମେକ୍ସ ଦି ଡ୍ରିମ୍ ୱାର୍କ" ସ୍ଲୋଗାନ ସହ ଏହି ଖେଳର ଆୟୋଜନ ହେଉଥିବା କହିଛନ୍ତି ଆୟୋଜକ କମିଟିର ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଏକ 'ଆନ୍ତଃ ଚିକିତ୍ସା କର୍ମଚାରୀ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏହି କ୍ରିକେଟ ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିଛନ୍ତି। ଗତ ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଗୁଡ଼ିକ ସକାଳ ଓ ଅପରାହ୍ନ ଦୁଇଟି ପର୍ଯ୍ୟାୟରେ ଖେଳାଯାଇଛି। ଆଜି ଅପରାହ୍ନରେ ଫାଇନାଲ ମ୍ୟାଚ୍ ରେ ନର୍ସିଂ ନାଇଟ୍ ଏଙ୍ଗଲ ଏବଂ କ୍ଲିନିକାଲ ଷ୍ଟ୍ରାଇକର୍ସ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅମର ସେଠି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଛନ୍ତି। କର୍ମଚାରୀ ମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି କରିବା ଉଦ୍ଦେଶ୍ୟରେ "ଟିମୱାର୍କ ମେକ୍ସ ଦି ଡ୍ରିମ୍ ୱାର୍କ" ସ୍ଲୋଗାନ ସହ ଏହି ଖେଳର ଆୟୋଜନ ହେଉଥିବା କହିଛନ୍ତି ଆୟୋଜକ କମିଟିର ସଦସ୍ୟ। *ବାଇଟ - ପ୍ରଫୁଲ୍ଲ କୁମାର ମାଝି (ଆନ୍ତଃ ଚିକିତ୍ସା କର୍ମଚାରୀ)* *ବାଇଟ - ଅମର ସେଠି (ସମାଜସେବୀ)*ସଦସ୍ୟ। *ବାଇଟ - ପ୍ରଫୁଲ୍ଲ କୁମାର ମାଝି (ଆନ୍ତଃ ଚିକିତ୍ସା କର୍ମଚାରୀ)* *ବାଇଟ - ଅମର ସେଠି (ସମାଜସେବୀ)*1
- ବସ୍ତା ଏସଡିପିଓଙ୍କ ନିଲମ୍ବନ ଦାବିରେ ବିଜେପିର ଧାରଣା*।ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ବେହେରା ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଏସଡିପିଓ ଶ୍ରୀ ଦେଓଙ୍କୁ ତତ୍କାଳ ଛୁଟିରେ ବିଦା କରିଥିଲେ। ବସ୍ତା ଏସଡିପିଓଙ୍କ ନିଲମ୍ବନ ଦାବିରେ ବିଜେପିର ଧାରଣା। ସୂଚନାରୁ ପ୍ରକାଶ, ବସ୍ତା SDPO ମାନସ କୁମାର ଦେଓଙ୍କ ବସ୍ତା ରେ ତିନି ଥର ରହିବା ଭିତରେ ବାଲି ମାଫିଆ, ଜମି ଦଲାଲ, ଇଟା ବ୍ୟବସାୟୀ, ଦେ ଦେଶୀ, ବିଦେଶୀ ଶୀ ମଦଭାଟି, ଗୋରୁ ବେପାରୀ, ଜୁଆଆଡା , ଚିଙ୍ଗୁଡି ଝିଲ ବ୍ୟବସାୟୀ ଓ ବିଭିନ୍ନ ଯାନବାହାନ ମାଲିକଙ୍କଠାରୁ କୋଟି କୋଟି ଟଙ୍କା ନେଇଥିବା ଶୁଣିବାକୁ ମିଳୁଛି । ତା'ସାଙ୍ଗକୁ କୁ ବିଭିନ୍ନ କେସ୍କୁ ଦଫା ରଫା କରିବ ରିବା ପାଇଁ ଲୋକଙ୍କଠାରୁ ମଧ୍ୟ ମୋଟା ଆକାରରେ ଅର୍ଥ ନେଇଥିବା ଅଭିଯୋଗ ହେଉଛି। ଆଜିକାଲି ଭିଜିଲାନ୍ସର ଭୟ ରହୁଥିବାରୁ ଲୋକଙ୍କଠାରୁ ସିଧାସଳଖ ଅର୍ଥ ନନେଇ ଥାନାରେ ଥିବା ଅନେକ ଦଲାଲଙ୍କ ମାଧ୍ୟମରେ ଅର୍ଥ ନେଇଥିବା ସାଧାରଣରେ ଆଲୋଚନା ହେଉଛି। ଜଣେ ବ୍ୟକ୍ତି ବର୍ତ୍ତମାନ୍ SDPO କ୍ୱାର୍ଟରରେ ଦିନରାତି ରହି ଥାନାରେ ଦଲାଲ କାମ କରୁଛି । ବାବଦରେ ଥାନାରେ ଲାଗିଥିବା ସିସି କ୍ୟାମେରା ଓ SDPO ମୋ ମୋବାଇଲର କଲ୍ ରେକର୍ଡ ଯାଞ୍ଚ କଲେ ଅନେକ ଘଟଣାର ସତ୍ୟାସତ୍ଯ ଜଣାପଡ଼ିବ। ତା'ଛଡା SDPO ମାନସ କୁମାର ଦେଓଙ୍କ ପ୍ରମୋସନ ପାଇ ଏସ୍ଡିପିଓ ହୋଇ ବସ୍ତା ଯିବାକୁ ଚାହୁଁ ନାହାଁନ୍ତି କାହିଁକି । ଏଭଳି ଅଫିସରଙ୍କୁ ପ୍ରମୋସନ କିମ୍ବା କୌଣସି ଥାନାର ଦାୟିତ୍ବ ଦିଆଗଲେ ଡିପାର୍ଟମେଣ୍ଟକୁ ବଦନାମ ହେବାକୁ ବେଶି ବଶି ସମୟ ଲାଗିବନାହିଁ । ସବୁଠାରୁ ଗୁରୁତ୍ବପୂର୍ଣ କଥା । SDPO ମାନସ କୁମାର ଦେଓଙ୍କ ତାଙ୍କ ଚାକିରି କାଳ ମଧ୍ୟରେ ଯେତିକି ନକମେଇଛନ୍ତି ତାର ଦଶଗୁଣା ଅର୍ଥ ବସ୍ତାରୁ କମାଇଥିବାରୁ ପ୍ରଶାସନ ତାଙ୍କର ପଦୋନ୍ନତି କଥା ଚିନ୍ତା ନକରି ସେ କିଭଳି ତଦନ୍ତ ପରିସରଭୁକ୍ତ ହେବେ ସେ ଦିଗରେ ଅଧିକ ଚିନ୍ତା କରନ୍ତୁ। ସୂଚନା ଅନୁଯାୟୀ ନାବାଳିକା ଅପହରଣ ମାମଲାରେ ଏସଡିପିଓ ଗୋଟିଏ ପକ୍ଷ ଉପରେ ଆକ୍ରୋଶମୂଳ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଅନ୍ୟପକ୍ଷ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି। ସେହିପରି ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖୁବା ଓ ନ୍ୟାୟ ପାଇଁ ଆସୁଥିବା ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ଆଣି ଏସଡିପିଓ ଶ୍ରୀ ଦାସଙ୍କୁ ତୁରନ୍ତ ନିଲମ୍ବନ କରିବା ଲାଗି ଦାବି କରିଥିଲେ। ବସ୍ତା ବିଜେପି ନେତା ରବୀନ୍ଦ୍ର ଅଣ୍ଡିଆଙ୍କ ନେତୃତ୍ବରେ ବିଜେପି ଉତ୍ତର ବାଲେଶ୍ଵର ସାଙ୍ଗଠନିକ ଜିଲ୍ଲା ସଭାପତି ପ୍ରଦୀପ ପଣ୍ଡା, ରାଜ୍ୟ ପରିଷଦ ସଦସ୍ୟ ରବୀନ୍ଦ୍ର ଜୈନ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଦତ୍ତ, ବସନ୍ତ ବାରିକ, ଦେବାଶିଷ ମହାପାତ୍ର, ପୁଟୁରା ସରପଞ୍ଚ ରାଧାକୃଷ୍ଣ ବେହେରା, ଫରନାଲ ବିଶ୍ଵାଳ, ଧୀରେନ ସେଠୀ, ରାଜେନ ପରିଡ଼ା, ନିହାର ବେହେରା, ଦିବାକର ରାଉତ, ଆକାଶ ବେହେରା, ପ୍ରକାଶ କୁଣ୍ଡୁ ପ୍ରମୁଖ ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ନାରାବାଜି କରିଥିଲେ। ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ବେହେରା ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଏସଡିପିଓ ଶ୍ରୀ ଦେଓଙ୍କୁ ତତ୍କାଳ ଛୁଟିରେ ବିଦା କରିଥିଲେ। ତେବେ ଅଭିଯୋଗ ସମ୍ପର୍କରେ ଏସଡିପିଓ ଶ୍ରୀ ଦେଓଙ୍କୁ ପଚାରିବାରୁ ସେ ଏହାସବୁ ନିରାଧାର ବୋଲି କହି ଖଣ୍ଡନ କରିଥିଲେ।1
- ବାଲେଶ୍ୱର, ୨୩ ଏପ୍ରିଲ: ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଗନ୍ ପଏଣ୍ଟରେ ଦାଦାବତି ଆଦାୟ ଘଟଣା ଘଟିଥିବା ଖବର ମିଳିଛି। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରେସ୍ ନୋଟ୍ ଅନୁସାରେ, ୨୨ ଏପ୍ରିଲ ସକାଳ ପ୍ରାୟ ୧୧ଟା ସମୟରେ କିଛି ଅଭିଯୁକ୍ତ ଗୁଡୁଡା ଛକ ନିକଟସ୍ଥ ଏକ ନିର୍ମାଣ ସ୍ଥଳୀକୁ ପହଞ୍ଚିଥିଲେ। ସେମାନେ ପିସ୍ତଲ ଓ ତଳୱାର ଭଳି ଘାତକ ଅସ୍ତ୍ର ସହ ଆସି ଦାଦାବତି ଦାବି କରିଥିଲେ। ପରେ ଗନ୍ ପଏଣ୍ଟରେ ସୁପରଭାଇଜରଙ୍କ ଠାରୁ ପ୍ରାୟ ୧୦ ହଜାର ଟଙ୍କା ଜୋରଜବରଦସ୍ତି ଛିନିନେଇଥିଲେ। ଏହି ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଜୟରାମ ଦାସ, ରାକେଶ ଦାସ, ବିକି ଦାସ ଓ ମନୋଜ ବେହେରାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ଏକ ପିସ୍ତଲ, ଗୁଳି, ୩ଟି ତଳୱାର ଓ ନଗଦ ୩୫୦୦ ଟଙ୍କା ଜବତ କରାଯାଇଛି। ଏଥିସହ ଅନେକ ଅଭିଯୁକ୍ତ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲାରେ ଜଡିତ ଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।1
- ରବିଧାନ ବିକ୍ରୟ ନିମନ୍ତେ ଜାମ୍ମୁଝାଡ଼ି ସେବା ସମିତିର ଚାଷିମାନେ ପଞ୍ଜିକରଣ ନିମନ୍ତେ ଆସି, ଏଠାରେ ସମ୍ପାଦକଙ୍କ ଟାଳତୁଳ ନୀତି ଅବଲମ୍ବନ ଯୋଗୁଁ ଚାଷୀ ପଞ୍ଜିକରଣ କରି ପାରି ନ ଥିବାରୁ ଚାଷୀ ସମିତି ସମ୍ମୁଖରେ ପ୍ରଚଣ୍ଡ ଖରାରେ ଧାରଣା ଦେଇଥିବା ଜଣାଯାଇଛି l ଏହାକୁ ସ୍ଥାନୀୟ ସରପଞ୍ଚ ସନ୍ତୋଷ ସେଠି ଓ ସମିତି ସଭ୍ୟ ସୁଶାନ୍ତ ନାୟକ ସମର୍ଥନ ଜଣାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ସମିତି ସଭ୍ୟ ସୁଶାନ୍ତ ନାୟକଙ୍କ ପ୍ରତିକ୍ରିୟା l1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 24.04.2026 & 25.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- #ଭାରସାମ୍ୟ_ହରାଇ_ଟ୍ରକର_ପଛପଟକୁ_ଧକ୍କା_ଦେଲା_କାର #ଜଣେ_ମୃତ_ଜଣେ_ଗୁରୁତର_ଆହତ ବାଲେଶ୍ଵର ରୁ ଜଳେଶ୍ଵର ଅଭିମୁଖେ ଯାଉଥିଲା ବେଳେ ୧୬ ନଂ ଜାତୀୟ ରାଜପଥ ବସ୍ତା ବାଇପାସ୍ ନିକଟରେ ସଡ଼କ ଦୁର୍ଘଟଣା। ମୃତ ଜଣକ ହେଲେ ସାଗର ପଣ୍ଡା ଜଳେଶ୍ଵର ଥାନା ଶାଳୀକୁଠା ଗ୍ରାମର । ଗୁରୁତର ଯୁବକ ସତ୍ୟବ୍ରତ ଦାସ ଶାନ୍ତିଆ ଗ୍ରାମର !! #mahimatv #BASTA #balasore #accident #OdishaPolice1