Shuru
Apke Nagar Ki App…
ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତରଫରୁ ମହିଳା ଦିବସ ଉପଲକ୍ଷେ ମହିଳା ସମାବେଶ ଅନୁଷ୍ଠିତ ଅନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ବିଶ୍ୱବ୍ୟାପୀ ପାଳନ କରାଯାଏ। ଏହା ମହିଳାମାନଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ରାଜନୈତିକ ସଫଳତାକୁ ସମ୍ମାନ ଜଣାଇବା ଏବଂ ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରୟାସ। ଏହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ମହୋତ୍ସବ ପଡିଆ ଠାରେ ଆୟୋଜିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତରଫରୁ ମହିଳା ଦିବସ ଉପଲକ୍ଷେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ସାହୁ,କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ଓ କୋରେଇ ବିଧାୟକ ଆକାଶ ଦାସ ନାୟକ,ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ,ଗୌତମ ରାୟ ,ସମାଜ ସେବୀ ଋତୁପର୍ଣ୍ଣା ମହାନ୍ତି, ପୂର୍ବତନ ସାଂସଦ ରୀତା ତରାଇ ଉପସ୍ଥିତି ଥିଲେ ।
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଏଣ୍ଡଳବା ପଂଚାୟତ ଅଧୀନ ତେଣ୍ଟଳ ରାଧାକୃଷ୍ଣ ମେଳଣ ପଡିଆ ରେ ରାଧାକୃଷ୍ଣ ଆଞ୍ଚଳିକ କମିଟି ତରଫରୁ ୨୪ ତମ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ ଭାଇଚାରା ରେ ପଡୋଶୀ ସମସ୍ତ ଗ୍ରାମ ଓ ମେଲଣରେ ଆଖପାଖ ଅଞ୍ଚଳର ବହୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଥାନପତି ଭାବେ ଟେଣ୍ଟଳ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ରାଧାକୃଷ୍ଣ ଜୀଉ ଯୋଗ ଦେଇଥିଲେ । ଏହି ଭାଇଚାରାର ପ୍ରତୀକ ଭାବେ ପଡୋଶୀ ଗ୍ରାମର ଜୀଉ ମାନେ ବିମାନ ରେ ପାଟ ପଟୁଆର ରେ ଆସି ଏକାଠି ହୋଇଥିଲେ । ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ।1
- Post by ଯାଜପୁର ଖବର ପ୍ରସାରିତ1
- ପାଣିକୋଇଲି ଲଷ୍ମୀବିହାର ପଥରପଦାଠାରେ ମା ମହାଲଷ୍ମୀଙ୍କ ମନ୍ଦିର ମୁଣ୍ଡି ମରା କାର୍ଯ୍ୟ ହୋଇଯାଇଛି1
- Post by NEWS7ODIA1
- Post by BL News1
- ଶୁଭେନ୍ଦୁ ସାହୁ (ନଗରପାଳ, ଭୁବନ) : ବିକଳାଙ୍ଗ ମାନଙ୍କ ଭତ୍ତାରେ ମଧ୍ୟ ତୁମେ ବାଧକ ସାଜିଲ | BSKY କାର୍ଡ଼ ମଧ୍ୟ କାଟିଦେଲ, ଲୋକେ ମେଡିକାଲରେ ତା ରୋଗୀକୁ ଭଲ କରି ପାରୁନି | ଭୁବନ, ଢ଼େଙ୍କାନାଳ #bhuban #dhenkanal1
- Post by ନିଷ୍ଠୁର ଦୁନିଆ Live1
- ଅନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ବିଶ୍ୱବ୍ୟାପୀ ପାଳନ କରାଯାଏ। ଏହା ମହିଳାମାନଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ରାଜନୈତିକ ସଫଳତାକୁ ସମ୍ମାନ ଜଣାଇବା ଏବଂ ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରୟାସ। ଏହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ମହୋତ୍ସବ ପଡିଆ ଠାରେ ଆୟୋଜିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ତରଫରୁ ମହିଳା ଦିବସ ଉପଲକ୍ଷେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ସାହୁ,କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ଓ କୋରେଇ ବିଧାୟକ ଆକାଶ ଦାସ ନାୟକ,ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ,ଗୌତମ ରାୟ ,ସମାଜ ସେବୀ ଋତୁପର୍ଣ୍ଣା ମହାନ୍ତି, ପୂର୍ବତନ ସାଂସଦ ରୀତା ତରାଇ ଉପସ୍ଥିତି ଥିଲେ ।3