Shuru
Apke Nagar Ki App…
ଦଣ୍ଡ ପୂର୍ବରୁ ଚାଲିଗଲା ଦଣ୍ଡୁଆ ଙ୍କ ଜୀବନ. ୮ ଘଣ୍ଟା ରାସ୍ତା ଅବରୋଧ ପରେ ଶୋକାକୁଳ ପରିବେଶ ରେ ପାଟଲା ଗାଁ ମସାଣିରେ ଗାଁରେ ଗୋଟିଏ ଜୁଇରେ ଜଳିଲା ଦୁଇ ଯୁବକଙ୍କ ଜୁଇ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ପୂର୍ବରୁ ଚାଲିଗଲା ଦଣ୍ଡୁଆଙ୍କ ଜୀବନ. ସାତମାଇଲ ଠାରେ ୮ଘଣ୍ଟା ରାସ୍ତା ଅବରୋଧ ପରେ ପୋଲିସ ପ୍ରଶାସନ ଏବଂ ରାଜନେତା ନାକେଦନ ପରେ ଗାଁ ମଶାଣିରେ ଜଳିଲା ଦୁଇ ଯୁବକଙ୍କୁ ଜୁଇ. ସାରା ରାଜ୍ୟରେ ଆଲୋଡନ. ମୁଖ୍ୟମନ୍ତ୍ରୀ. ପୂର୍ବତନ ମୁଖ୍ୟମନ୍ତ୍ରୀ. କେନ୍ଦ୍ରମନ୍ତ୍ରୀ କଲେ ଶୋକ ପ୍ରକାଶ.
BIKRAM SAHU

- Merja ramjan begବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା😂3 hrs ago
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ପୂର୍ବରୁ ଚାଲିଗଲା ଦଣ୍ଡୁଆଙ୍କ ଜୀବନ. ସାତମାଇଲ ଠାରେ ୮ଘଣ୍ଟା ରାସ୍ତା ଅବରୋଧ ପରେ ପୋଲିସ ପ୍ରଶାସନ ଏବଂ ରାଜନେତା ନାକେଦନ ପରେ ଗାଁ ମଶାଣିରେ ଜଳିଲା ଦୁଇ ଯୁବକଙ୍କୁ ଜୁଇ. ସାରା ରାଜ୍ୟରେ ଆଲୋଡନ. ମୁଖ୍ୟମନ୍ତ୍ରୀ. ପୂର୍ବତନ ମୁଖ୍ୟମନ୍ତ୍ରୀ. କେନ୍ଦ୍ରମନ୍ତ୍ରୀ କଲେ ଶୋକ ପ୍ରକାଶ.1
- Post by Ranjan hota1
- ତାଳଚେର ଥର୍ମାଲ ଠାରେ ପୂର୍ବତନ ସାଂସଦ ମହେଶ ସାହୁ ପବିତ୍ର ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ l1
- ଦୀର୍ଘ ୧୩ ଦିନ ଧରି ଚାଲିଥିବା କଠିନ ବ୍ରତ ଓ ନିଷ୍ଠାର ଅନ୍ତ ଘଟାଇ ଆଜି ମେରୁ ପର୍ବ ଅବସରରେ ଦଣ୍ଡୁଆ ଓ ମାନସିକଧାରୀମାନେ ଶେଷ ସେବା ଅର୍ପଣ କରିଛନ୍ତି। ଭଞ୍ଜନଗର ଉପକଣ୍ଠ ସମେତ ସମଗ୍ର ଅଞ୍ଚଳ ଏହି ଆଧ୍ୟାତ୍ମିକ ଉତ୍ସବରେ ଶ୍ରଦ୍ଧାମୟ ହୋଇଉଠିଥିଲା। ଯାତ୍ରାର ଅନ୍ତିମ ଦିନରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠାର ସହ ଉପବାସ ରହିଥିଲେ। ପରମ୍ପରା ଅନୁସାରେ, ପାଟ ଦଣ୍ଡୁଆ ଓ ଅନ୍ୟ ସେବାୟତମାନେ ମାଆଙ୍କୁ ମନ୍ଦିରରୁ ବିଜେ କରାଇ ନିକଟସ୍ଥ ଜଳାଶୟରେ ସ୍ନାନ କରାଇଥିଲେ। ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପୁନର୍ବାର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ହୋମ-ଯଜ୍ଞ ଓ ପୂର୍ଣ୍ଣାହୁତି ପରେ ଯାତ୍ରାର ମୁଖ୍ୟ ଆକର୍ଷଣ 'ମେରୁ' ସମ୍ପନ୍ନ ହୋଇଥିଲା। ଯଜ୍ଞକୁଣ୍ଡର ପ୍ରଜ୍ୱଳିତ ଅଗ୍ନି ଶିଖା ଉପରେ ପାଟ ଦଣ୍ଡୁଆ ମେରୁ ଖୁଣ୍ଟରେ ଓଲଟା ଝୁଲି ରହି ଉତ୍ସର୍ଗୀକୃତ ଫଳ ଓ ପୁଷ୍ପ ବର୍ଷା କରିଥିଲେ। ଏହି ଦୃଶ୍ୟ ଭକ୍ତଙ୍କ ମଧ୍ୟରେ ଏକ ଅଲୌକିକ ଶିହରଣ ସୃଷ୍ଟି କରିଥିଲା।1
- Post by Dipak Kumar Nayak1
- Post by Dhenkanal News1
- Post by News odia odisha1
- Post by Ranjan hota1