logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ହେଲେ ସୂର୍ଯ୍ୟ ନାରାୟଣ ଦାସ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ହେଲେ ସୂର୍ଯ୍ୟ ନାରାୟଣ ଦାସ

1 day ago
user_Live Odisha NewsUpdate District reporter
Live Odisha NewsUpdate District reporter
Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
1 day ago

ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ହେଲେ ସୂର୍ଯ୍ୟ ନାରାୟଣ ଦାସ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ହେଲେ ସୂର୍ଯ୍ୟ ନାରାୟଣ ଦାସ

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲା ରେ ମହୋତ୍ସବ ଚାଲିଥିବା ବେଳେ ସଭାମଞ୍ଚ ଉପରକୁ ଧାନଭାର ଧରି ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ପ୍ରବେଶ ସହ ହୋହଲ୍ଲା... ଧାନ ବିକ୍ରିରେ ବ୍ୟାପକ ଅନିୟମିତତା ଏବଂ ବିଳମ୍ବ କାରଣରୁ ପ୍ରତିବାଦ ଏପଟେ ମହୋତ୍ସବ କୁ ଟଙ୍କା କୋଉଠୁ ଆଣିଲବୋଲି କଲେ ପ୍ରଶ୍ନ
    1
    ଯାଜପୁର ଜିଲ୍ଲା ରେ ମହୋତ୍ସବ ଚାଲିଥିବା ବେଳେ ସଭାମଞ୍ଚ ଉପରକୁ ଧାନଭାର ଧରି ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ପ୍ରବେଶ ସହ ହୋହଲ୍ଲା... ଧାନ ବିକ୍ରିରେ ବ୍ୟାପକ ଅନିୟମିତତା ଏବଂ ବିଳମ୍ବ କାରଣରୁ ପ୍ରତିବାଦ ଏପଟେ ମହୋତ୍ସବ କୁ ଟଙ୍କା କୋଉଠୁ ଆଣିଲବୋଲି କଲେ ପ୍ରଶ୍ନ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    9 hrs ago
  • ନବୀନ ବାବୁଙ୍କ ୨୪ ବର୍ଷର ଇତିହାସରେ କାହାକୁ ନେତା ହେବାକୁ ସୁଯୋଗ ଦେଇନାହାନ୍ତି ସ୍ଥାଵକ କରି ଛାଡିଦେଲେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ନବୀନ ବାବୁଙ୍କ ୨୪ ବର୍ଷର ଇତିହାସରେ କାହାକୁ ନେତା ହେବାକୁ ସୁଯୋଗ ଦେଇନାହାନ୍ତି ସ୍ଥାଵକ କରି ଛାଡିଦେଲେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    10 hrs ago
  • #ସ୍ବାମୀ_ଙ୍କ_ବିରୋଧରେ_ଅଭିଯୋଗ_ଆଣିଲେ_ସ୍ତ୍ରୀ । #ତାଙ୍କ_ସହିତ_ମୋର_ଛାଡପତ୍ର_ହୋଇଛି। #ପ୍ରତାପ_ଗିରିଙ୍କୁ_ମିଛରେ_ଫଶାଯାଉଛି। #ମତେ_ତା_କବଳରୁ_ପ୍ରତାପ_ଗିରି_ଉଦ୍ଧାର_କରିଛନ୍ତି! ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବେଣାପୁର ଗ୍ରାମର ଘଟଣା । ମୋ ନାମରେ ଥିବା ଜାଗାକୁ ମତେ ମାରପିଟ କରି ଧମକ ଦେଇ ଅନ୍ୟ କୁ ବିକ୍ରି କରିଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    #ସ୍ବାମୀ_ଙ୍କ_ବିରୋଧରେ_ଅଭିଯୋଗ_ଆଣିଲେ_ସ୍ତ୍ରୀ ।
#ତାଙ୍କ_ସହିତ_ମୋର_ଛାଡପତ୍ର_ହୋଇଛି।
#ପ୍ରତାପ_ଗିରିଙ୍କୁ_ମିଛରେ_ଫଶାଯାଉଛି।
#ମତେ_ତା_କବଳରୁ_ପ୍ରତାପ_ଗିରି_ଉଦ୍ଧାର_କରିଛନ୍ତି!
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବେଣାପୁର ଗ୍ରାମର ଘଟଣା ।
ମୋ ନାମରେ ଥିବା ଜାଗାକୁ ମତେ ମାରପିଟ କରି ଧମକ ଦେଇ ଅନ୍ୟ କୁ ବିକ୍ରି କରିଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    22 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    2 hrs ago
  • Post by Chitaranjan gantayat
    1
    Post by Chitaranjan gantayat
    user_Chitaranjan gantayat
    Chitaranjan gantayat
    ରିପୋଟର ଭଞ୍ଜନଗର, ଗଞ୍ଜାମ, ଓଡ଼ିଶା•
    10 hrs ago
  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ଯବହାର ସମ୍ପର୍କିତ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଶୁଭ ଉଦଘାଟନ ହୋଇଯାଇଛି। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କି ପରି ଓଡ଼ିଆ ଭାଷାର ବ୍ଯବହାର କରାଯାଇ ପାରିବ ସେହି ସମ୍ପର୍କରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରଯୁକ୍ତ ସିଦ୍ଧାର୍ଥ ଶଙ୍କର ପାଢ଼ୀ,ଓଡ଼ିଆ ଭାଷା ବିଶେଷଜ୍ଞ ଭୁବନେଶ୍ୱର ଡକ୍ଟର ରବିନାରାୟଣ ପଣ୍ଡା,ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ଓଡ଼ିଆ ବିଭାଗ, ଉତ୍କଳ ବିଶ୍ବବିଦ୍ୟାଳୟ,ବାଣୀବିହାର, ଭୁବନେଶ୍ୱର, ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ,ବିଭାଗୀୟ ମୁଖ୍ୟ,ଓଡ଼ିଆ ବିଭାଗ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପାରଳାଖେମୁଣ୍ଡି,ଓ ସ୍ଥାନୀୟ ସାହିତ୍ୟକର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟାଳୟର ପତ୍ର ବିନିମୟ ଓ ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ଯବହାର ସମସ୍ୟା ଓ ସମାଧାନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ/ଚିଠା ଓ ଆଦେଶନାମା ଅନୁବାଦ ଇତ୍ଯାଦି। ସେହିପରି ଓଡ଼ିଆ ଭାଷାରେ ସରକାରୀ ଦସ୍ତାବିଜ୍, ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରୋତ୍ସାହନ , ଶବ୍ଦ ଭଣ୍ଡାର ବ୍ୟବହାରିକ ରୂପ, ବାକ୍ୟ ଗଠନ ଓ ଚିହ୍ନ ପ୍ରୟୋଗ, ଓଡ଼ିଅ ଲିଖନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ପ୍ରଶାସନିକ ଶବ୍ଦ ନିରୂପଣ, ବନାନ ଅଶୁଦ୍ଧି ନିରାକରଣ ଓ ଓଡ଼ିଆରେ ନଥି ପ୍ରସ୍ତୁତି, କମ୍ପ୍ୟୁଟରରେ ଓଡିଆ ଟାଇପିଙ୍ଗ ପ୍ରସ୍ତୁତି ଓ ସରକାରୀ କାର୍ଯ୍ୟ ସମ୍ପାଦନା ଏଵଂ ପାୱାର ପଏଣ୍ଟ ଉପସ୍ଥାପନ ଇତ୍ଯାଦି ବିଷୟରେ ଦୁଇ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯିବା । ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ମନୋଜ ଲିମ୍ମା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
    1
    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ଯବହାର ସମ୍ପର୍କିତ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଶୁଭ ଉଦଘାଟନ ହୋଇଯାଇଛି।  ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କି ପରି ଓଡ଼ିଆ ଭାଷାର ବ୍ଯବହାର କରାଯାଇ ପାରିବ ସେହି ସମ୍ପର୍କରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରଯୁକ୍ତ ସିଦ୍ଧାର୍ଥ ଶଙ୍କର ପାଢ଼ୀ,ଓଡ଼ିଆ ଭାଷା ବିଶେଷଜ୍ଞ ଭୁବନେଶ୍ୱର  ଡକ୍ଟର ରବିନାରାୟଣ ପଣ୍ଡା,ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ଓଡ଼ିଆ ବିଭାଗ, ଉତ୍କଳ ବିଶ୍ବବିଦ୍ୟାଳୟ,ବାଣୀବିହାର, ଭୁବନେଶ୍ୱର, ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ,ବିଭାଗୀୟ ମୁଖ୍ୟ,ଓଡ଼ିଆ ବିଭାଗ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପାରଳାଖେମୁଣ୍ଡି,ଓ ସ୍ଥାନୀୟ ସାହିତ୍ୟକର  ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟାଳୟର ପତ୍ର ବିନିମୟ ଓ ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ଯବହାର ସମସ୍ୟା ଓ ସମାଧାନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ/ଚିଠା ଓ ଆଦେଶନାମା ଅନୁବାଦ ଇତ୍ଯାଦି। ସେହିପରି ଓଡ଼ିଆ ଭାଷାରେ ସରକାରୀ ଦସ୍ତାବିଜ୍, ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରୋତ୍ସାହନ , ଶବ୍ଦ ଭଣ୍ଡାର ବ୍ୟବହାରିକ ରୂପ, ବାକ୍ୟ ଗଠନ ଓ ଚିହ୍ନ ପ୍ରୟୋଗ, ଓଡ଼ିଅ ଲିଖନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ପ୍ରଶାସନିକ ଶବ୍ଦ ନିରୂପଣ, ବନାନ ଅଶୁଦ୍ଧି ନିରାକରଣ ଓ ଓଡ଼ିଆରେ ନଥି ପ୍ରସ୍ତୁତି, କମ୍ପ୍ୟୁଟରରେ ଓଡିଆ ଟାଇପିଙ୍ଗ ପ୍ରସ୍ତୁତି ଓ ସରକାରୀ କାର୍ଯ୍ୟ ସମ୍ପାଦନା ଏଵଂ ପାୱାର ପଏଣ୍ଟ ଉପସ୍ଥାପନ ଇତ୍ଯାଦି ବିଷୟରେ ଦୁଇ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯିବା ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ମନୋଜ ଲିମ୍ମା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    1 hr ago
  • ଗଜପତି ଜିଲ୍ଲାର ପ୍ରତିଷ୍ଠିତ ବେସରକାରୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ। ମୂର୍ଶିଦାବାଦ୍ ଅଞ୍ଚଳର ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଗଣ ଦୁଷ୍କର୍ମ କରିଥିବା ଶୁଣିବାକୁ ମିଳିଛି। ସୂଚନା ପ୍ରକାରେ ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ଉକ୍ତ ବିଶ୍ୱ ବିଦ୍ୟାଳୟ ଛାତ୍ର ବୋଲି ଅଭିଯୋଗରେ ସ୍ପଷ୍ଟ ହୋଇଛି। ଏହି ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ ହୋଇ ଥିବା ବେଳେ ଗୁରାଣ୍ଡି ଥାନାରେ ଏ ନେଇ ଗତ ଦିନରେ ଅଭିଯୋଗ ହୋଇଛି। ଅନ୍ୟ ପଟେ ଏପରି ଘଟଣା ଟି ଘଟି ଥିବା ବେଳେ ଏହି ଘଟଣା ଟି ଯେପରି ବାହାରକୁ ପ୍ରକଟ ନ ହେବ ସେ ନେଇ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇ ଥିବା ସାଧାରଣରେ ଶୁଣିବାକୁ ମିଳୁଛି।
    1
    ଗଜପତି ଜିଲ୍ଲାର ପ୍ରତିଷ୍ଠିତ ବେସରକାରୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ। ମୂର୍ଶିଦାବାଦ୍ ଅଞ୍ଚଳର ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଗଣ ଦୁଷ୍କର୍ମ କରିଥିବା ଶୁଣିବାକୁ ମିଳିଛି। ସୂଚନା ପ୍ରକାରେ ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ଉକ୍ତ ବିଶ୍ୱ ବିଦ୍ୟାଳୟ ଛାତ୍ର ବୋଲି ଅଭିଯୋଗରେ ସ୍ପଷ୍ଟ ହୋଇଛି। ଏହି ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ ହୋଇ ଥିବା ବେଳେ ଗୁରାଣ୍ଡି ଥାନାରେ ଏ ନେଇ ଗତ ଦିନରେ ଅଭିଯୋଗ ହୋଇଛି। ଅନ୍ୟ ପଟେ ଏପରି ଘଟଣା ଟି ଘଟି ଥିବା ବେଳେ ଏହି ଘଟଣା ଟି ଯେପରି ବାହାରକୁ ପ୍ରକଟ ନ ହେବ ସେ ନେଇ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇ ଥିବା ସାଧାରଣରେ ଶୁଣିବାକୁ ମିଳୁଛି।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    22 hrs ago
  • ଦକ୍ଷିଣପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି live odisha News update
    1
    ଦକ୍ଷିଣପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି 
live odisha News update
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.