Shuru
Apke Nagar Ki App…
ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ଅଞ୍ଚଳରେ ରାତିରେ ବନ୍ଧୁକ ମୁନରେ ଲୁଟ ଘଟଣା ଘଟି ଚଞ୍ଚଳତା ସୃଷ୍ଟି କରିଛି 🚨 ବଡ଼ ଖବର : ବନ୍ଧୁକ ମୁଣ୍ଡରେ ଗହଣା ଲୁଟ, ଅଞ୍ଚଳରେ ଭୟର ପରିସ୍ଥିତି ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ଅଞ୍ଚଳରେ ରାତିରେ ବନ୍ଧୁକ ମୁନରେ ଲୁଟ ଘଟଣା ଘଟି ଚଞ୍ଚଳତା ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ପ୍ରଥମେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିଲେ, ପରେ ଗହଣା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟି ନେଇ ପଳାଇଯାଇଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିବାବେଳେ ବାଲେଶ୍ୱର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସନ୍ଦେହଜନକଙ୍କ ତଦନ୍ତ କରିବା ସହିତ ବିଭିନ୍ନ ଦିଗକୁ ତଦନ୍ତ ଜାରି ରହିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।
Rajib Behera

More news from Odisha and nearby areas
- କୁକୁର କାମୁଡ଼ାରେ ଚାଲିଗଲା ଜଣକ ଜୀବନ , ଘଟଣା ଟି ଘଟିଛି ବରହମପୁର ଥାନା ଅଧୀନ kc ପୁର ଅଞ୍ଚଳରେ, ସୂଚନା ମୁତାବିକ ଯୁବକ ଜଣକ ବିବାହିତ ଥିବା ବେଳେ ସ୍ତ୍ରୀ ଗର୍ଭବତୀ ଅଛନ୍ତି, ତେବେ ଯୁବକଙ୍କୁ କୁକୁର କାମୁଡିବା ପରେ ଚିକିତ୍ସିତ ହେଉଥିଲେ ତେବେ ସୁସ୍ଥ ହେବାପରେ ଘରକୁ ଯାଇ ଥିଲେ, ପରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗୁଣିଆ ପାଖକୁ ନେଇ ଯାଇ ଥିଲେ , ପର ମୁହୁର୍ତରେ ତାଙ୍କର ମୃତ୍ୟୁ ଘଟିଛି, ଯାହାକୁ ନେଇ ଯୁବକ ଙ୍କ ପକ୍ଷରୁ ତାଙ୍କର ବାପା ଏବଂ କାକା ହତ୍ୟା ର ଅଭିଯୋଗ ଆଣିଥିବା ଜଣା ପଡିଛି , ତେବେ ଉଦଳା ଡାକ୍ତର ଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି, ତେବେ ଉଦଳା ପୋଲିସ ଏବଂ ବରହମପୁର ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛନ୍ତି.. ଉତ୍ତେଜନା ଜାରି ରହିଛି1
- ଛତ୍ରପତି ଶିବାଜୀ ଙ୍କୁ ମନେ ପକେଇଲେ ମୁଖ୍ୟମନ୍ତ୍ରୀ ଆଉ ବିଜେପି ସଭାପତି ମନ ମୋହନ ସାମଲ1
- ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।1
- ବାରିପଦାରେ ଧାନ କ୍ରୟରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କୃଷକ ମହାସଂଘର ସମ୍ପାଦକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । କୃଷକମାନଙ୍କ ହିତରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି ।1
- ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର4
- Post by Khabar1
- Post by Jitendra raj2
- 📚 ପରୀକ୍ଷାର ପ୍ରଥମ ଦିନ ଶାନ୍ତିପୂର୍ଣ୍ଣ ✔️ ଆଜିଠୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା । ଆଜି ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଦଶମ ଶ୍ରେଣୀ ପରୀକ୍ଷା। ଉଦଳା ବ୍ଲକର ରାଢୋ, ବହୁବନ୍ଧ ଓ ଶିଶୁ ବିଦ୍ୟାମନ୍ଦିର ସ୍କୁଲ ର ମୋଟ 151 ଜଣ ପରୀକ୍ଷାର୍ଥୀ ଯୋଗଦେଲେ। ସମୟରୁ ପୂର୍ବରୁ କେନ୍ଦ୍ରରେ ପହଞ୍ଚିଲେ ଛାତ୍ରଛାତ୍ରୀ — ନାହିଁ କୌଣସି ଅନିୟମିତତା, ନାହିଁ ଅସନ୍ତୋଷ — ସମ୍ପୂର୍ଣ୍ଣ ଶୃଙ୍ଖଳିତ ପରୀକ୍ଷା ପରିବେଶ, AI କ୍ୟାମେରା ନଜରରେ ପରୀକ୍ଷା କେନ୍ଦ୍ର2