logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଟକ ନରାଜ ବ୍ୟାରେଜରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବ୍ୟାରେଜ ମଧ୍ୟରୁ ଏହି ମୃତଦେହକୁ ଉଦ୍ଧାର କରିଛନ୍ତି।

2 hrs ago
user_Bhadrak bulletin
Bhadrak bulletin
ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
2 hrs ago

କଟକ ନରାଜ ବ୍ୟାରେଜରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବ୍ୟାରେଜ ମଧ୍ୟରୁ ଏହି ମୃତଦେହକୁ ଉଦ୍ଧାର କରିଛନ୍ତି।

More news from ଓଡ଼ିଶା and nearby areas
  • ପୁରୀ ବଡ଼ଦାଣ୍ଡରେ ଇସ୍କନ ବିରୋଧରେ ସନାତନ ହିନ୍ଦୁ ଧର୍ମର ଯୁବକମାନଙ୍କ ଦ୍ଵାରା ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀ ଯୁବକମାନେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି 'ଇସ୍କନ ଓଡ଼ିଶା ଛାଡ' ଏବଂ 'ଇସ୍କନ ଗୋ ବ୍ୟାକ' ଭଳି ନାରାବାଜି କରି ଏହି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।
    1
    ପୁରୀ ବଡ଼ଦାଣ୍ଡରେ ଇସ୍କନ ବିରୋଧରେ ସନାତନ ହିନ୍ଦୁ ଧର୍ମର ଯୁବକମାନଙ୍କ ଦ୍ଵାରା ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀ ଯୁବକମାନେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି 'ଇସ୍କନ ଓଡ଼ିଶା ଛାଡ' ଏବଂ 'ଇସ୍କନ ଗୋ ବ୍ୟାକ' ଭଳି ନାରାବାଜି କରି ଏହି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    2 hrs ago
  • ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ବାଉଦପୁର ସରପଞ୍ଚ ଜୋନାକୀ ଚାନ୍ଦ ଏବଂ ବରୁଣ ଚାନ୍ଦ ଧନ୍ୟବାଦ ଜଣାଇଛନ୍ତି।
    1
    ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ବାଉଦପୁର ସରପଞ୍ଚ ଜୋନାକୀ ଚାନ୍ଦ ଏବଂ ବରୁଣ ଚାନ୍ଦ ଧନ୍ୟବାଦ ଜଣାଇଛନ୍ତି।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    9 hrs ago
  • ଯାଜପୁର ଟାଉନ ହଲ୍‌ଠାରେ ଓଡ଼ିଶା ଜନତା କଂଗ୍ରେସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
    1
    ଯାଜପୁର ଟାଉନ ହଲ୍‌ଠାରେ ଓଡ଼ିଶା ଜନତା କଂଗ୍ରେସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    1 hr ago
  • ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦlଳ ପଞ୍ଚାୟତରେ ବୈତରଣୀ ନଦୀ ଉପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁସେତୁ ଆଜିବି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ହୋଇପାରିନାହିଁ। ଏହି ବୃହତ ପ୍ରକଳ୍ପର ସଂଯୋଗ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏତେ ବଡ଼ ବଜେଟର ସେତୁଟି ଲୋକଙ୍କ କାମରେ ଆସିପାରୁ ନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହି ୨୫ କୋଟିର ବିଜୁସେତୁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିରହିଛି।
    1
    ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦlଳ ପଞ୍ଚାୟତରେ ବୈତରଣୀ ନଦୀ ଉପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁସେତୁ ଆଜିବି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ହୋଇପାରିନାହିଁ। ଏହି ବୃହତ ପ୍ରକଳ୍ପର ସଂଯୋଗ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏତେ ବଡ଼ ବଜେଟର ସେତୁଟି ଲୋକଙ୍କ କାମରେ ଆସିପାରୁ ନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହି ୨୫ କୋଟିର ବିଜୁସେତୁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିରହିଛି।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    7 hrs ago
  • ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଥିବା ମାଙ୍କଡ଼ାପଡ଼ା - କପ୍ତିପଦା ରାସ୍ତାର ଅତି ବିଭତ୍ସ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଖରେ କ୍ଷମତା ନାହିଁ ବୋଲି କହି ବିଧାୟକଙ୍କ (MLA) ନିକଟକୁ ପଠାଇ ଦେଉଛନ୍ତି। ଅନ୍ୟପଟେ, ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା କେବଳ 'ହେବ ହେବ' କହି ସ୍ଥାନୀୟ ଲୋକଙ୍କୁ ଭୂତାଉଛନ୍ତି। ରାସ୍ତାର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏଠାକୁ ସପ୍ତାହକୁ ମାତ୍ର ୩ ରୁ ୪ ଦିନ ବସ୍ ଆସୁଛି ଏବଂ କେଉଁ କେଉଁ ଦିନ ତ ଦିନ ୨ଟାରେ ବସ୍ ପହଞ୍ଚୁଛି। ରାସ୍ତାର ଏହି ଚିତ୍ର ଦେଖିଲେ ଏହାର ବିଭତ୍ସ ଦୃଶ୍ୟ ସହଜରେ ବାରି ହୋଇପଡ଼ୁଛି।
    1
    ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଥିବା ମାଙ୍କଡ଼ାପଡ଼ା - କପ୍ତିପଦା ରାସ୍ତାର ଅତି ବିଭତ୍ସ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଖରେ କ୍ଷମତା ନାହିଁ ବୋଲି କହି ବିଧାୟକଙ୍କ (MLA) ନିକଟକୁ ପଠାଇ ଦେଉଛନ୍ତି। ଅନ୍ୟପଟେ, ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା କେବଳ 'ହେବ ହେବ' କହି ସ୍ଥାନୀୟ ଲୋକଙ୍କୁ ଭୂତାଉଛନ୍ତି।

ରାସ୍ତାର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏଠାକୁ ସପ୍ତାହକୁ ମାତ୍ର ୩ ରୁ ୪ ଦିନ ବସ୍ ଆସୁଛି ଏବଂ କେଉଁ କେଉଁ ଦିନ ତ ଦିନ ୨ଟାରେ ବସ୍ ପହଞ୍ଚୁଛି। ରାସ୍ତାର ଏହି ଚିତ୍ର ଦେଖିଲେ ଏହାର ବିଭତ୍ସ ଦୃଶ୍ୟ ସହଜରେ ବାରି ହୋଇପଡ଼ୁଛି।
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ଜାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଦୌଡ଼ରାଣୀ ଦୂତୀ ଚାନ୍ଦ ନିଜର କର୍ମ କ୍ଷେତ୍ରରେ ରହିଛନ୍ତି। ସେ ନିଜର କାର୍ଯ୍ୟ କ୍ଷେତ୍ରରେ ରହିବା ସହ 'କର୍ମ ହିଁ ଭଗବାନ' ବୋଲି ଦର୍ଶାଯାଇଛି।
    1
    ଜାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଦୌଡ଼ରାଣୀ ଦୂତୀ ଚାନ୍ଦ ନିଜର କର୍ମ କ୍ଷେତ୍ରରେ ରହିଛନ୍ତି। ସେ ନିଜର କାର୍ଯ୍ୟ କ୍ଷେତ୍ରରେ ରହିବା ସହ 'କର୍ମ ହିଁ ଭଗବାନ' ବୋଲି ଦର୍ଶାଯାଇଛି।
    user_ସତ ଖବର
    ସତ ଖବର
    Local News Reporter ଧର୍ମଶାଳା, ଯାଜପୁର, ଓଡ଼ିଶା•
    4 hrs ago
  • ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଜେପି ସରକାରର ଦୁଇ ବର୍ଷ ଶାସନ କାଳ ମଧ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ବିଶେଷ କରି ଧର୍ମଶାଳା ନିର୍ବାଚନମଣ୍ଡଳୀର ବଡ଼ଚଣା ଓ ବରୀ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ୧୫ ନମ୍ବର ଜୋନ୍‌ର ୮ଟି ପଞ୍ଚାୟତରେ ଏହି ବିକାଶ ଦେଖିବାକୁ ମିଳିଛି। ବନ୍ୟା ପ୍ରପୀଡ଼ିତ ଭାବେ ପରିଚିତ ଏହି ଅଞ୍ଚଳକୁ ପୂର୍ବ ସରକାର ନିଜର ୨୪ ବର୍ଷର ଶାସନ କାଳରେ ସମ୍ପୂର୍ଣ୍ଣ ଅଣଦେଖା କରିଥିବା ବେଳେ ବିଜେପି ସରକାର ଆସିବା ପରେ ଏଠାରେ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହୋଇଛି, ଯାହା ଅନ୍ୟ ନିର୍ବାଚନମଣ୍ଡଳୀ ପାଇଁ ଉଦାହରଣ ସାଜିଛି। ଧର୍ମଶାଳା ବ୍ଲକ କୋତପୁର ମଣ୍ଡଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୧୫ ନମ୍ବର ଜୋନ୍ ସଭାପତି ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି ଯେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ବଳିଷ୍ଠ ପ୍ରୟାସ ଯୋଗୁଁ ବନ୍ଦ ହୋଇ ପଡ଼ିଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ବର୍ତ୍ତମାନ ଏହି ୮ଟି ପଞ୍ଚାୟତରେ ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହି ସଫଳତା ପାଇଁ ୧୫ ନମ୍ବର ଜୋନ୍ ପକ୍ଷରୁ ଲୋକପ୍ରିୟ ବିଧାୟକଙ୍କୁ କୃତଜ୍ଞତା ଜଣାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ନେତା ନନିଗମାନନ୍ଦ ଦାସ, ଦିବ୍ୟ ଜ୍ୟୋତି ପରିଡ଼ା ଏବଂ କୋତପୁର ପଞ୍ଚାୟତ ପ୍ରଭାରୀ ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
    1
    ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଜେପି ସରକାରର ଦୁଇ ବର୍ଷ ଶାସନ କାଳ ମଧ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ବିଶେଷ କରି ଧର୍ମଶାଳା ନିର୍ବାଚନମଣ୍ଡଳୀର ବଡ଼ଚଣା ଓ ବରୀ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ୧୫ ନମ୍ବର ଜୋନ୍‌ର ୮ଟି ପଞ୍ଚାୟତରେ ଏହି ବିକାଶ ଦେଖିବାକୁ ମିଳିଛି। ବନ୍ୟା ପ୍ରପୀଡ଼ିତ ଭାବେ ପରିଚିତ ଏହି ଅଞ୍ଚଳକୁ ପୂର୍ବ ସରକାର ନିଜର ୨୪ ବର୍ଷର ଶାସନ କାଳରେ ସମ୍ପୂର୍ଣ୍ଣ ଅଣଦେଖା କରିଥିବା ବେଳେ ବିଜେପି ସରକାର ଆସିବା ପରେ ଏଠାରେ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହୋଇଛି, ଯାହା ଅନ୍ୟ ନିର୍ବାଚନମଣ୍ଡଳୀ ପାଇଁ ଉଦାହରଣ ସାଜିଛି।

ଧର୍ମଶାଳା ବ୍ଲକ କୋତପୁର ମଣ୍ଡଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୧୫ ନମ୍ବର ଜୋନ୍ ସଭାପତି ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି ଯେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ବଳିଷ୍ଠ ପ୍ରୟାସ ଯୋଗୁଁ ବନ୍ଦ ହୋଇ ପଡ଼ିଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ବର୍ତ୍ତମାନ ଏହି ୮ଟି ପଞ୍ଚାୟତରେ ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହି ସଫଳତା ପାଇଁ ୧୫ ନମ୍ବର ଜୋନ୍ ପକ୍ଷରୁ ଲୋକପ୍ରିୟ ବିଧାୟକଙ୍କୁ କୃତଜ୍ଞତା ଜଣାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ନେତା ନନିଗମାନନ୍ଦ ଦାସ, ଦିବ୍ୟ ଜ୍ୟୋତି ପରିଡ଼ା ଏବଂ କୋତପୁର ପଞ୍ଚାୟତ ପ୍ରଭାରୀ ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
    user_JAJPUR LOOK
    JAJPUR LOOK
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    6 hrs ago
  • କଟକ ନରାଜ ବ୍ୟାରେଜରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବ୍ୟାରେଜ ମଧ୍ୟରୁ ଏହି ମୃତଦେହକୁ ଉଦ୍ଧାର କରିଛନ୍ତି।
    1
    କଟକ ନରାଜ ବ୍ୟାରେଜରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବ୍ୟାରେଜ ମଧ୍ୟରୁ ଏହି ମୃତଦେହକୁ ଉଦ୍ଧାର କରିଛନ୍ତି।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.