logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେ ଛୋଟ ଛୋଟ ଶିଶୁ ମାନେ ନୂଆଁଖାଇ ପାଇଁ ତିହାରି ବଜାର ବସେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେ ଛୋଟ ଛୋଟ ଶିଶୁ ମାନେ ନୂଆଁଖାଇ ପାଇଁ ତିହାରି ବଜାର ବସେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି

1 day ago
user_Parthaba Bhue
Parthaba Bhue
Court reporter Khaprakhol, Balangir•
1 day ago
1cc386ba-5c70-49a5-ae61-e7be5dcefce1

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେ ଛୋଟ ଛୋଟ ଶିଶୁ ମାନେ ନୂଆଁଖାଇ ପାଇଁ ତିହାରି ବଜାର ବସେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେ ଛୋଟ ଛୋଟ ଶିଶୁ ମାନେ ନୂଆଁଖାଇ ପାଇଁ ତିହାରି ବଜାର ବସେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି

More news from ଓଡ଼ିଶା and nearby areas
  • ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I
    1
    ନୁଆଁଖାଇ ତିହାର କେ ନେଇ କିନା 
 ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I 
ନୁଆଁଖାଇ ତିହାର କେ ନେଇ କିନା 
ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I
    user_Hareram karuan
    Hareram karuan
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    11 hrs ago
  • ନୁଆଁଖାଇ ଯୋଗୁଁ ଆମ୍ବୁଲାନ୍ସ ସେବା ଠପ, ଏଡ୍ସ ଆକ୍ରାନ୍ତ ଅର୍ଥ ଅଭାବ ରୁ ମୃତ୍ୟୁ ସହ ସଂଗ୍ରାମ ରତ, ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା। ନୁଆଁଖାଇ ଯୋଗୁଁ ଆମ୍ବୁଲାନ୍ସ ସେବା ଠପ, ଏଡ୍ସ ଆକ୍ରାନ୍ତ ଅର୍ଥ ଅଭାବ ରୁ ମୃତ୍ୟୁ ସହ ସଂଗ୍ରାମ ରତ, ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସ୍ୱାସ୍ଥ୍ୟ ସେବା ଦିଗରେ ମାଇଲ ଖୁଣ୍ଟ ଥିବା ଆମ୍ବୁଲାନ୍ସ ସେବା ଠପ ହୋଇ ପଡି ଥିବା ବେଳେ ନୁଆଁଖାଇ ଯୋଗୁଁ ଜଣେ ଏଚ ଆଇ ଭି ଏଡ୍ସ ଆକ୍ରାନ୍ତ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଟିଟିଲାଗଡ଼ ରେ ନୂତନ ଡାକ୍ତର ଖାନା ଯାହା ସାତ କିମି ଦୁର, ସବିଶ ନାଗ (ଛଦ୍ମନାମ) ନାମକ ଜଣେ ଏଡ୍ସ ଆକ୍ରାନ୍ତ ଦୀର୍ଘ ତିନି ମାସ ଧରି ଏ ଆର ଟି ଔଷଧ ପାଇଁ ବଲାଙ୍ଗୀର ଅର୍ଥ ଅଭାବ ରୁ ଯାଇ ନ ପାରି ଆମ୍ବୁଲାନ୍ସ କୁ ଫୋନ କରି ଥିଲେ, ସୁଦ୍ଧା ଦୁଇ ଦିନ ଧରି ଡାକ୍ତରଖାନା ପହଁଚି ପାରୁ ନାହାନ୍ତି। ଆମ୍ବୁଲାନ୍ସ ଦୁଇ ଘଣ୍ଟା ତିନି ଘଣ୍ଟା ଲାଗିବ ଅଟୋ ଭଡା କରି ଯାଅ ବୋଲି କହିବା ସହ ବର୍ତମାନ ତାଙ୍କୁ ଦୁର୍ବ୍ୟବହାର କରିବା ପଡିଶା ଲୋକେ ଅଭିଯୋଗ କରିଛନ୍ତି। ଜଣେ ଅସହାୟ ଭଦ୍ର ବ୍ୟକ୍ତି ଙ୍କ ଭଳି ବିଳମ୍ବିତ ରାତ୍ରି ରେ ହଉ କି ଦିନରେ ଅଟୋ କରିବା କୁହା ଯାଉଛି। ଟିଟିଲାଗଡ଼ ହାଟପଦା ର ଏହି ବ୍ୟକ୍ତି ଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ଥିବା ବେଳେ ତୁରନ୍ତ ବିଭୀଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ସାଇ ବାସୀ ଦାବୀ କରିଛନ୍ତି। ପ୍ରକାଶ ଯେ, ଏହି ଆମ୍ବୁଲାନ୍ସ ଵାଲା ଓ ଅଟୋ ଵାଲା ମିଶି ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା ପକେଇ ଦେଇଛନ୍ତି। ଯାହା ଆରମ୍ଭ ରୁ ଏସ ଡ଼ି ଏମ ଓ ଙ୍କ ନିକଟରେ ଅଭିଯୋଗ ସତ୍ୱେ ଜାଣି ଶୁଣି ନିରବ ଥିବା ଲିଖିତ ଅଭିଯୋଗ ହୋଇଛି। ୫୦୦/୭୦୦ ଟଙ୍କା ଅଟୋ ଭଡା ପାଇଁ ଟଙ୍କା ଅଭାବ ରୁ ସାଧାରଣ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି। ଆଜି ନୂଆଁଖାଇ ଖାଇ ଯୋଗୁଁ ଏହି ସେବା ସମୁର୍ଣ ଠପ ହୋଇ ପଡିଛି। ବିଭାଗୀୟ ସଚିବ ନିଜେ ଏ ନେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜନସେବା ସିବିଓ ସଭାପତି ଲମ୍ବୋଦର ଛତ୍ରୀୟା ଦାବୀ କରିଛନ୍ତି।
    4
    ନୁଆଁଖାଇ ଯୋଗୁଁ ଆମ୍ବୁଲାନ୍ସ ସେବା ଠପ, ଏଡ୍ସ ଆକ୍ରାନ୍ତ ଅର୍ଥ ଅଭାବ ରୁ ମୃତ୍ୟୁ ସହ ସଂଗ୍ରାମ ରତ, ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା।
ନୁଆଁଖାଇ ଯୋଗୁଁ ଆମ୍ବୁଲାନ୍ସ ସେବା ଠପ, ଏଡ୍ସ ଆକ୍ରାନ୍ତ ଅର୍ଥ ଅଭାବ ରୁ ମୃତ୍ୟୁ ସହ ସଂଗ୍ରାମ ରତ, ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା।
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସ୍ୱାସ୍ଥ୍ୟ ସେବା ଦିଗରେ ମାଇଲ ଖୁଣ୍ଟ ଥିବା ଆମ୍ବୁଲାନ୍ସ ସେବା ଠପ ହୋଇ ପଡି ଥିବା ବେଳେ ନୁଆଁଖାଇ ଯୋଗୁଁ ଜଣେ ଏଚ ଆଇ ଭି ଏଡ୍ସ ଆକ୍ରାନ୍ତ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଟିଟିଲାଗଡ଼ ରେ ନୂତନ ଡାକ୍ତର ଖାନା ଯାହା ସାତ କିମି ଦୁର, ସବିଶ ନାଗ (ଛଦ୍ମନାମ) ନାମକ ଜଣେ ଏଡ୍ସ ଆକ୍ରାନ୍ତ ଦୀର୍ଘ ତିନି ମାସ ଧରି ଏ ଆର ଟି ଔଷଧ ପାଇଁ ବଲାଙ୍ଗୀର ଅର୍ଥ ଅଭାବ ରୁ ଯାଇ ନ ପାରି ଆମ୍ବୁଲାନ୍ସ କୁ ଫୋନ କରି ଥିଲେ, ସୁଦ୍ଧା ଦୁଇ ଦିନ ଧରି ଡାକ୍ତରଖାନା ପହଁଚି ପାରୁ ନାହାନ୍ତି। ଆମ୍ବୁଲାନ୍ସ ଦୁଇ ଘଣ୍ଟା ତିନି ଘଣ୍ଟା ଲାଗିବ ଅଟୋ ଭଡା କରି ଯାଅ ବୋଲି କହିବା ସହ ବର୍ତମାନ ତାଙ୍କୁ ଦୁର୍ବ୍ୟବହାର କରିବା ପଡିଶା ଲୋକେ ଅଭିଯୋଗ କରିଛନ୍ତି।
ଜଣେ ଅସହାୟ ଭଦ୍ର ବ୍ୟକ୍ତି ଙ୍କ ଭଳି ବିଳମ୍ବିତ ରାତ୍ରି ରେ ହଉ କି ଦିନରେ ଅଟୋ କରିବା କୁହା ଯାଉଛି। ଟିଟିଲାଗଡ଼ ହାଟପଦା ର ଏହି ବ୍ୟକ୍ତି ଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ଥିବା ବେଳେ ତୁରନ୍ତ ବିଭୀଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ସାଇ ବାସୀ ଦାବୀ କରିଛନ୍ତି।
ପ୍ରକାଶ ଯେ, ଏହି ଆମ୍ବୁଲାନ୍ସ ଵାଲା ଓ ଅଟୋ ଵାଲା ମିଶି ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା ପକେଇ ଦେଇଛନ୍ତି। ଯାହା ଆରମ୍ଭ ରୁ ଏସ ଡ଼ି ଏମ ଓ ଙ୍କ ନିକଟରେ ଅଭିଯୋଗ ସତ୍ୱେ ଜାଣି ଶୁଣି ନିରବ ଥିବା ଲିଖିତ ଅଭିଯୋଗ ହୋଇଛି।
୫୦୦/୭୦୦ ଟଙ୍କା ଅଟୋ ଭଡା ପାଇଁ ଟଙ୍କା ଅଭାବ ରୁ ସାଧାରଣ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି।
ଆଜି ନୂଆଁଖାଇ ଖାଇ ଯୋଗୁଁ ଏହି ସେବା ସମୁର୍ଣ ଠପ ହୋଇ ପଡିଛି।
ବିଭାଗୀୟ ସଚିବ ନିଜେ ଏ ନେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜନସେବା ସିବିଓ ସଭାପତି ଲମ୍ବୋଦର ଛତ୍ରୀୟା ଦାବୀ କରିଛନ୍ତି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    4 hrs ago
  • ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
    1
    ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 
ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
    user_ଆମ ଓଡିଶା ଖବର ଓଡିଶା
    ଆମ ଓଡିଶା ଖବର ଓଡିଶା
    Local Politician ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ଆଜିର ଟପ୍ ହେଡଲାଇନ୍ସ 📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା 🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। 🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। 📰 ଆଜିର ଟପ୍ ହେଡଲାଇନ୍ସ 📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା 🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। 🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। 🔴 କୋଟା ପୌର ନିର୍ବାଚନ: ରାଜସ୍ଥାନର କୋଟା ମ୍ୟୁନିସିପାଲ୍ କର୍ପୋରେସନ୍‌ରେ BJP ୫୫ଟି ୱାର୍ଡ ଜିତି ଅଧିକାଂଶ ହାସଲ କରିଛି। EVM ସମସ୍ୟା ଯୋଗୁଁ କିଛି ୱାର୍ଡରେ ପୁନଃମତଦାନ ହେବ। 🔴 ଅର୍ଥନୀତି: ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ବଢ଼ୁଥିବା ତେଲ ଦର ଯୋଗୁଁ ଭାରତୀୟ ଟଙ୍କା ଉପରେ ଚାପ ଜାରି ରହିବାର ଆଶଙ୍କା। 🔴 ବିଶ୍ୱ ଖବର: ସାଉଦି ଆରବର ତେଲ ଭିତ୍ତିଭୂମି ଉପରେ ଆକ୍ରମଣ ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୩%ରୁ ଅଧିକ ବଢ଼ିଛି। 🔴 ବିଜ୍ଞାନ: ବେଙ୍ଗାଲୁରୁର Raman Research Institute ଗବେଷକମାନେ quantum computingର decoherence ସମସ୍ୟା ସମାଧାନ ପାଇଁ ଏକ ନୂଆ single-shot ପ୍ରଣାଳୀ ପ୍ରଦର୍ଶନ କରିଛନ୍ତି। 🔴 ଭାରତ: ଆଜିର ଜାତୀୟ ଖବରରେ ରାଜସ୍ଥାନ ପୌର ନିର୍ବାଚନ, ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଓ ଅନ୍ୟାନ୍ୟ ରାଜନୈତିକ ଘଟଣା ଉପରେ ନଜର। 📰 ଏହା ଥିଲା ଆଜି ସକାଳ ୮ଟାର ପ୍ରମୁଖ ଖବର। ଅଧିକ ତାଜା ଖବର ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।
    1
    ଆଜିର ଟପ୍ ହେଡଲାଇନ୍ସ
📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା
🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି।
🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି।
📰 ଆଜିର ଟପ୍ ହେଡଲାଇନ୍ସ
📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା
🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି।
🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି।
🔴 କୋଟା ପୌର ନିର୍ବାଚନ: ରାଜସ୍ଥାନର କୋଟା ମ୍ୟୁନିସିପାଲ୍ କର୍ପୋରେସନ୍‌ରେ BJP ୫୫ଟି ୱାର୍ଡ ଜିତି ଅଧିକାଂଶ ହାସଲ କରିଛି। EVM ସମସ୍ୟା ଯୋଗୁଁ କିଛି ୱାର୍ଡରେ ପୁନଃମତଦାନ ହେବ।
🔴 ଅର୍ଥନୀତି: ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ବଢ଼ୁଥିବା ତେଲ ଦର ଯୋଗୁଁ ଭାରତୀୟ ଟଙ୍କା ଉପରେ ଚାପ ଜାରି ରହିବାର ଆଶଙ୍କା।
🔴 ବିଶ୍ୱ ଖବର: ସାଉଦି ଆରବର ତେଲ ଭିତ୍ତିଭୂମି ଉପରେ ଆକ୍ରମଣ ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୩%ରୁ ଅଧିକ ବଢ଼ିଛି।
🔴 ବିଜ୍ଞାନ: ବେଙ୍ଗାଲୁରୁର Raman Research Institute ଗବେଷକମାନେ quantum computingର decoherence ସମସ୍ୟା ସମାଧାନ ପାଇଁ ଏକ ନୂଆ single-shot ପ୍ରଣାଳୀ ପ୍ରଦର୍ଶନ କରିଛନ୍ତି।
🔴 ଭାରତ: ଆଜିର ଜାତୀୟ ଖବରରେ ରାଜସ୍ଥାନ ପୌର ନିର୍ବାଚନ, ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଓ ଅନ୍ୟାନ୍ୟ ରାଜନୈତିକ ଘଟଣା ଉପରେ ନଜର।
📰 ଏହା ଥିଲା ଆଜି ସକାଳ ୮ଟାର ପ୍ରମୁଖ ଖବର। ଅଧିକ ତାଜା ଖବର ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।
    user_Top Headlines News Today
    Top Headlines News Today
    Financial Advisor Dharamgarh, Kalahandi•
    10 hrs ago
  • କଣ୍ଟାମାଳ ବ୍ଳକ ଘୁଲଘୁଲାପଦର ଠାରେ ସନ୍ଥ ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ପାଳ ନଅବସରରେ ପବିତ୍ର କଳସ ଯାତ୍ରାର ଶୁଭ ଉଦ୍ଘାଟନ ସନ୍ଥ ଶିରୋମଣୀ ଗୁରୁ ଶ୍ରୀ ରବି ଦାସ ଙ୍କ 650ତମ ଜୟନ୍ତୀ ସମରସ ସଂକଳ୍ପ ମଣ୍ଡଳ ଠାରୁ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପବିତ୍ର କଳସ ଯାତ୍ରାର ଶୁଭ ଉଦଘାଟନ କଣ୍ଟାମାଳ ମଣ୍ଡଳ ଘୁଳଘୁଲାପଦର ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ଶୁଭ କଳସ ଯାତ୍ରାରେ ମୁଖ୍ୟଅତିଥି ଜିଲ୍ଲା ଅନୁସୂଚିତ ଜାତିମୋର୍ଚା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ତାଣ୍ଡି ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ., କାର୍ଯ୍ୟକ୍ରମ ଆରମ୍ଭ ରେ ଗ୍ରାମର ଅନୁସୂଚିତ, ଦଳିତ ମାନେ, ମହିଳା, ପୁରୁଷ, ଆବାଳ ବୃଦ୍ଧ ବନିତା ଶୁଭ କଳସ ବସାଇ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ.ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ସନ୍ଥ ରାମଦାସ ଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ.
    1
    କଣ୍ଟାମାଳ ବ୍ଳକ ଘୁଲଘୁଲାପଦର ଠାରେ ସନ୍ଥ ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ପାଳ ନଅବସରରେ ପବିତ୍ର କଳସ ଯାତ୍ରାର ଶୁଭ ଉଦ୍ଘାଟନ
ସନ୍ଥ ଶିରୋମଣୀ ଗୁରୁ ଶ୍ରୀ ରବି ଦାସ ଙ୍କ 650ତମ ଜୟନ୍ତୀ ସମରସ ସଂକଳ୍ପ ମଣ୍ଡଳ ଠାରୁ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପବିତ୍ର କଳସ ଯାତ୍ରାର ଶୁଭ ଉଦଘାଟନ କଣ୍ଟାମାଳ ମଣ୍ଡଳ ଘୁଳଘୁଲାପଦର ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ଶୁଭ କଳସ ଯାତ୍ରାରେ ମୁଖ୍ୟଅତିଥି ଜିଲ୍ଲା ଅନୁସୂଚିତ ଜାତିମୋର୍ଚା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ତାଣ୍ଡି ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ., କାର୍ଯ୍ୟକ୍ରମ ଆରମ୍ଭ ରେ ଗ୍ରାମର ଅନୁସୂଚିତ, ଦଳିତ ମାନେ, ମହିଳା, ପୁରୁଷ, ଆବାଳ ବୃଦ୍ଧ ବନିତା ଶୁଭ କଳସ ବସାଇ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ.ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ସନ୍ଥ ରାମଦାସ ଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ.
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    11 hrs ago
  • 🌹♥️🇹🇯🤭♥️🙂🌹🇹🇯💋♥️
    1
    🌹♥️🇹🇯🤭♥️🙂🌹🇹🇯💋♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    12 hrs ago
  • ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କାଣା କହୁଛନ୍ ଦେଖୁନ୍..... bargarhnews ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କାଣା କହୁଛନ୍ ଦେଖୁନ୍.....
    1
    ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କାଣା କହୁଛନ୍ ଦେଖୁନ୍..... bargarhnews 
ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କାଣା କହୁଛନ୍ ଦେଖୁନ୍.....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    33 min ago
  • ନୂଆପଡା ଜିଲ୍ଲା କୋମନା ଜମି ଚୋରି ଘଟଣାରେ ପୁଣି ଗିରଫ ହେଲେ 3 ଜଣ ଅଭିଯୁକ୍ତ, ମୋଟ 7 ଜଣ ଗିରଫ କୋଟଚାଲାଣ I #Komna #BreakingNews #Todyodisha #topodianews #nuapada ନୂଆପଡା ଜିଲ୍ଲା କୋମନା ଜମି ଚୋରି ଘଟଣାରେ ପୁଣି ଗିରଫ ହେଲେ 3 ଜଣ ଅଭିଯୁକ୍ତ, ମୋଟ 7 ଜଣ ଗିରଫ କୋଟଚାଲାଣ I #Komna #BreakingNews #Todyodisha #topodianews #nuapada
    1
    ନୂଆପଡା ଜିଲ୍ଲା କୋମନା ଜମି ଚୋରି ଘଟଣାରେ ପୁଣି ଗିରଫ ହେଲେ 3 ଜଣ ଅଭିଯୁକ୍ତ, ମୋଟ 7 ଜଣ ଗିରଫ କୋଟଚାଲାଣ I #Komna #BreakingNews #Todyodisha #topodianews #nuapada
ନୂଆପଡା ଜିଲ୍ଲା କୋମନା ଜମି ଚୋରି ଘଟଣାରେ ପୁଣି ଗିରଫ ହେଲେ 3 ଜଣ ଅଭିଯୁକ୍ତ, ମୋଟ 7 ଜଣ ଗିରଫ କୋଟଚାଲାଣ I #Komna #BreakingNews #Todyodisha #topodianews #nuapada
    user_Hareram karuan
    Hareram karuan
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.