Shuru
Apke Nagar Ki App…
#_ନାଲକୋ_କମ୍ପାନୀ_ଗୋ_ଵ୍ୟାକ_ଗ୍ରାମସଭା_କୁ_ବିରୋଧ_କଲେ_ଅଞ୍ଚଳ_ବାସୀ_ପ୍ରଶାସନ_କୁ_କଲେ_ବିରୋଧ
KOSAL TIMES
#_ନାଲକୋ_କମ୍ପାନୀ_ଗୋ_ଵ୍ୟାକ_ଗ୍ରାମସଭା_କୁ_ବିରୋଧ_କଲେ_ଅଞ୍ଚଳ_ବାସୀ_ପ୍ରଶାସନ_କୁ_କଲେ_ବିରୋଧ
More news from ଓଡ଼ିଶା and nearby areas
- Post by KOSAL TIMES1
- ବ୍ଲକ ସ୍ତରୀୟ ଲୋକ ଉତ୍ସବ ବେଳପଡା କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।1
- ୨୪ କୁଣ୍ଡୀୟ ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ବିଶାଳ କଳସ ଶୋଭାଯାତ୍ରା1
- #ତ ତେ ଆ ଖୀ ରୀ ବା ରା ପ ଚ ରୁ ଚ୍ଛେ ସୁ ହି ହା ଟା1
- ବର୍ଣ୍ଣାଢ଼୍ୟ ପରିବେଶରେ "ମହିମା" ମହୋତ୍ସବ ଉଦ୍ଘାଟିତ ସୁବର୍ଣ୍ଣପୁର, ୦୭।୦୧(ରାମ ଶଙ୍କର ଭୋଇ): ସୁବର୍ଣ୍ଣପୁର ଜିଲ୍ଲାର ସାଂସ୍କୃତିକ ଐତିହ୍ୟ, ଲୋକ ପରମ୍ପରା ଓ ସୃଜନଶୀଳତାକୁ ବିଶ୍ଵ ମଞ୍ଚରେ ପ୍ରତିଷ୍ଠିତ କରିବାକୁ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ଜିଲ୍ଲା ଲୋକ ମହୋତ୍ସବ "ମହିମା"। ଲୋକ ଗୀତ, ଲୋକ ନୃତ୍ୟ ଓ ଲୋକ ସଙ୍ଗୀତର ଏହି ମହାପାର୍ବଣ ରାମେଶ୍ବର ଷ୍ଟାଡିୟମ ସ୍ଥିତ ଫକିର ପଟ୍ଟନାୟକ ମୁକ୍ତାକାଶ ମଞ୍ଚରେ ଆଜିଠୁ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏହା ସହ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା- ୨୦୨୬ ମଧ୍ୟ ସମାନ୍ତରାଳ ଭାବେ ଅନୁଷ୍ଠିତ ହେବ। ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ଡ଼ ନୃପାରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥିଗଣଙ୍କ ଦ୍ବାରା ସ୍ମରଣିକା 'ସାକ୍ତସ୍ୱର' ଉନ୍ମୋଚିତ ହୋଇଥିଲା। ସଭା ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ କଳାକାର ଅଂଶ ଗ୍ରହଣ କରିଥିଲେ। ସକାଳୁ ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ଆବାହନ ପରେ ଏକ ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା ରୟାଲ ପଡିଆ ଠାରୁ ସହର ପରିକ୍ରମା କରି ଉତ୍ସବ ସ୍ଥଳ ରାମେଶ୍ବର ଷ୍ଟାଡିୟମରେ ପହଞ୍ଚି ଥିଲା।1
- ରାମେଶ୍ୱର ଷ୍ଟାଡିୟମ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚରେ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟିତ1
- ସୁବର୍ଣ୍ଣପୁର ଅବକାରୀ କୁ ବଡ ସଫଳତା କଫ ସିରଫ ଗଂଜେଇ ଜବତ1
- ବରବାହାଲ ଗାଁ ରେ ଅଘଟଣ ହତ୍ୟା ନା ଆତ୍ମହତ୍ୟା ଏ ପର୍ଯ୍ୟନ୍ତ ସନ୍ଦେହ ଘେରରେ।1