ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା । ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଓ ଯାଞ୍ଚ ସମୟରେ ପୃଥକ ପୃଥକ ଦୁଇଟି ସ୍ଥାନରୁ ୫ କୁଇଂଟାଲ ଗଂଜେଇ ସହ ଏକ କାର ଓ ଏକ ଲଙ୍କା ବୋଝଇ ପିକପ ଜବତ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା । ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଓ ଯାଞ୍ଚ ସମୟରେ ପୃଥକ ପୃଥକ ଦୁଇଟି ସ୍ଥାନରୁ ୫ କୁଇଂଟାଲ ଗଂଜେଇ ସହ ଏକ କାର ଓ ଏକ ଲଙ୍କା ବୋଝଇ ପିକପ ଜବତ । ଏହି ଘଟଣା ରେ ଉଲୁଣ୍ଡା ବ୍ଲକ ଏସ ପତରାପାଲି ନିକଟରୁ ଏକ ପିକଅପରୁ ଅଭିନବ ହିସାବରେ ଲଙ୍କା ପ୍ୟାକେଟ ଭିତରେ ଗଂଜେଇ ନେଇ ଯାଉଥିବା ବେଲେ ୪ କୁଇଂଟାଲ ଗଂଜେଇ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସେହିପରି ବୀରମହାରାଜପୁର ଅଂଚଳରୁ କିଆ କାରରୁ ୧ କୁଇଂଟାଲ ଗଂଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଅବକାରୀ ବିଭାଗ ପକ୍ଷରୁ ପୃଥକ ଭାବେ ୨ଟି ମାମଲା ରୁଜୁ କରି ଆଜି ଅଭିଯୁକ୍ତ ମାନଙ୍କୁ କୋଟ ଚାଲାଣ କରାଯିବ ବୋଲି କହିଛନ୍ତି ଅବକାରୀ ସବ ଇନିସପେକ୍ଟର ସାନ୍ତାନୁ ପଟ୍ଟନାୟକ ।
ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା । ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଓ ଯାଞ୍ଚ ସମୟରେ ପୃଥକ ପୃଥକ ଦୁଇଟି ସ୍ଥାନରୁ ୫ କୁଇଂଟାଲ ଗଂଜେଇ ସହ ଏକ କାର ଓ ଏକ ଲଙ୍କା ବୋଝଇ ପିକପ ଜବତ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା । ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଓ ଯାଞ୍ଚ ସମୟରେ ପୃଥକ ପୃଥକ ଦୁଇଟି ସ୍ଥାନରୁ ୫ କୁଇଂଟାଲ ଗଂଜେଇ ସହ ଏକ କାର ଓ ଏକ ଲଙ୍କା ବୋଝଇ ପିକପ ଜବତ । ଏହି ଘଟଣା ରେ ଉଲୁଣ୍ଡା ବ୍ଲକ ଏସ ପତରାପାଲି ନିକଟରୁ ଏକ ପିକଅପରୁ ଅଭିନବ ହିସାବରେ ଲଙ୍କା ପ୍ୟାକେଟ ଭିତରେ ଗଂଜେଇ ନେଇ ଯାଉଥିବା ବେଲେ ୪ କୁଇଂଟାଲ ଗଂଜେଇ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସେହିପରି ବୀରମହାରାଜପୁର ଅଂଚଳରୁ କିଆ କାରରୁ ୧ କୁଇଂଟାଲ ଗଂଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଅବକାରୀ ବିଭାଗ ପକ୍ଷରୁ ପୃଥକ ଭାବେ ୨ଟି ମାମଲା ରୁଜୁ କରି ଆଜି ଅଭିଯୁକ୍ତ ମାନଙ୍କୁ କୋଟ ଚାଲାଣ କରାଯିବ ବୋଲି କହିଛନ୍ତି ଅବକାରୀ ସବ ଇନିସପେକ୍ଟର ସାନ୍ତାନୁ ପଟ୍ଟନାୟକ ।
- ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l1
- ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।3
- ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ1
- *🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹* *🌹[[ବ୍ୟାସ ଓ ଗୁରୁ ପୂର୍ଣ୍ଣିମା]]🌹* *🌹୨୯-୭-୨୦୨୬((ବୁଧବାର))🌹* 🪷🪷🪷🪷🪷🪷🪷🪷🪷 *ଅଦ୍ଯ କର୍କଟ ଦି୧୩ନ, ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦ୩୭।୦ ରାଘ୮।୧୩,ଉତ୍ତରାଷାଢ଼ା ଦ୨୭।୪୦ ଦିଘ୪।୨୯,ମକର ଚନ୍ଦ୍ର ୬୦।* 🪷🪷🪷🪷🪷🪷🪷🪷🪷 *ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)* *କର୍କଟ ଦ ୧/୫୮/୨୫ ଇଂଘ ୫/୨୪/୫୨ ଗତେ ଉଦୟ।* *ମକର ଦ ୧/୫୩/୩୦ ଇଂଘ ୬/୨୧/୩୪ ଗତେ ଅସ୍ତ।* 🪷🪷🪷🪷🪷🪷🪷🪷🪷 *ଯୋଗିନୀ ବାୟବ୍ୟେ । ରାତ୍ରି ଘ୮।୧୩ ଗତେ ପୂର୍ବେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୪।୨୯ ଗତେ ଧନିଷ୍ଠା,ଶତଭିଷା, ଉତ୍ତରଭାଦ୍ର, ଅଶ୍ବିନୀ ,କୃତ୍ତିକା ,ମୃଗଶିରା, ଆର୍ଦ୍ର ପୁଷ୍ୟା ମଘା ଉତ୍ତରାଫାଃ ,ଚିତ୍ରା, ସ୍ଵାତୀ, ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୩୯ ଗତେ ଘ୧୦।୧୬ ମଧ୍ୟେ କାଳବେଳା । ଘ୧୧।୫୩ ଗତେ ଘ୧।୩୦ ମଧ୍ୟେ ବାରବେଳା* *। ରାତ୍ରି ଘ୨।୩୯ ଗତେ ଘ୪।୨ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୪।୨୯ ମଧ୍ୟେ ପାଦଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରଜଶ୍ଚକ୍ରେ ବିଧବା । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳବର୍ଜନ । ମତ୍ସ୍ୟ ମାଂସ ରାତ୍ରି ଘ୮।୧୩ ଗତେ କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ବ୍ୟାସ ଓ ଗୁରୁପୂର୍ଣ୍ଣିମା । ବ୍ୟାସଦେବଙ୍କ ଜୟନ୍ତୀ ।ଶରଣଂ ।* 🪷🪷🪷🪷🪷🪷🪷🪷🪷 *(ଅମୃତ)-ଦିବା ଘ୭।୧ ମଧ୍ୟେ ଘ୧୧।୪୯ ଗତେ ଘ୧।୨୫ ମଧ୍ୟେ । ରାତ୍ରି ଘ୭।୧୦ ଗତେ ଘ୯।୩୪ ମଧ୍ୟେ ଘ୨।୨୨ ଗତେ ଘ୫।୨୫ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୩।୪୯ ଗତେ ଘ୫।୨୪ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୧।୧୦ ମଧ୍ୟେ ।* 🪷🪷🪷🪷🪷🪷🪷🪷🪷 🪷🪷🪷🪷🪷🪷🪷🪷🪷 *ମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।* *ବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।* *ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।* *କର୍କଟ: ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।* *ସି˚ହ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।* *କନ୍ୟା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।* *ତୁଳା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।* *ବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।* *ଧନୁ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।* *ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ।* *କୁମ୍ଭ: କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।* *ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।*1
- ସୁବର୍ଣ୍ଣପୁର ଦିଗସିରା ଅଙ୍ଗନଦୀରେ ବନ୍ୟା ପାଣିରେ ଫସି ରହିଥିବା 20 ଶ୍ରମିକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ଗ୍ରାମର ଲୋକେ ବନ୍ୟା ପାଇଁ ଭୟବିତ । ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ଦିଗଶିରା ଗ୍ରାମରେ ଦେଇ ଯାଇଥିବା ଅଙ୍ଗନଦୀ ରେ ବନ୍ୟା ସୃଷ୍ଟି ହୋଇଛି। ଗ୍ରାମର ଅନେକ ପଡା ବନ୍ୟା ଘେରୋରେ ରହି ଥୁବା ବେଳେ ତାଙ୍କୁ ଗ୍ରାମର ସରପଞ୍ଚ ଏବଂ ଦମକଲ ବାହିନୀ ଦ୍ୱାରା ଉଦ୍ଧାର କରି ବନ୍ୟା ଆଶ୍ରୟ ସ୍ଥଳୀରେ ରଖିବା ବ୍ୟବସ୍ଥା କରଯାଇଛି। ବର୍ତମାନ ଗ୍ରାମରେ ସାତ ହଜାର ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଭୟବିତ ଅବସ୍ଥା ରେ ଥିବା ଦେଖିବକୁ ମିଳିଛି। ଅଙ୍ଗନଦୀ ଦିଗଶିରା ରୁ ହରଭଙ୍ଗା ବ୍ରିଜ କାମ ଚାଲୁଥିବା ବେଳେ ସେଠାରେ ଶ୍ରମିକ ମାନେ ରହି କାମ କରୁଥିଲେ l ବ୍ରିଜ କାମ କରୁଥିବା କୋଡିଏ ଶ୍ରମିକ ଫସି ରହିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନ ରେ ରଖାଯାଇଛି।3