Shuru
Apke Nagar Ki App…
#ସ୍ବାମୀ_ଙ୍କ_ବିରୋଧରେ_ଅଭିଯୋଗ_ଆଣିଲେ_ସ୍ତ୍ରୀ । #ତାଙ୍କ_ସହିତ_ମୋର_ଛାଡପତ୍ର_ହୋଇଛି। #ପ୍ରତାପ_ଗିରିଙ୍କୁ_ମିଛରେ_ଫଶାଯାଉଛି। #ମତେ_ତା_କବଳରୁ_ପ୍ରତାପ_ଗିରି_ଉଦ୍ଧାର_କରିଛନ୍ତି! ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବେଣାପୁର ଗ୍ରାମର ଘଟଣା । ମୋ ନାମରେ ଥିବା ଜାଗାକୁ ମତେ ମାରପିଟ କରି ଧମକ ଦେଇ ଅନ୍ୟ କୁ ବିକ୍ରି କରିଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl
#ସ୍ବାମୀ_ଙ୍କ_ବିରୋଧରେ_ଅଭିଯୋଗ_ଆଣିଲେ_ସ୍ତ୍ରୀ । #ତାଙ୍କ_ସହିତ_ମୋର_ଛାଡପତ୍ର_ହୋଇଛି। #ପ୍ରତାପ_ଗିରିଙ୍କୁ_ମିଛରେ_ଫଶାଯାଉଛି। #ମତେ_ତା_କବଳରୁ_ପ୍ରତାପ_ଗିରି_ଉଦ୍ଧାର_କରିଛନ୍ତି! ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବେଣାପୁର ଗ୍ରାମର ଘଟଣା । ମୋ ନାମରେ ଥିବା ଜାଗାକୁ ମତେ ମାରପିଟ କରି ଧମକ ଦେଇ ଅନ୍ୟ କୁ ବିକ୍ରି କରିଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ
More news from ଓଡ଼ିଶା and nearby areas
- ନବୀନ ବାବୁଙ୍କ ୨୪ ବର୍ଷର ଇତିହାସରେ କାହାକୁ ନେତା ହେବାକୁ ସୁଯୋଗ ଦେଇନାହାନ୍ତି ସ୍ଥାଵକ କରି ଛାଡିଦେଲେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- #ସ୍ବାମୀ_ଙ୍କ_ବିରୋଧରେ_ଅଭିଯୋଗ_ଆଣିଲେ_ସ୍ତ୍ରୀ । #ତାଙ୍କ_ସହିତ_ମୋର_ଛାଡପତ୍ର_ହୋଇଛି। #ପ୍ରତାପ_ଗିରିଙ୍କୁ_ମିଛରେ_ଫଶାଯାଉଛି। #ମତେ_ତା_କବଳରୁ_ପ୍ରତାପ_ଗିରି_ଉଦ୍ଧାର_କରିଛନ୍ତି! ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବେଣାପୁର ଗ୍ରାମର ଘଟଣା । ମୋ ନାମରେ ଥିବା ଜାଗାକୁ ମତେ ମାରପିଟ କରି ଧମକ ଦେଇ ଅନ୍ୟ କୁ ବିକ୍ରି କରିଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଗଞ୍ଜାମ ଜିଲ୍ଲା ବ୍ଳକ ପରିସରରେ ମନ୍ତ୍ରୀଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ । ପୋଲସରା ୨୩/୦୩/୨୬ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ କୁ ବିକଶିତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ବିଭିନ୍ନ ପ୍ରକଳ୍ପର ମନ୍ତ୍ରୀ ଙ୍କ କରକମଳରେ ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ବ୍ଳକ ପରିସରରେ ବିକଶିତ ଗାଁ ବିକଶିତ ଓଡିଶା ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତରେ ୧୩୪ ଟି ପ୍ରକଳ୍ପ,ଗ୍ରାଣ୍ଟ ଇନ୍ ଏଡ୍ ଅନ୍ତର୍ଗତ ୬୦ ଟି ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠି ଅନ୍ତର୍ଗତ ୧୩ ଟି ପ୍ରକଳ୍ପ, ବିଧାୟକ ପାଣ୍ଠି ଅନ୍ତର୍ଗତ ୨୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସାମୁହିକ ଭାବରେ ସମସ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାସହିତ ଜଳ ସେବା ଶିବିର ଓ ପଞ୍ଚାୟତ ସମିତି ଅଧିନସ୍ଥ ଭିଡିଓ କନଫରେନ୍ସ ହଲର ଶୁଭ ଉଦ୍ଘାଟନ କରିଥିଲେ। ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ,ଝୁନୁ ଦାସ, ସାଂସଦ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, ଯୁବନେତା ପ୍ରଭାକର ପଣ୍ଡା ସମେତ ୨୬ ଗୋଟି ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Chitaranjan gantayat1
- ଯାଜପୁର ଜିଲ୍ଲା ରେ ମହୋତ୍ସବ ଚାଲିଥିବା ବେଳେ ସଭାମଞ୍ଚ ଉପରକୁ ଧାନଭାର ଧରି ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ପ୍ରବେଶ ସହ ହୋହଲ୍ଲା... ଧାନ ବିକ୍ରିରେ ବ୍ୟାପକ ଅନିୟମିତତା ଏବଂ ବିଳମ୍ବ କାରଣରୁ ପ୍ରତିବାଦ ଏପଟେ ମହୋତ୍ସବ କୁ ଟଙ୍କା କୋଉଠୁ ଆଣିଲବୋଲି କଲେ ପ୍ରଶ୍ନ1
- Post by Rabindra Mandal1
- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ଯବହାର ସମ୍ପର୍କିତ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଶୁଭ ଉଦଘାଟନ ହୋଇଯାଇଛି। ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କି ପରି ଓଡ଼ିଆ ଭାଷାର ବ୍ଯବହାର କରାଯାଇ ପାରିବ ସେହି ସମ୍ପର୍କରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରଯୁକ୍ତ ସିଦ୍ଧାର୍ଥ ଶଙ୍କର ପାଢ଼ୀ,ଓଡ଼ିଆ ଭାଷା ବିଶେଷଜ୍ଞ ଭୁବନେଶ୍ୱର ଡକ୍ଟର ରବିନାରାୟଣ ପଣ୍ଡା,ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ଓଡ଼ିଆ ବିଭାଗ, ଉତ୍କଳ ବିଶ୍ବବିଦ୍ୟାଳୟ,ବାଣୀବିହାର, ଭୁବନେଶ୍ୱର, ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ,ବିଭାଗୀୟ ମୁଖ୍ୟ,ଓଡ଼ିଆ ବିଭାଗ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପାରଳାଖେମୁଣ୍ଡି,ଓ ସ୍ଥାନୀୟ ସାହିତ୍ୟକର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟାଳୟର ପତ୍ର ବିନିମୟ ଓ ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ଯବହାର ସମସ୍ୟା ଓ ସମାଧାନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ/ଚିଠା ଓ ଆଦେଶନାମା ଅନୁବାଦ ଇତ୍ଯାଦି। ସେହିପରି ଓଡ଼ିଆ ଭାଷାରେ ସରକାରୀ ଦସ୍ତାବିଜ୍, ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରୋତ୍ସାହନ , ଶବ୍ଦ ଭଣ୍ଡାର ବ୍ୟବହାରିକ ରୂପ, ବାକ୍ୟ ଗଠନ ଓ ଚିହ୍ନ ପ୍ରୟୋଗ, ଓଡ଼ିଅ ଲିଖନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ପ୍ରଶାସନିକ ଶବ୍ଦ ନିରୂପଣ, ବନାନ ଅଶୁଦ୍ଧି ନିରାକରଣ ଓ ଓଡ଼ିଆରେ ନଥି ପ୍ରସ୍ତୁତି, କମ୍ପ୍ୟୁଟରରେ ଓଡିଆ ଟାଇପିଙ୍ଗ ପ୍ରସ୍ତୁତି ଓ ସରକାରୀ କାର୍ଯ୍ୟ ସମ୍ପାଦନା ଏଵଂ ପାୱାର ପଏଣ୍ଟ ଉପସ୍ଥାପନ ଇତ୍ଯାଦି ବିଷୟରେ ଦୁଇ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯିବା । ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ମନୋଜ ଲିମ୍ମା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।1
- ଭୟଙ୍କର ଦୁର୍ଘଟଣା, ବାଇକ୍ ଉପରେ ମାଡିଗଲା ବୋଲେରୋ... ଛଟପଟ ହୋଇ ମ-ରିଗଲେ ୨ ଯୁବକ ଗଣେଶ ପାଣିଗ୍ରାହୀ ରିପୋର୍ଟ1