Shuru
Apke Nagar Ki App…
୨୭ ତମ ରାଜ୍ୟସ୍ତରୀୟ ବରିଷ୍ଠ ନେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଦଳ ଘୋଷଣା କରାଯାଇଛି।
AT News
୨୭ ତମ ରାଜ୍ୟସ୍ତରୀୟ ବରିଷ୍ଠ ନେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଦଳ ଘୋଷଣା କରାଯାଇଛି।
More news from ଓଡ଼ିଶା and nearby areas
- ପୁରୀ ବଡ଼ଦାଣ୍ଡରେ ଇସ୍କନ ବିରୋଧରେ ସନାତନ ହିନ୍ଦୁ ଧର୍ମର ଯୁବକମାନଙ୍କ ଦ୍ଵାରା ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀ ଯୁବକମାନେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି 'ଇସ୍କନ ଓଡ଼ିଶା ଛାଡ' ଏବଂ 'ଇସ୍କନ ଗୋ ବ୍ୟାକ' ଭଳି ନାରାବାଜି କରି ଏହି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।1
- ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ବାଉଦପୁର ସରପଞ୍ଚ ଜୋନାକୀ ଚାନ୍ଦ ଏବଂ ବରୁଣ ଚାନ୍ଦ ଧନ୍ୟବାଦ ଜଣାଇଛନ୍ତି।1
- ଯାଜପୁର ଟାଉନ ହଲ୍ଠାରେ ଓଡ଼ିଶା ଜନତା କଂଗ୍ରେସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।1
- ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦlଳ ପଞ୍ଚାୟତରେ ବୈତରଣୀ ନଦୀ ଉପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁସେତୁ ଆଜିବି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ହୋଇପାରିନାହିଁ। ଏହି ବୃହତ ପ୍ରକଳ୍ପର ସଂଯୋଗ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏତେ ବଡ଼ ବଜେଟର ସେତୁଟି ଲୋକଙ୍କ କାମରେ ଆସିପାରୁ ନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହି ୨୫ କୋଟିର ବିଜୁସେତୁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିରହିଛି।1
- ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଥିବା ମାଙ୍କଡ଼ାପଡ଼ା - କପ୍ତିପଦା ରାସ୍ତାର ଅତି ବିଭତ୍ସ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଖରେ କ୍ଷମତା ନାହିଁ ବୋଲି କହି ବିଧାୟକଙ୍କ (MLA) ନିକଟକୁ ପଠାଇ ଦେଉଛନ୍ତି। ଅନ୍ୟପଟେ, ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା କେବଳ 'ହେବ ହେବ' କହି ସ୍ଥାନୀୟ ଲୋକଙ୍କୁ ଭୂତାଉଛନ୍ତି। ରାସ୍ତାର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏଠାକୁ ସପ୍ତାହକୁ ମାତ୍ର ୩ ରୁ ୪ ଦିନ ବସ୍ ଆସୁଛି ଏବଂ କେଉଁ କେଉଁ ଦିନ ତ ଦିନ ୨ଟାରେ ବସ୍ ପହଞ୍ଚୁଛି। ରାସ୍ତାର ଏହି ଚିତ୍ର ଦେଖିଲେ ଏହାର ବିଭତ୍ସ ଦୃଶ୍ୟ ସହଜରେ ବାରି ହୋଇପଡ଼ୁଛି।1
- ଜାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଦୌଡ଼ରାଣୀ ଦୂତୀ ଚାନ୍ଦ ନିଜର କର୍ମ କ୍ଷେତ୍ରରେ ରହିଛନ୍ତି। ସେ ନିଜର କାର୍ଯ୍ୟ କ୍ଷେତ୍ରରେ ରହିବା ସହ 'କର୍ମ ହିଁ ଭଗବାନ' ବୋଲି ଦର୍ଶାଯାଇଛି।1
- କଟକ ନରାଜ ବ୍ୟାରେଜରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବ୍ୟାରେଜ ମଧ୍ୟରୁ ଏହି ମୃତଦେହକୁ ଉଦ୍ଧାର କରିଛନ୍ତି।1
- ଯାଜପୁର ଜିଲ୍ଲାର ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ୨୫ କୋଟି ଟଙ୍କାର ବିଜୁ ସେତୁ ଦୀର୍ଘ ୫ ବର୍ଷ ଧରି ଲୋକଙ୍କ କୌଣସି କାମରେ ଆସୁନାହିଁ। ଏହି ବୃହତ ପ୍ରକଳ୍ପଟି କାର୍ଯ୍ୟକ୍ଷମ ନ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ଏବଂ ବିକାଶ ବାଧାପ୍ରାପ୍ତ ହୋଇଛି, ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଭିତ୍ତିଭୂମି ବିକାଶରେ ଅହେତୁକ ବିଳମ୍ବ, ସଡ଼କ ଓ ସେତୁ ସୁରକ୍ଷା ଜନିତ ସମସ୍ୟାକୁ ନେଇ କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ଓ ଭଦ୍ରକ ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଏହି ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ପାଇଁ ତଥା ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ସରକାରଙ୍କ ନିକଟରେ ଉତ୍ତରଦାୟିତ୍ୱ ଦାବି କରାଯାଇଛି।1